ଆଳୁ ଦେହରେ ଚାପି ହୋଇ ଡ୍ରାଇଭର, ହେଲ୍ପର ଙ୍କ ମୃତ୍ୟୁ
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ଆଳୁବୋଝେଇ ଟ୍ରକ ଦୁର୍ଘଟଣା ଘଟି ଆଳୁ ଦେହରେ ଚାପି ହୋଇ ଡ୍ରାଇଭର, ହେଲ୍ପର ଙ୍କ ମୃତ୍ୟୁ । ସୂଚନା ଅନୁସାରେ କଲିକତା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଦୁର୍ଘଟଣା ଗ୍ରସ୍ତ ଏକ ଗାଡିକୁ ଏକ କଣ୍ଟେନର ବୋହି ନେଇ…
Read More...
Read More...