ଭାରତରେ ଖୁବଶୀଘ୍ର ବଢିପାରେ ଟୋଲ୍ ଟ୍ୟାକ୍ସ ।

ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏ କ୍ଷେତ୍ରରେ ଗତ ଏକ ଦଶନ୍ଧି ଧରି ରାଜପଥ ନିର୍ମାଣ କ୍ଷେତ୍ରରୁ ଦୂରେଇ ରହିଥିବା ଘରୋଇ ପୁଞ୍ଜିନିବେଶକାରୀଙ୍କୁ…
Read More...

କାମଦେଲାନି ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଟି-୨୦ ବିଶ୍ୱକପ୍ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍‌ରେ ପୁନର୍ବାର ଭାରତ ପାକିସ୍ତାନକୁ ପରାଜିତ କରି ନିଜର ଦବଦବା ପ୍ରମାଣ କରିଛି। ୧୫ ଫେବୃଆରୀରେ କୋଲମ୍ବୋରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତ ଏକତରଫା ଭାବେ ଜିତ ହାସଲ କରିଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ସିଦ୍ଧାନ୍ତ ନେଇଥିଲା,…
Read More...

ଖୁସି ଖବର: ଏପ୍ରିଲ ୨୨ରେ ଖୋଲିବ କେଦାରନାଥ ମନ୍ଦିର କପାଟ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ସ୍ଥିତ ପ୍ରସିଦ୍ଧ କେଦାରନାଥ ଧାମର କପାଟ ଆସନ୍ତା ଏପ୍ରିଲ ୨୨ ତାରିଖରେ ଶୁଭ ବୃଷ ଲଗ୍ନରେ ଖୋଲିବ। ଏହି ଘୋଷଣା ଶୀତକାଳୀନ ଗଦ୍ଦିସ୍ଥଳ ଓମକାରେଶ୍ଵର ମନ୍ଦିରରେ ବିଧିବିଧାନ ସହ କରାଯାଇଛି। ଘୋଷଣା ପରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମନ୍ଦିର ସମିତି…
Read More...

ରଶ୍ମିକା–ବିଜୟଙ୍କ ବିବାହ କାର୍ଡ ଭାଇରାଲ, ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ସାଉଥ ଫିଲ୍ମ ଜଗତର ଚର୍ଚ୍ଚିତ ଯୋଡ଼ି ରଶ୍ମିକା ମନ୍ଧାନା ଓ ବିଜୟ ଦେବରକୋଣ୍ଡାଙ୍କ ସମ୍ପର୍କ ନେଇ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚା ତେଜ ହୋଇଛି। ଉଭୟଙ୍କ ବିବାହ କେବେ ହେବ ବୋଲି ଫ୍ୟାନ୍ସମାନେ ବହୁଦିନ ଧରି ଅପେକ୍ଷା କରୁଥିବାବେଳେ, ଏବେ ଏକ କଥିତ ବିବାହ କାର୍ଡ ଭାଇରାଲ ହୋଇଛି।…
Read More...

ରୋହିତ ସେଟ୍ଟୀଙ୍କ ଜୁହୁ ଘର ବାହାରେ ଗୁଳିକାଣ୍ଡ, ୧୧ ଗିରଫ

ମୁମ୍ବାଇ: ବଲିଉଡ୍ ନିର୍ମାତା-ନିର୍ଦ୍ଦେଶକ ରୋହିତ୍ ସେଟ୍ଟିଙ୍କ ମୁମ୍ବାଇର ଜୁହୁ ସ୍ଥିତ ବାସଭବନ ବାହାରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ନୂଆ ଖବର ସାମ୍ନାକୁ ଆସିଛି। ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଅଭିଯାନରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି। ସମ୍ପ୍ରତି…
Read More...

ମହାଶିବରାତ୍ରିରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ

ମହାଶିବରାତ୍ରି ଅବସରରେ ଅନୁଗୋଳର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସକାଳଠାରୁ ଭକ୍ତମାନେ ବିଭିନ୍ନ ଶୈବପୀଠରେ ଜଳ ଅର୍ପଣ ଏବଂ ପୂଜା କରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଦେଖାଯାଇଥିଲା । ବିଭିନ୍ନ ମନ୍ଦିରରେ ଭକ୍ତମାନଙ୍କ ପାଇଁ, ଭଲରେ ଦର୍ଶନ ପାଇଁ ସମସ୍ତ…
Read More...

ବଜେଟ୍‌ ଅଧିବେଶନ ୨୦୨୬: ଓଡ଼ିଶା ବିଧାନସଭାରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ବଜେଟ୍‌ ଅଧିବେଶନ ୨୦୨୬ ପୂର୍ବରୁ ଓଡ଼ିଶା ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସର୍ବଦଳୀୟ ବୈଠକ ସମାପ୍ତ ହେବା ପରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ୨୯ ଦିନ ଧରି ଚାଲିବ। ଡିଜିପି ସୁନିଲ କୁମାର ଖୁରାନିଆ ଓ ପୁଲିସ କମିଶନର…
Read More...

ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ: ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ କଟକର ସତୀ ଚଉରା ଶ୍ମଶାନରେ ସମ୍ପନ୍ନ ହୋଇଛି। ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର ମୁଖାଗ୍ନି ଦେଇଥିଲେ। ୭୩ ବର୍ଷ ବୟସରେ ଗତକାଲି ସନ୍ଧ୍ୟାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…
Read More...

୯ କୋଟି ଟଙ୍କା ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଜାମିନ୍

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରସିଦ୍ଧ କମେଡିଆନ୍ ରାଜପାଲ ଯାଦବଙ୍କୁ ୯ କୋଟି ଟଙ୍କା ଚେକ୍ ବାଉନ୍ସ ମାମଲାରେ ଜାମିନ୍ ମିଳିଛି। ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଏହି ଜାମିନ୍ ଦିଆଯାଇଛି। ୫୪ ବର୍ଷୀୟ ଅଭିନେତା ପୂର୍ବରୁ ତିହାର୍ ଜେଲରେ ରହୁଥିଲେ। କୋର୍ଟ ରାଜପାଲ ଯାଦବଙ୍କୁ ଜାମିନ୍ ପ୍ରଦାନ କରିବା ସହ…
Read More...

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ରତ୍ନଭଣ୍ଡାର ବୈଠକ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ଗଣତି ମଣତି SOP ସମ୍ପର୍କରେ ବିସ୍ତୃତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । SOP ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି । ସରକାରଙ୍କ ଅନୁମୋଦନ ପରେ ଗଣତି ମଣତି ଆରମ୍ଭ କରାଯିବ । ୧୯୭୮ ମସିହାର…
Read More...