ରାଜ୍ୟସଭା ପ୍ରାର୍ଥୀ ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଆମେ ସମର୍ଥନ କରିବୁ ।

ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରି ୪ର୍ଥ ଆସନ ବିଷୟରେ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ ରାଜ୍ୟର ଦୁଇ ଜଣ ଯୋଗ୍ୟ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯାଉଛି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ରାଷ୍ଟ୍ରୀୟ…
Read More...

ଟୋଲବ୍ରାହ୍ମଣୀ ଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ରତ୍ନକୁଟୀର ମହିମା ଅଲେଖ ଲତା ଆଶ୍ରମ ଟୋଲବ୍ରାହ୍ମଣୀ ଗ୍ରାମ ଠାରେ  ୬୮ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ବୈଦ ରାଜ ପବିତ୍ର ଶବର  ଓ ତାଙ୍କ ଧର୍ମ ପତ୍ନୀ ପଦ୍ମାବତୀ ଶବର ବ୍ରହ୍ମ ଅବଦୁତ ଭଗବାନ…
Read More...

୧୦୭ ତମ କୋରେଇ ମୁନସୀ ମେଲଣ ଅନୁଷ୍ଠିତ ହୋଇଯାଇଛି

ଯାଜପୁର ଜିଲ୍ଲାର କୋରେଇ ଥାନାରେ ଅନୁଷ୍ଠିତ ହୋଇଯାଇଛି ୧୦୭ତମ ମୁନସୀ ମେଳଣ। ଏକ ଐତିହାସିକ ଓ ସାଂସ୍କୃତିକ ପରମ୍ପରାରେ । ଏହି ମେଲଣରେ ଆଖପାଖ ଅଞ୍ଚଳର ବହୁ  ହଜାର ହଜାର  ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ଧରି ଶୋଭାଯାତ୍ରାରେ ଆସି ଭାଇଚାରାର ପ୍ରତୀକ…
Read More...

ପୁରସ୍କୃତ ହେଲେ ୧୬୯ ଜଣ କୃତୀ ପ୍ରତିଯୋଗୀ

ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଞ୍ଚଳିକ ଗୌରବର ଏକ ମହାସମାରୋହ ମଧ୍ୟରେ ଆଜି ଜଟଣୀସ୍ଥିତ ଏସଡିଆଇ ଅଡିଟୋରିୟମଠାରେ ପୂର୍ବାଞ୍ଚଳ 'ଇଣ୍ଡିଆ ସ୍କିଲ୍ସ' ଆଞ୍ଚଳିକ ପ୍ରତିଯୋଗିତା ୨୦୨୫–୨୬ ଉଦ୍‌ଯାପିତ ହୋଇଯାଇଛି। କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗିତା ମନ୍ତ୍ରଣାଳୟ (ଏମଏସଡିଇ) ର…
Read More...

ସୁନା ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଗୁଳି କରି ଚମ୍ପଟ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଳୁଦରେ ସୁନା ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଗୁଳି କରି ଏକ ସ୍କୁଟିରେ ଚମ୍ପଟ ମାରିଥିବା ଜଣାପଡିଛି। ରାତିରେ ପାତ୍ର ଜୁଏଲାରୀ ମାଲିକ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଯୋଜନା ଅନୁଯାଇ ମାଲୁଦ ପ୍ରାଥମିକ ବିଦ୍ୟାଳୟ ନିକଟ ସହିଦ ସୁଦାମ ଚରଣ ଦାସଙ୍କ…
Read More...

ରାଜ୍ୟସଭା ନିର୍ବାଚନ: ୧୬ ସେଟ୍ ଫର୍ମ କିଣିଲା ବିଜେପି, ୪ ଆସନରେ ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତିକ ପରିସ୍ଥିତି ବଢ଼ିଛି । ବିଜେପି ପକ୍ଷରୁ ୧୬ ସେଟ୍ ନାମାଙ୍କନ ପତ୍ର କିଣାଯାଇଥିବାରୁ ରାଜନୀତିକ ମହଳରେ ଆଲୋଚନା ବଢିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ୪ ଜଣ ବିଜେପି ବିଧାୟକ…
Read More...

ମାର୍ଚ୍ଚ ୩ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଦେଖାଯିବ ‘ବ୍ଲଡ୍ ମୁନ୍’ ଦୃଶ୍ୟ

ଭୁବନେଶ୍ଵର: ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୩ ତାରିଖରେ ହେବାକୁ ଯାଉଛି। ଏହା ଏହି ବର୍ଷର ଏକମାତ୍ର ଚନ୍ଦ୍ରଗ୍ରହଣ, ଯାହା ଭାରତରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ। ଗ୍ରହଣ ସମୟରେ ଚନ୍ଦ୍ର ଲାଲ ରଙ୍ଗର ଦେଖାଯିବ, ଯାହାକୁ ‘ବ୍ଲଡ୍ ମୁନ୍’ ବୋଲି କୁହାଯାଏ। ଯେତେବେଳେ ଚନ୍ଦ୍ର…
Read More...

ଭୁବନେଶ୍ୱରରେ ପୁଣି ସିମ୍ ବକ୍ସ ଠାବ, ୨ କେରଳ ଯୁବକ ଅଟକ

ଭୁବନେଶ୍ୱର: ରାଜଧାନୀରେ ପୁଣିଥରେ ସାଇବର ଠକେଇର ବଡ଼ ରାକେଟ ଫାସ୍ ହୋଇଛି। ପଟିଆ ଅଞ୍ଚଳରେ ଆଡ୍ଡା ଜମାଇଥିବା ସାଇବର ଠକମାନଙ୍କୁ ନେଇ ସ୍ପେଶାଲ ସ୍କ୍ୱାଡ୍ ଚଢ଼ାଉ କରିଥିଲା। ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ହଷ୍ଟେଲରୁ ୧୨ଟି ସିମ୍ ବକ୍ସ ଜବତ ହୋଇଛି। ଏହି ଘଟଣାରେ କେରଳର ୨ ଯୁବକଙ୍କୁ ଅଟକ…
Read More...

ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଫେରାର ଥିବା ଥାନା ଅଧିକାରୀଙ୍କ ଜୟପୁର କୋର୍ଟରେ ଆତ୍ମସମର୍ପଣ

ଜୟପୁର: ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଫେରାର ଥିବା ଥାନା ଅଧିକାରୀ ଶେଷରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନାର ତତ୍କାଳୀନ ଅଧିକାରୀ ରାଜେଶ ବଳିୟାରସିଂହ ଜୟପୁର ଜିଲ୍ଲା ଜଜ୍ କୋର୍ଟରେ ହାଜିର ହୋଇ ଆତ୍ମସମର୍ପଣ କରିଥିବା ସୂଚନା…
Read More...

ଆସନ୍ତା କାଲି ଚନ୍ଦ୍ରଗ୍ରହଣରେ ଏହି ରାଶି ରୁହନ୍ତୁ ସାବଧାନ ।

ମାର୍ଚ୍ଚ ୩ ତାରିଖ ଅର୍ଥାତ ଆସନ୍ତା କାଲି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହି ଗ୍ରହଣ ଅପରାହ୍ନ ୩:୨୦ ରେ ଆରମ୍ଭ ହୋଇ ସନ୍ଧ୍ୟା ୬:୪୭ ପର‌୍ୟ୍ୟନ୍ତ ଚାଲିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ତେଣୁ ଏଠାରେ ସୂତକକାଳ ସମୟ ପାଳନ କରାଯିବ…
Read More...