ଭାରତର ବିକାଶକୁ ଗ୍ରହଣ କରିବାକୁ ଅସମର୍ଥ ଟ୍ରମ୍ପ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଲାଗୁ କରିବାର ଘୋଷଣା ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଟ୍ରମ୍ପଙ୍କ ନାମ ନ ନେଇ ସେ କହିଛନ୍ତି ଯେ ଏହା ଦେଖାଯାଉଛି ଯେ ସମସ୍ତଙ୍କ ମାଲିକ ଭାରତର ବିକାଶକୁ ଗ୍ରହଣ…
Read More...

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ  ଚିକିତ୍ସାଳୟର ଉଦଘାଟନ କରିଛନ୍ତି । ହସ୍ପିଟାଲରେ ଆବଶ୍ୟକ ଥିବା ସମସ୍ତ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟ ସେବା ପଦବୀ ପୂରଣ…
Read More...

ଯେଉଁ ଦେଶମାନେ ଦାଦାଗିରି କରୁଛନ୍ତି,ସେମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ…

ଶନିବାର ଦିନ ବିଶ୍ୱେଶ୍ୱରାୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଭିଏନଆଇଟି)ରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ଭାଷଣରେ ବିଜ୍ଞାନ ଏବଂ ପ୍ରଯୁକ୍ତିର ଗୁରୁତ୍ୱ ଏବଂ ରପ୍ତାନି ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଆଜି ଯେଉଁ ଦେଶମାନେ…
Read More...

ବିଜୁପଟ୍ଟନାୟକ ଫିଲ୍ମ ଅନୁଷ୍ଠାନ ରେ ଆରମ୍ଭ ହୋଇଛି ନିର୍ମଳ ପାଣ୍ଡେ ଷଷ୍ଠ ସ୍ମାରକି ଚଳଚ୍ଚିତ୍ର ଉତ୍ସବ…

ସେପଟେ କଟକ ଜୋବ୍ରା ସ୍ଥିତ ବିଜୁପଟ୍ଟନାୟକ ଫିଲ୍ମ ଅନୁଷ୍ଠାନ ରେ ଆରମ୍ଭ ହୋଇଛି ନିର୍ମଳ ପାଣ୍ଡେ ଷଷ୍ଠ ସ୍ମାରକି ଚଳଚ୍ଚିତ୍ର ଉତ୍ସବ। ତେବେ ବଲିଉଡ୍ ଅଭିନେତା ସ୍ବର୍ଗତ ନିର୍ମଳ ପାଣ୍ଡେଙ୍କ ସ୍ମୃତିରେ ନିର୍ମଳ ପାଣ୍ଡେ ଷଷ୍ଠ ସ୍ମାରକୀ ଚଳଚ୍ଚିତ୍ର ମହୋତ୍ସବ କଟକରେ ଆରମ୍ଭ ହୋଇଛି। ନିର୍ମଳ…
Read More...

ରାଜଗାଙ୍ଗପୁର ବିଜେଡି କାଉନସିଲର କୌଶଳ ସିଂଙ୍କୁ ବିଜେଡିରୁ ନିଲମ୍ବନ

ରାଜଗାଙ୍ଗପୁର, (ଅଟଳ ବିହାରୀ ପଣ୍ଡା) ରାଜଗାଙ୍ଗପୁର ପୌରପାଳିକାର ୧ ନଂ ୱାର୍ଡ ର ବିଜେଡି କାଉନସିଲର କୌଶଳ ସିଂଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଦର୍ଶାଯାଇଛି। କିଛି ଦିନ ପୂର୍ବେ ପୌରାଧ୍ୟକ୍ଷା ଓ ବିଜେଡି…
Read More...

ଉତ୍ତର ମାଗିଲେ କପିଲ ଶିବଲ, ଧନଖର ଏବେ କେଉଁଠି?

ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫାର ୧୮ ଦିନରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ସେବେଠାରୁ ତାଙ୍କୁ କେହି ପାଇନାହାଁନ୍ତି ଏବଂ ତାଙ୍କ ପକ୍ଷରୁ କୌଣସି ବିବୃତ୍ତି ମଧ୍ୟ ଆସିନାହିଁ। ଏଠାରେ ସରକାରଙ୍କ ଲୋକମାନେ ମଧ୍ୟ ତାଙ୍କ ବିଷୟରେ କିଛି ଆଲୋଚନା କରୁନାହାଁନ୍ତି। ଏବେ ଏସବୁ…
Read More...

୧ କୋଟି ମହିଳା ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା

ଆଜି କୋରାପୁଟ ଜିଲ୍ଲାର  ଜୟପୁର ଠାରେ ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ, କୋରାପୁଟ ଜିଲ୍ଲାରେ, ୪୫୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ୪୩୬ ଟି ପ୍ରକଳ୍ପର ଭିତ୍ତି…
Read More...

ରାସ୍ତା ପାରି ହେବା ବେଳେ ଶିଶୁପୁତ୍ରକୁ ଧକ୍କା ଦେଲା ବାଇକ୍

ରାସ୍ତା ପାରି ହେବା ବେଳେ ଶିଶୁପୁତ୍ରକୁ ଧକ୍କା ଦେଲା ବାଇକ୍। ୪ବର୍ଷର ଶିଶୁପୁତ୍ର ଉପରେ ଛାଡ଼ିଗଲା ବାଇକ୍। ପରିବାର ସହ ଚେକ୍ ଅପ୍ ପାଇଁ ଆସିଥିଲେ କ୍ଲିନିକ୍। ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାର ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ରାସ୍ତା ପାରି ହେବା ବେଳେ ହାତ ଛାଡ଼ି ଦେଇଥିଲେ ମାଆ।…
Read More...

ମୋଦିଙ୍କୁ ରାକ୍ଷୀ ବାନ୍ଧିଥିଲେ ସ୍କୁଲ ଛାତ୍ରଛାତ୍ରୀ ଏବଂ ବ୍ରହ୍ମା କୁମାରୀର ଭାଉଣୀ

ଆଜି ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ପ୍ରେମକୁ ପ୍ରତିଫଳିତ କରୁଥିବା ଏହି ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନକୁ ଆସିଥିବା ବହୁ ସଂଖ୍ୟକ…
Read More...

ଅପରେସନ ସିନ୍ଦୁରରେ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ ସ୍ପଷ୍ଟ ବାର୍ତ୍ତା…

ଅପରେସନ ସିନ୍ଦୁର ସମୟରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ବଡ ବୟାନ ଦେଇଛନ୍ତି ବାୟୁସେନା ମୁଖ୍ୟ ଅମର ପ୍ରୀତ ସିଂହ । ଭାରତୀୟ ସେନା ଛଅଟି ପାକିସ୍ତାନୀ ବିମାନକୁ ନଷ୍ଠ କରିଥିଲା । ଖସାଇ ଦିଆଯାଇଥିବା ବିମାନ ଗୁଡିକରୁ ପାଞ୍ଚଟି ପାକିସ୍ତାନୀ ଲଢୁଆ ବିମାନ ଏବଂ ଗୋଟିଏ…
Read More...