ଶିଶୁଭବନରେ କାର୍ଯ୍ୟକାରୀ ହେବ ପେଡିଆଟ୍ରିକ୍‌ ଆନାସ୍ଥେସିଆ ୟୁନିଟ୍

ଭୁବନେଶ୍ୱର:-  ଶିଶୁଭବନରେ କାର୍ଯ୍ୟକାରୀ ହେବ ପେଡିଆଟ୍ରିକ୍‌ ଆନାସ୍ଥେସିଆ ୟୁନିଟ୍। ଏଣିକି ଆନାସ୍ଥେସିଆ ଡାକ୍ତରଙ୍କ ପାଇଁ ଆଉ କଟକ ବଡ଼ ମେଡିକାଲ ଉପରେ ଶିଶୁଭବନ ନିର୍ଭର କରିବେ ନାହିଁ। ଏଥିପାଇଁ ୪ଟି ଆନାସ୍ଥେସିଆ ମେସିନ୍ ଓଡ଼ିଶା ରାଜ୍ୟ ମେଡିକାଲ୍ କର୍ପୋରେସନ୍…
Read More...

ମହିଳା ଦିନିକିଆ ବିଶ୍ବକପ୍ ଲାଗି ଭାରତୀୟ ଦଳ ଘୋଷିତ ହୋଇଛି

ନୂଆଦିଲ୍ଲୀ:- ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଯିବ ମହିଳା ବିଶ୍ୱକପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ବକପ୍ ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି । ସୁସ୍ଥ ହୋଇଥିବାରୁ ପେସ୍‌ ବୋଲର ରେଣୁକା ସିଂହ ଓ ଅଲ୍‌ରାଉଣ୍ଡର…
Read More...

ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ…

କେନ୍ଦ୍ରାପଡା:- ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି । ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ମହୁ ସମବାୟ ସମିତିରୁ ଖରିଫ୍‌ ଋଣ କରାଇଦେବା ପାଇଁ ଜଣେ…
Read More...

ଛାତ୍ରୀଛାତ୍ରଙ୍କୁ ମିଳିବ ୧୧ ଦିନ ମଧ୍ୟାନ୍ନ ଭୋଜନର ଚାଉଳ ସହ ରନ୍ଧା ବାବଦକୁ ଟଙ୍କା

ଭୁବନେଶ୍ୱର:- ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କାରଣରୁ ମେ ୫ ପରିବର୍ତ୍ତେ ୨୩ ଏପ୍ରିଲରୁ ସ୍କୁଲ ବନ୍ଦ ରଖାଯାଇଥିଲା । ଏହି ସମୟ ମଧ୍ୟରେ ୧୧ ଦିନ ମଧ୍ୟାନ୍ନ ଭୋଜନ ଦିଆଯାଇ ନଥିଲା । ସେନେଇ ଏବେ ରାଜ୍ୟର ସମସ୍ତ ଶିଶୁ (ବାଲ୍‌) ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ…
Read More...

ମୁନିଗୁଡା ପ୍ରଗତି ମଞ୍ଚ ଓ ମିଳିତ ଆନୁକୁଲ୍ୟରେ ଏନ୍‌ଏସି ଘୋଷଣା ପାଇଁ ଦାବୀ

ମୁନିଗୁଡ଼ା:- ମୁନିଗୁଡ଼ା ପ୍ରଗତି ମଞ୍ଚ ଓ ମିଳିତ ଆନୁକୁଲ୍ୟର ସହଯୋଗରେ ଏନ୍‌ଏସି ଘୋଷଣା ପାଇଁ ଦାବୀ ତୀବ୍ର ହୋଇଛି। ଏହି ଦାବୀକୁ ସମର୍ଥନ କରି ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା । ପ୍ରଗତି ମଞ୍ଚ ସ୍ପଷ୍ଟ କରିଛି ଯେ, ଯେପର୍ଯ୍ୟନ୍ତ ଏନ୍‌ଏସି ଘୋଷଣା ହେବ ନାହିଁ, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ…
Read More...

କୁଜଙ୍ଗକୁ ଏନ୍ଏସିର ମାନ୍ୟତା ନମିଳିଲେ ପ୍ରଶାସନକୁ ଅଚଳ କରାଯିବ, ଦରକାର ପଡିଲେ ତହସିଲ ଘେରାଉ ହେବ

କୁଜଙ୍ଗ:- କୁଜଙ୍ଗକୁ ଏନ୍ଏସିର ମାନ୍ୟତା ନମିଳିଲେ ପ୍ରଶାସନକୁ ଅଚଳ କରାଯିବ ଦରକାର ପଡିଲେ ତହସିଲ ଘେରାଉ ହେବ । ଏଭଳି କିଛି ନର ଲଗାଇ ଥିଲା କୁଜଙ୍ଗ ସଚେତନ ନାଗରିକ ମଞ୍ଚ । ଗତ ୧୬ ତାରିଖରେ  ରାଜ୍ୟର ୭ଟି ଜିଲ୍ଲାରେ ନୂଆ ୧୨ଟି ବିଜ୍ଞପିତ  ଅଂଚଳ ପରିଷଦ (ଏନ୍ଏସି) ଗଠନ କରିବାକୁ ସରକାରଙ୍କ…
Read More...

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀ ମୃତ୍ୟ ଅଭିଯୋଗ

ଯାଜପୁର:- ପୁଣି ସାମ୍ନାକୁ ଆସିଲା ରାଜ୍ୟ ସ୍ୱାସ୍ଥ୍ୟସେବା ଅବହେଳାର ସାଂଘାତିକ ଚିତ୍ର । ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀ ମୃତ୍ୟ ଅଭିଯୋଗ ହୋଇଛି । ମୃତକ ହେଲେ କୁଆଖିଆ ଥାନା ବାଉଁଶଅଣ୍ଟା ଗାଁର ଭରତ…
Read More...

ସେନାବାହିନୀର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡିଜିଟାଲ ଆରେଷ୍ଟ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଲେ ସାଇବର…

କଟକ:- ସେନାବାହିନୀର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡିଜିଟାଲ ଆରେଷ୍ଟ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଏକ ସାଇବର ଅପରାଧୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କଟକ ସାଇବର ଥାନା ପୋଲିସ । ଡାକ୍ତରଙ୍କ ଠାରୁ ଏକ କୋଟି ନଅ ଲକ୍ଷ ୪୬ ହଜାର ଟଙ୍କା ହଡ଼ପ କରିନେଇଛି ଏହି ଗ୍ୟାଙ୍ଗ ।…
Read More...

ରାଜ୍ୟ ସାରା ସ୍କୁଲରେ ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର:- ରାଜ୍ୟ ସାରା ସ୍କୁଲରେ ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ୟୁନିଫର୍ମ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ,ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ…
Read More...

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଜଣେ ନବମ ଶ୍ରେଣୀର ଛାତ୍ରୀ ସହ ପାଶବିକ ଅତ୍ୟାଚାର

ସମ୍ବଲପୁର:- ପୁଣି ସମ୍ବଲପୁରରେ ଲଜ୍ୟା । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ର ଜଣେ ନବମ ଶ୍ରେଣୀର ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଅଛି । ଯୁଯୁମୁରା ବ୍ଲକ୍‌ର ସୁଶାନ୍ତ ମିର୍ଧା ମୁଖ୍ୟ ଅଭିଯୁକ୍ତ ହୋଇଥିବାବେଳେ…
Read More...