ରାଜଗାଙ୍ଗପୁର ବିଜେଡି କାଉନସିଲର କୌଶଳ ସିଂଙ୍କୁ ବିଜେଡିରୁ ନିଲମ୍ବନ

ରାଜଗାଙ୍ଗପୁର, (ଅଟଳ ବିହାରୀ ପଣ୍ଡା) ରାଜଗାଙ୍ଗପୁର ପୌରପାଳିକାର ୧ ନଂ ୱାର୍ଡ ର ବିଜେଡି କାଉନସିଲର କୌଶଳ ସିଂଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଦର୍ଶାଯାଇଛି। କିଛି ଦିନ ପୂର୍ବେ ପୌରାଧ୍ୟକ୍ଷା ଓ ବିଜେଡି…
Read More...

ଉତ୍ତର ମାଗିଲେ କପିଲ ଶିବଲ, ଧନଖର ଏବେ କେଉଁଠି?

ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫାର ୧୮ ଦିନରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ସେବେଠାରୁ ତାଙ୍କୁ କେହି ପାଇନାହାଁନ୍ତି ଏବଂ ତାଙ୍କ ପକ୍ଷରୁ କୌଣସି ବିବୃତ୍ତି ମଧ୍ୟ ଆସିନାହିଁ। ଏଠାରେ ସରକାରଙ୍କ ଲୋକମାନେ ମଧ୍ୟ ତାଙ୍କ ବିଷୟରେ କିଛି ଆଲୋଚନା କରୁନାହାଁନ୍ତି। ଏବେ ଏସବୁ…
Read More...

୧ କୋଟି ମହିଳା ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା

ଆଜି କୋରାପୁଟ ଜିଲ୍ଲାର  ଜୟପୁର ଠାରେ ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ, କୋରାପୁଟ ଜିଲ୍ଲାରେ, ୪୫୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ୪୩୬ ଟି ପ୍ରକଳ୍ପର ଭିତ୍ତି…
Read More...

ରାସ୍ତା ପାରି ହେବା ବେଳେ ଶିଶୁପୁତ୍ରକୁ ଧକ୍କା ଦେଲା ବାଇକ୍

ରାସ୍ତା ପାରି ହେବା ବେଳେ ଶିଶୁପୁତ୍ରକୁ ଧକ୍କା ଦେଲା ବାଇକ୍। ୪ବର୍ଷର ଶିଶୁପୁତ୍ର ଉପରେ ଛାଡ଼ିଗଲା ବାଇକ୍। ପରିବାର ସହ ଚେକ୍ ଅପ୍ ପାଇଁ ଆସିଥିଲେ କ୍ଲିନିକ୍। ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାର ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ରାସ୍ତା ପାରି ହେବା ବେଳେ ହାତ ଛାଡ଼ି ଦେଇଥିଲେ ମାଆ।…
Read More...

ମୋଦିଙ୍କୁ ରାକ୍ଷୀ ବାନ୍ଧିଥିଲେ ସ୍କୁଲ ଛାତ୍ରଛାତ୍ରୀ ଏବଂ ବ୍ରହ୍ମା କୁମାରୀର ଭାଉଣୀ

ଆଜି ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ପ୍ରେମକୁ ପ୍ରତିଫଳିତ କରୁଥିବା ଏହି ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନକୁ ଆସିଥିବା ବହୁ ସଂଖ୍ୟକ…
Read More...

ଅପରେସନ ସିନ୍ଦୁରରେ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ ସ୍ପଷ୍ଟ ବାର୍ତ୍ତା…

ଅପରେସନ ସିନ୍ଦୁର ସମୟରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ବଡ ବୟାନ ଦେଇଛନ୍ତି ବାୟୁସେନା ମୁଖ୍ୟ ଅମର ପ୍ରୀତ ସିଂହ । ଭାରତୀୟ ସେନା ଛଅଟି ପାକିସ୍ତାନୀ ବିମାନକୁ ନଷ୍ଠ କରିଥିଲା । ଖସାଇ ଦିଆଯାଇଥିବା ବିମାନ ଗୁଡିକରୁ ପାଞ୍ଚଟି ପାକିସ୍ତାନୀ ଲଢୁଆ ବିମାନ ଏବଂ ଗୋଟିଏ…
Read More...

ଆହତ ହେଲେ ରିଷଭ ପନ୍ତ ଏସିଆ କପରୁ ବାଦ ପଡିଲେ…

ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଆହତ ହୋଇଥିଲେ। ଦ୍ରୁତ ବୋଲର କ୍ରିସ୍ ୱକ୍ସଙ୍କ ଏକ ବଲ୍ ତାଙ୍କ ଜୋତାରେ ବାଜିଥିଲା, ଯାହା ତାଙ୍କ ପାଦର ଆଙ୍ଗୁଠି ଭାଙ୍ଗି ଦେଇଥିଲା। ଏହା ପରେ ସେ…
Read More...

ରାଜଧାନୀରେ ଡେଲିଭରି ବୟର ଉନ୍ମତ କାଣ୍ଡ

ରାଜଧାନୀରେ ଡେଲିଭରି ବୟର ଉନ୍ମତ କାଣ୍ଡ । ଖାଦ୍ୟ ଡେଲିଭରି ଦେବା ସମୟରେ ମହିଳାଙ୍କ ସହିତ ଗଣ୍ଡଗୋଳ । ଏକ ଧାରୁଆ କଟୁରୀରେ ମହିଳାଙ୍କୁ 3 ଚୋଟ ପକାଇଲା ଅଭିଯୁକ୍ତ । ଗୁରୁତ୍ତର ଅବସ୍ଥାରେ ମହିଳାଙ୍କୁ ଘରୋଇ ହସପିଟାଲରେ ଭର୍ତି । ଆହତ ମହିଳା ବିନୋଦିନୀ ରଥ । ଘଟଣା ସ୍ଥଳରେ କମିସନରେଟ ପୋଲିସର…
Read More...

ଆରଆଇ କାର୍ଯ୍ୟାଳୟର ତାଲା ଭାଙ୍ଗି ଚୋରି ଘଟଣାରେ ଯୁବକ ଗିରଫ…

ତମାଣ୍ଡ ଆରଆଇ କାର୍ୟ୍ୟାଳୟର ତାଲା ଭାଙ୍ଗି ଚୋରି ଘଟଣାରେ ତମାଣ୍ଡ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଅନିଲ ପ୍ରଧାନ । ଘର ରେତଂଗ ମାଳି ସାହି । ସୂଚନାନୁଯାୟୀ ଗତ ମେ ମାସ ୪ ତାରିଖ ବିଳମ୍ବିତ ରାତିରେ ଅନିଲ ତମାଣ୍ଡ ଆରଆଇ ଅଫିସର ପଛ ତାଲା ଭାଙ୍ଗି ଅଫିସରେ ଥିବା…
Read More...

ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ରିକ୍ସାରେ ଟାଣି ନେବା ଅମାନବୀୟ ପ୍ରଥା…

ରିକ୍ସା ଚଳାଚଳ ଉପରେ ସୁପ୍ରିମ କୋର୍ଟଙ୍କ କଠୋର ଆଭିମୁଖ୍ୟ ଗ୍ରହଣ । ଏହାକୁ ଅମାନବୀୟ ବୋଲି କହି ତୁରନ୍ତ ଏହି ପ୍ରଥାକୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସ୍ୱାଦୀନତାର ୭୮ ବର୍ଷ ପରେ ବି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ରିକ୍ସାରେ ଟାଣି ନେବା ସମ୍ବିଧାନ ଏବଂ ମର୍ଯ୍ୟାଦାପୂର୍ଣ୍ଣ…
Read More...