ତାଳଚେର ଦେଉଳବେଡାରେ ମା ତାରିଣୀଙ୍କ ବାର୍ଷିକ ଉତ୍ସବ

ତାଳଚେର ଦେଉଳବେଡା ଗ୍ରାମର କଳ୍ପଘର ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ଏବର୍ଷ ମା ତାରିଣୀ ଙ୍କ ଉଦେଶ୍ୟରେ ନାମଯଜ୍ଞ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଜଗନ୍ନାଥ ମନ୍ଦିର ସମ୍ମୁଖ ବୋହି ଯାଇଥିବା ଚିରୋସ୍ରୋତା ବ୍ରାହ୍ମଣୀ ନଦୀରୁ ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ କଳସରେ ଜଳ…
Read More...

ଜୟପାଟଣା ଏନଏସି ପାଇଁ ଜନଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଳାହାଣ୍ଡି-ଜୟପାଟଣା ଏନଏସି ପାଇଁ ଜନଗଣନାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଆଜି ଜୟପାଟଣାଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ବ୍ଲକ କନଫରେନ୍ସ ହଲ୍‌ରେ ପ୍ରଥମ ପର୍ଯ୍ୟାୟ ଗୃହ ତାଲିକାକରଣ ନିମନ୍ତେ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ତିନି…
Read More...

ଏଥର ଅଣ୍ଡାରେ ଲାଗିବ Expiry ଡେଟ୍

ଏଥର ଅଣ୍ଡାରେ ଆସିବ ଏକ୍ସପ୍ୟାରୀ ଡେଟ୍ । ଏଣିକି ଆଉ ଗ୍ରାହକଙ୍କୁ ଖରାପ ଅଣ୍ଡା ବିକ୍ରି କରିପାରିବେନି ଦୋକାନୀ । ଏଥର ଗ୍ରାହକ ତାରିଖ ଦେଖି କିଣିପାରିବେ ଅଣ୍ଡା। ଏବେ ଏହି ନିୟମ ଏପ୍ରିଲ ୧ରୁ ଲାଗୁ ହେବ। ଉତ୍ତର ପ୍ରଦେଶରେ ଏହି ନିୟମ ଲାଗୁ ହୋଇଛି। ଖାଉଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି…
Read More...

ରିଲିଜ୍ ପୂର୍ବରୁ ‘ଧୁରନ୍ଧର 2’ର ଧମାକା, ଆଡଭାନ୍ସ ବୁକିଂରେ ରେକର୍ଡ

Mumbai: ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର: ଦ ରିଭେଞ୍ଜ’ (ଧୁରନ୍ଧର 2)କୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ଚୂଡାନ୍ତ ସ୍ତରକୁ ପହଞ୍ଚିଛି। ଫିଲ୍ମଟି ଆସନ୍ତା ୧୮ ମାର୍ଚ୍ଚରେ ପେଡ୍ ପ୍ରିଭ୍ୟୁ ହେବାକୁ ଯାଉଥିବାବେଳେ ୧୯ ମାର୍ଚ୍ଚରେ ସାରା ବିଶ୍ୱରେ ମୁକ୍ତି ପାଇବ। ଫିଲ୍ମର…
Read More...

ଲକ୍ଷ୍ନୌର ପ୍ରସିଦ୍ଧ ପଞ୍ଚତାରକା ହୋଟେଲରେ କୁଲଦୀପଙ୍କ ରିସେପ୍ସନ

ଭାରତୀୟ କ୍ରିକେଟ୍ ତାରକା କୁଲଦୀପ ଯାଦବ ଲକ୍ଷ୍ନୌରେ ଏକ ଭବ୍ୟ ଉତ୍ସବ ସହିତ ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକ ମଧ୍ୟରୁ ଗୋଟିଏକୁ ପାଳନ କରିବାକୁ ଯାଉଛନ୍ତି। ମାର୍ଚ୍ଚ ୧୪ ତାରିଖରେ ମନୋରମ ପାହାଡିଆ ସହର ମସୁରୀରେ ତାଙ୍କ ପିଲାଦିନର ବନ୍ଧୁ ବଂଶିକା ସିଂହଙ୍କ ସହିତ ବିବାହ…
Read More...

SCB ଅଗ୍ନିକାଣ୍ଡ ନେଇ ସରକାରକୁ ନବୀନଙ୍କ ଆକ୍ରମଣ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

Bhubaneswar: ନବୀନ ପଟ୍ଟନାୟକ କଟକର SCBରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଗତକାଲି ସେ କଟକ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଏବଂ ଆଜି ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡ କେବଳ ଏକ…
Read More...

କାବୁଲରେ ପାକିସ୍ତାନର ବଡ଼ ଧରଣର ଆକ୍ରମଣ, ଶତାଧିକ ମୃତ୍ୟୁ ଆଶଙ୍କା

New Delhi: ମଧ୍ୟପ୍ରାଚ୍ୟ ଏବଂ ଦକ୍ଷିଣ ଏସିଆର ତଣାପୋଡ଼ ମଧ୍ୟରେ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରେ Pakistan ବାୟୁସେନା Kabulର ପାଞ୍ଚଟି ସ୍ଥାନରେ ବଡ଼ ପରିମାଣର ବିମାନ ଆକ୍ରମଣ କରିଥିବା ଖବର ମିଳିଛି। ସୂଚନା ଅନୁସାରେ, ରାତି ପ୍ରାୟ ୯:୩୦ ବେଳେ JF-17 Thunder ଏବଂ…
Read More...

LPG ଗ୍ରାହକଙ୍କ ପାଇଁ e-KYC ବାଧ୍ୟତାମୂଳକ, ସବସିଡିର ସ୍ୱଚ୍ଛତା ପାଇଁ ସରକାରଙ୍କ ନିଷ୍ପତ୍ତି

New Delhi; କେନ୍ଦ୍ର ସରକାର ଦେଶର ସମସ୍ତ ଘରୋଇ LPG ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ (e-KYC)କୁ ବାଧ୍ୟତାମୂଳକ କରିଛନ୍ତି। ଏହା ଦ୍ୱାରା ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖକୁ ପହଞ୍ଚିବା ସହିତ LPG ଗ୍ୟାସର କଳାବଜାରୀକୁ ରୋକିବା ଲକ୍ଷ୍ୟ ରହିଛି। ସରକାରଙ୍କ…
Read More...

ନିଲମ୍ବିତ ବିଧାୟକଙ୍କୁ ମୋହମ୍ମଦ ମୋକିମ୍‌ଙ୍କ ଆହ୍ୱାନ, ଝିଅ ସୋଫିଆଙ୍କ କ୍ରସ୍‌ ଭୋଟିଂ ନେଇ ମତ

Bhubaneswar: ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା ଜନ୍ମ ନେଇଛି। ମହମ୍ମଦ ମୋକିମ୍ ନିଲମ୍ବିତ ବିଧାୟକମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ ହେବା ପାଇଁ ବଡ଼ ଆହ୍ୱାନ ଜାରି କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଏକତାରେ ଆସି ରାଜନୈତିକ ଲଢ଼େଇ କରିବା ଆବଶ୍ୟକ। ଏହାସହ…
Read More...

ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ

Bhubaneswar: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଗମନକୁ ନେଇ ବିମାନବନ୍ଦର ପରିସରରେ ବିଶେଷ ପ୍ରସ୍ତୁତି…
Read More...