ଆସନ୍ତାକାଲିଠାରୁ CBSE ଦଶମ–ଦ୍ୱାଦଶ ପରୀକ୍ଷା ଆରମ୍ଭ; ୪୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ୱର: CBSE ଦଶମ ଦୁଇଟି ବୋର୍ଡ ପରୀକ୍ଷା ନେଇ ସ୍ପଷ୍ଟୀକରଣ । କାଲିଠୁ ଆରମ୍ଭ ପ୍ରଥମ ବୋର୍ଡ ପରୀକ୍ଷା ଦେବା ବାଧ୍ୟତାମୂଳକ । ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି । ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ । ବିଜ୍ଞାନ, ଗଣିତ,…
Read More...

ଏହି କାରଣ ପାଇଁ ଭାରତ ଠାରୁ ହାରିଗଲା ପାକିସ୍ତାନ….

ଟି-୨୦ ବିଶ୍ୱକପରେ ଭାରତ ତାର ଚୀର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପରାଜିତ କରିଛି । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬୦ ରନରେ ହରାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୧୭୫ ରନ କରିଥିଲା । ଇଶାନ କିଶନଙ୍କ ୭୭ ରନ ଇନିଂସ ବଳରେ ଭାରତ ଏହି ଚ୍ୟାଲେଞ୍ଜିଂ ସ୍କୋର କରି…
Read More...

ମହାଦୀପ ଓ ସୁନାବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହେଲା ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ଜାଗରଯାତ୍ରା . ସଠିକ ସମୟ ଭୋର 4ଟା 30ମିନିଟ ରେ ମନ୍ଦିର ଚୁଡାରେ ସ୍ଥାପନ ହୋଇଥିଲା ମହାଦୀପ. ଲକ୍ଷାଧିକ ଭକ୍ତଙ୍କ ହରିବୋଲ ହୁଳହୁଳି ଓ ଘଣ୍ଟା କୀର୍ତ୍ତନର ଶବ୍ଦରେ ମହାଦୀପକୁ ମୁଣ୍ଡାଇ ବେଢା ପ୍ରଦକ୍ଷଣ କରିବା…
Read More...

ଟି-୨୦ ବିଶ୍ୱକପ୍ ୨୦୨୬: ପାକିସ୍ତାନ ସାମ୍ନାରେ ୧୭୬ ରନର ଲକ୍ଷ୍ୟ

ଟି-୨୦ ବିଶ୍ୱକପ୍ ୨୦୨୬ର ମହାମୁକାବିଲାରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୭୫ ରନ କରିଛି। ଏହା ସହିତ ପାକିସ୍ତାନ ସାମ୍ନାରେ ୧୭୬ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟ ରହିଛି। ଭାରତ ପକ୍ଷରୁ Ishan Kishan…
Read More...

ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ

ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସାମ୍ପ୍ରତିକ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଏବଂ କେନ୍ଦ୍ରର ନୀତି ଉପରେ ବୟାନ ପରେ ରାଜନୀତି ଉଷ୍ମ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ…
Read More...

୯୦ତମ ଶିବଜୟନ୍ତି ଉତ୍ସବ ଅନୁଷ୍ଠିତ

ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ପ୍ରଜା ପିତା ବ୍ରହ୍ମ କୁମାରୀ ଆଶ୍ରମରେ ୯୦ତମ ଶିବ ଜୟନ୍ତି ବଇଣ୍ଡା ସେବାକେନ୍ଦ୍ରରେ ପାଳିତ ହୋଇଅଛି ଏଥିରେ ବଇଣ୍ଡା ସଞ୍ଚାଳିକା ବିକେ ବିନୋଦିନି ଭଉଣୀଙ୍କ ତତ୍ବାବଧାନରେ ଏହି ପ୍ରୋଗ୍ରାମ ଟିକୁ ସୂଚାରୁ ରୁପେ ପାଳନ କରାଗଲା। ଏଥିରେ ହଣ୍ଡପା ଥାନା…
Read More...

ଶପଥ ନେବେ ତାରିକ ରହମାନ, ମୋଦିଙ୍କୁ ନିମନ୍ତ୍ରଣ କରିପାରେ ବାଂଲାଦେଶ

ବାଂଲାଦେଶର ଅଧ୍ୟକ୍ଷ ତାରିକ ରହମାନଙ୍କ ନେତୃତ୍ୱରେ ନବନିର୍ବାଚିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ସରକାର ଶପଥ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବାରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛି। ଶପଥ ଗ୍ରହଣ ପୂର୍ବରୁ, ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ…
Read More...

ଗାଡି ଚାଳକଙ୍କ ପାଇଁ ବଡ ଚେତାବନୀ ଜାରି କରିଛନ୍ତି ପରିବହନ ବିଭାଗ ।

ଗାଡି ଚାଳକଙ୍କ ପାଇଁ ବଡ ଚେତାବନୀ ଜାରି କରିଛନ୍ତି ପରିବହନ ବିଭାଗ । ଖାସକରି ପ୍ରଦୂଷଣକୁ କଡ଼ାକଡ଼ି ଭାବେ ରୋକିବା ପାଇଁ, ପରିବହନ ବିଭାଗ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଉ ଏହି ନିଷ୍ପତ୍ତି ଅନୁଯାୟୀ ରାସ୍ତାରେ ପାର୍କିଂ କିମ୍ବା ଚାଲୁଥିବା ପୁରୁଣା ଯାନଗୁଡ଼ିକୁ ଏବେ ପୂର୍ବ ସୂଚନା ବିନା…
Read More...

ଭାରତ-ପାକିସ୍ତାନ ମୁକାବିଲା ପୂର୍ବରୁ ଷ୍ଟାଡିୟମରେ ପଶିଲା ସାପ, ଆତଙ୍କରେ ଖେଳାଳି

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲା କଲମ୍ବୋର R. Premadasa Stadiumରେ ଖେଳାଯିବାକୁ ସ୍ଥିର ହୋଇଛି। ଏହି ଗ୍ରାଉଣ୍ଡ ସାପ ଦେଖାଯିବା ଘଟଣା ପାଇଁ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଛି। ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଦଳର ଡଗ୍ଆଉଟ୍ ନିକଟରେ ଏକ ସାପ…
Read More...

ମ୍ୟାଚ୍ ପୂର୍ବରୁ ମହାକାଳେଶ୍ଵର ମନ୍ଦିରରେ ଟିମ୍ ଇଣ୍ଡିଆ, ମନ୍ତ୍ର ଉଚ୍ଚାରଣ ସହିତ କଲେ ଜଳାଭିଷେକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ରୋମାଞ୍ଚକର ମୁକାବିଲା। ICC Men's T20 World Cupରେ ଯେତେବେଳେ ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହୁଅନ୍ତି, ସେତେବେଳେ ସମଗ୍ର ବିଶ୍ୱର କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଅଲଗା ଧରଣର ଉତ୍ସାହ ଦେଖିବାକୁ ମିଳେ।…
Read More...