ମଧ୍ୟପ୍ରାଚ୍ୟ ସଙ୍କଟ ସତ୍ତ୍ୱେ LPG ଓ LNGର ରହିବନି ଅଭାବ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଅଞ୍ଚଳର ତଣ୍ଟାତଣି ସତ୍ତ୍ୱେ ଭାରତରେ LPG ଓ LNG ଯୋଗାଣରେ କୌଣସି ଅଭାବ ହେବ ନାହିଁ ବୋଲି କେନ୍ଦ୍ର ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସରକାରୀ ସୂଚନା ଅନୁସାରେ ବିଶ୍ୱବ୍ୟାପୀ ଭାବେ ଅଶୋଧିତ ତୈଳର କୌଣସି ଅଭାବ ନାହିଁ ଏବଂ ଭାରତର ଇନର୍ଜି ସୁରକ୍ଷା ପାଇଁ…
Read More...

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ନୀତିଶ କୁମାର, ଛାଡିଲେ ବିହାର ମୁଖ୍ୟମନ୍ତ୍ରୀ ପଦ

ବିହାର: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ନବୀନ, ନିତ୍ୟାନନ୍ଦ ରାଏ, ସମ୍ରାଟ୍ ଚୌଧୁରୀ, ଏବଂ ବିଜୟ କୁମାର ସିନ୍ହା ସହିତ…
Read More...

ଭାରତ ବନାମ ଇଂଲଣ୍ଡ ଟି୨୦ ବିଶ୍ୱକପ୍ ୨୦୨୬ ସେମିଫାଇନାଲ୍: ଟିମ୍ ଇଣ୍ଡିଆ ଉପରେ ଚାପ ବଢ଼ାଇଦେଇଥିବା ୩ ମୁଖ୍ୟ କାରଣ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟରେ ଭାରତକୁ ୭୬ ରନରେ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆଙ୍କ ସେମିଫାଇନାଲ୍ ଯାତ୍ରା ନେଇ ଅନେକ ପ୍ରଶ୍ନ ଉଠିଥିଲା। ସେହି ପରାଜୟ ପରେ ଆଲୋଚକମାନେ ଦାବି କରୁଥିଲେ ଯେ ଭାରତୀୟ ଦଳ ସମ୍ଭବତଃ ଚାରିଟି ଶେଷ ଦଳ ମଧ୍ୟରେ ସ୍ଥାନ ପାଇବାରେ ବିଫଳ ହେବ।…
Read More...

ସଞ୍ଜୁ ସାମସନଙ୍କୁ ଲାଗିପାରେ ଝଟକା: ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ପୂର୍ବରୁ ଆଇସିସିର ଆକ୍ସନ୍?

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ Sanju Samsonଙ୍କୁ ନେଇ ଏବେ ଚର୍ଚ୍ଚା ଜୋରଦାର ହୋଇଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ମ୍ୟାଚ୍ ପୂର୍ବରୁ ତାଙ୍କ ଉପରେ International Cricket Council (ଆଇସିସି) ବଡ ଆକ୍ସନ୍ ନେଇପାରେ ବୋଲି କୁହାଯାଉଛି। ଷ୍ଟାଡିୟମରେ ତାଙ୍କ…
Read More...

ସେୟାର ବଜାରରେ ହାହାକାର: ଦ୍ୱିତୀୟ ଦିନ ଲଗାତାର କ୍ରାସ୍

ନୂଆଦିଲ୍ଲୀ: ହୋଲିର ଖୁସି ମଧ୍ୟରେ ନିବେଶକଙ୍କ ପାଇଁ ଆସିଛି ଦୁଃଖଦ ଖବର। ଲଗାତାର ଦ୍ୱିତୀୟ ଦିନ ପାଇଁ ଘରୋଇ ପୁଞ୍ଜି ବଜାରରେ ଭୟଙ୍କର ପତନ ଦେଖିବାକୁ ମିଳିଛି। ଆଜି ବଜାର ଖୋଲିବା ସହିତ BSE Sensex ପ୍ରାୟ ୧୭୦୦ ଅଙ୍କ ଓ NIFTY 50 ୫୩୦ ପଏଣ୍ଟ ହ୍ରାସ ପାଇଥିଲା। ପ୍ରତିଶତ ଆଧାରରେ ସେନସେକ୍ସ…
Read More...

ଇସ୍ରାଏଲର କଠୋର ଚେତାବନୀ: ଇରାନର ନୂଆ ସର୍ବୋଚ୍ଚ ନେତା ହେବେ ଟାର୍ଗେଟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବିବାଦ ଆହୁରି ତୀବ୍ର ରୂପ ନେଇଛି। Israel Katz କଠୋର ଚେତାବନୀ ଜାରି କରି କହିଛନ୍ତି ଯେ, ଇରାନରେ ସର୍ବୋଚ୍ଚ ନେତା ପଦରେ ଯେକୌଣସି ନୂଆ ବ୍ୟକ୍ତି ଚୟନ ହେଉନା କାହିଁକି, ଯଦି ସେ ଇସ୍ରାଏଲ ବିରୋଧରେ କାର୍ଯ୍ୟ କରିବେ କିମ୍ବା ଦେଶର ଧ୍ୱଂସ ପାଇଁ ଷଡଯନ୍ତ୍ର…
Read More...

ଆମେରିକା–ଇରାନ ଯୁଦ୍ଧ: ଅଶୋଧିତ ତୈଳ ଦରରେ ୧୨% ବୃଦ୍ଧି, ଭାରତ ଉପରେ ପ୍ରଭାବ

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ବିବାଦର ପ୍ରଭାବ ଏବେ ବିଶ୍ୱ ତୈଳ ବଜାରରେ ସ୍ପଷ୍ଟ ଭାବେ ଦେଖାଦେଇଛି। ଅଶୋଧିତ ତୈଳ ଦର ନିକଟତମ ସମୟରେ ପ୍ରାୟ ୧୨ ପ୍ରତିଶତ ବଢିଥିବାରୁ ଆନ୍ତର୍ଜାତୀୟ ବଜାରରେ ଚିନ୍ତାର ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତୈଳ…
Read More...

ବିହାର ରାଜନୀତିରେ ହଳଚଳ: ନୀତୀଶ କୁମାର ରାଜ୍ୟସଭାକୁ ଯିବେ କି?

ବିହାର: ବିହାର ରାଜନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ Nitish Kumar ଆସନ୍ତା କାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିପାରନ୍ତି। ଯଦିଓ ଏପର୍ଯ୍ୟନ୍ତ Janata Dal (United) (ଜେଡିୟୁ) ପକ୍ଷରୁ ଏନେଇ କୌଣସି ଔପଚାରିକ ଘୋଷଣା…
Read More...

ଇଠୁଛି ପଡୁଛି ମଧ୍ୟପ୍ରାଚ୍ୟ: ବୈଦେଶିକ ମନ୍ତ୍ରଣାଳୟ ଜାରି କଲା ହେଲ୍ପଲାଇନ୍ ନଂ

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଏବଂ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି Ministry of External Affairs (MEA) ବୁଧବାର ଏକ ସ୍ପେଶାଲ କଣ୍ଟ୍ରୋଲ ରୁମ୍ ସ୍ଥାପନ କରିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୀବ୍ର ହେଉଥିବା ପରିପ୍ରେକ୍ଷିତରେ ଭାରତୀୟ ନାଗରିକମାନଙ୍କ ସୁରକ୍ଷା ଓ…
Read More...

ହୋଲିରେ ଅଘଟଣ: ସିଂହନାଥ ପୀଠ ନିକଟରେ ନାବାଳକଙ୍କ ମୃତ୍ୟୁ

ଆଠଗଡ: ରଙ୍ଗର ପର୍ବ ହୋଲିକୁ ନେଇ ଏକ ପଟେ ହସଖୁସିର ମାହୋଲ ଥିବାବେଳେ ଅନ୍ୟ ପଟେ ଆସିଛି ହୃଦୟବିଦାରକ ଖବର। ଆଠଗଡ ଅଞ୍ଚଳର ଗୋପିନାଥପୁର ନିକଟସ୍ଥ ସିଂହନାଥ ପୀଠକୁ ସଂଯୋଗ କରୁଥିବା ଅସ୍ଥାୟୀ କାଠ ପୋଲ ନିକଟରେ ଭାସି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ସ୍ଥାନୀୟ ତୃଣପୁର…
Read More...