ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ଅଧ୍ୟାୟ ପାଇଁ NCERT କ୍ଷମା ମାଗିଲା

ଦୁର୍ନୀତି ଏବଂ ପଦ୍ଧତିଗତ ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରୁଥିବା ଏକ ଅଧ୍ୟାୟକୁ ନେଇ ବିବାଦ ପରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ସୋମବାର (ମାର୍ଚ୍ଚ 10) ଏକ ସାର୍ବଜନୀନ କ୍ଷମା ପ୍ରାର୍ଥନା ଜାରି କରିଛି ଏବଂ ସଦ୍ୟ ପ୍ରକାଶିତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ…
Read More...

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ୍ ଏବଂ ଓଆରଏସ୍ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଟକି ରହିଥିବା ତଦନ୍ତ ରିପୋର୍ଟଗୁଡିକୁ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ…
Read More...

ରାଜ୍ୟରେ ଆସନ୍ତା ୧୧ ତାରିଖରୁ ବଢିବ ତାତି

ରାଜ୍ୟରେ ଆସନ୍ତା ୧୧ ତାରିଖରୁ ବଢିବ ତାତି । ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରି ଛୁଇଁବାକୁ ଥିବା ବେଳେ ପଶ୍ଚିମଓଡ଼ିଶାର ସମସ୍ତ ସହରର ଦିନର ତାପମାତ୍ରା ୩୭ ଡିଗ୍ରିରୁ ଅଧିକ ରହିବ।ର ସମ୍ଭାବନା ରହିଛି।…
Read More...

ଢେଙ୍କାନାଳ ସଦର ରେଞ୍ଜ ତାମଣ୍ଡା ଗାଁ ନିକଟରେ ହାତୀ ଆକ୍ରମଣ

ଢେଙ୍କାନାଳ ସଦର ରେଞ୍ଜ ତାମଣ୍ଡା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ମୃତ ଦୁଇ ଆହତ । ଅଳ୍ପକେ ବର୍ତ୍ତିଲେ ସାଥିରେ ଥିବା ଅନ୍ୟଜଣେ ଯୁବକ । ମୃତକ ହେଲେ ଯଦୁମଣି ମହନ୍ତ । ଆହତ ଦୁଇ ଜଣ ହେଲେ ଗୋପାଳଚନ୍ଦ୍ର ମହନ୍ତ ଓ ହେମନ୍ତ ମହନ୍ତ । ଚାରିଜଣ ଏକାଠି ନିକଟସ୍ଥ ଏକ କୁକୁଡ଼ା ଫାର୍ମରୁ ବାହାରି…
Read More...

ଶିଳ୍ପପତି ଅନିଲ ଅମ୍ବାନୀଙ୍କ ବିରୋଧରେ ସିବିଆଇ ରୁଜୁ କଲା ମାମଲା

ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପିଛା ଛାଡିବାର ନାମ ନେଉ ନାହିଁ ବିବାଦ । ପିଏନବିର ମୁଖ୍ୟ ପରିଚାଳକ ସନ୍ତୋଷକୃଷ୍ଣ ଅନ୍ନଭରପୁଙ୍କ ଅଭିଯୋଗ ପାଇବା ପରେ ସିବିଆଇ ଆଇପିସିର ଧାରା ୪୨୦ ଏବଂ ୧୨୦ (ବି) ଅଧୀନରେ ମାମଲା ରୁଜୁ କରିଛି। ଏଫଆଇଆର ଅନୁଯାୟୀ, ଅନିଲ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ…
Read More...

ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ପୁଣି ସରଣ୍ଡା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ । ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସରଣ୍ଡା ଜଙ୍ଗଲର କୁମଡ଼ିହ ଓ କୋଲବୋଙ୍ଗା ଅଞ୍ଚଳରେ ମାଓବାଦୀଙ୍କ ଏକ ଦଳ ଥିବା ସୂଚନା ପାଇ ଯବାନ ମାନେ ଆଜି ସକାଳେ ସେମାନଙ୍କୁ ଘେରି ଯାଇଥିଲେ । ପରେ ଉଭୟ…
Read More...

ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର

ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର । ଉଭୟ ଉଜ୍ଜଳା ଯୋଜନା ଓ ସାଧାରଣ ଉପଭୋକ୍ତା ପାଉଥିବା ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି । ସିଲିଣ୍ଡର ପିଛା ୬୦ ଟଙ୍କା ଦର ବୃଦ୍ଧି କରାଯାଇଛି । ଯାହା ଖାଉଟିଙ୍କ ମଧ୍ୟରେ ଚିନ୍ତା ବଢାଇବା ସହିତ ହାଣ୍ଡିଶାଳରେ  ମହଙ୍ଗା ମାଡ଼ କରିଛି । ଗ୍ୟାସ ପାଇଁ …
Read More...

ଏକ୍ସପ୍ରେସ ଟ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବେନେଶ୍ୱର କୋରାପୁଟ ହୀରାଖଣ୍ଡ ଏକ୍ସପ୍ରେସରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ରେଲୱେ ପୋଲିସ କୋରାପୁଟ ଷ୍ଟେସନ ଠାରେ ଟ୍ରେନରୁ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତକ ହେଲେ ମନୀଷ ଦାସ। ତାଙ୍କ ଘର କଟକ କଣ୍ଟିଲୋର ନୂଆବଜାର ଅଂଚଳର ବୋଲି ଜଣାପଡ଼ିଛି…
Read More...

ଭାରତୀୟ ବାୟୁସେନାର ଏକ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି

ଭାରତୀୟ ବାୟୁସେନାର ଏକ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଫଳରେ ଦୁଇ ଜଣ ପାଇଲଟ ଶହୀଦ ହୋଇଥିବା ନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ଯୁଦ୍ଧ ବିମାନଟି ନିୟମିତ ତାଲିମ ମିଶନରେ ଥିଲା…
Read More...

ରାଜ୍ୟରେ ଏସାଇଆର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ‌ ଦେଲେ ବଡ଼ ସୂଚନା

ରାଜ୍ୟରେ ଏସାଇଆର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ‌ ଦେଲେ ବଡ଼ ସୂଚନା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ ସରିଛି । ଏହି ୯୦ପ୍ରତିଶତ ଭୋଟର ତାଲିକାରେ ଯେଉଁମାନେ ଅଛନ୍ତି ସେମାନେ ଉଭୟ ୨୦୨୫ ଭୋଟର ତାଲିକା ଏବଂ…
Read More...