ସୂଚନା ଲୋକସମ୍ପର୍କ ଅଧିକାରୀ ଙ୍କୁ ଅବସର ବିଦାୟ ସମ୍ବର୍ଦ୍ଧନା ସଭା…

କପ୍ତିପଦା ଉପଖଣ୍ଡର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କୁ ୟୁନିକ୍ ପ୍ରେସ୍ କ୍ଲବ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶୁକ୍ରବାର ଅପରାହ୍ନ ୪ ଘଟିକା ସମୟରେ ଉଦଳା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସଭାଗୃହରେ ଏହି ସମ୍ବର୍ଦ୍ଧନା ସଭା…
Read More...

ବନ୍ୟା ପରିସ୍ଥିତି ମୁକାବିଲା ନେଇ ସମୀକ୍ଷା ବୈଠକରେ ଯୋଗ ଦେଲେ ମନ୍ତ୍ରୀ…

ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ବୃଦ୍ଧି ପାଉଥିବା ଜଳସ୍ତର ଓ ଧାମନଗର ସମେତ ଆଖପାଖ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ପ୍ରାଶାସନିକ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସମ୍ବେଦନଶୀଳ ନଦୀ…
Read More...

ଧାମନଗର ଏନ୍‌ଏସି ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କଲେ ମନ୍ତ୍ରୀ…

ଲଗାଣ ବର୍ଷା ଯୋଗୁଁ ଧାମନଗର ଏନ୍‌ଏସି ଅଞ୍ଚଳରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଧାମନଗର-ଫଳପୁର ରାସ୍ତା, ହବିବ୍ ନଗର ମୁଖ୍ୟ ରାସ୍ତା ଏବଂ ବ୍ଲକ୍‌କୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଥିବାରୁ ଯାତାୟାତ…
Read More...

ଆସନ୍ତା ଅଗଷ୍ଟ ୧୬ତାରିଖରେ ଅବସର ନେବେ ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆ…

ରାଜ୍ୟ ପୁଲିସ ଡିଜି  ୱାଇବି ଖୁରାନିଆ ଆସନ୍ତା ଅଗଷ୍ଟ ୧୬ତାରିଖରେ ଅବସର ନେବେ। ତାଙ୍କୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ଓ ଏନେଇ ଗୃହ ବିଭାଗ ପକ୍ଷରୁ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। 1990 ବ୍ୟାଚର ଆଇପିଏସ ଅଫିସର ୱାଇ ବି ଖୁରାନିଆ ୨୦୨୬ ମାର୍ଚ୍ଚ…
Read More...

NEET ପରୀକ୍ଷା ବିବାଦ ମଧ୍ୟରେ ଶୁଭମନଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ…

NEET ପରୀକ୍ଷା ବିବାଦ ଏବଂ ଏହା ସହିତ ଜଡିତ ଛାତ୍ରଙ୍କ ପ୍ରତିବାଦ ମଧ୍ୟରେ, ଭାରତୀୟ କ୍ରିକେଟ୍ ଦଳର ଟେଷ୍ଟ ଏବଂ ODI ଅଧିନାୟକ ଶୁଭମନ ଗିଲ୍ ପ୍ରଥମ ଥର ପାଇଁ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ଗିଲ୍ ଇନ୍ ଷ୍ଟାଗ୍ରାମ୍ ଷ୍ଟୋରୀ ମାଧ୍ୟମରେ ଦେଶର ଯୁବପିଢ଼ିଙ୍କୁ ଏକ ବାର୍ତ୍ତା ଦେଇଛନ୍ତି,…
Read More...

ସରିଲା ଜନ୍ମବେଦିରେ ଲୀଳାଖେଳା…

ସରିଲା ଜନ୍ମବେଦିରେ ଲୀଳାଖେଳା । ରାତି ପାହିଲେ ବାହୁଡ଼ା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି । ଏଥିପାଇଁ ନୀତି ନିର୍ଘଣ୍ଟ ହେବା ସହ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ, ଆଜି ନବମୀରେ ଥିଲା ଦୁର୍ଲଭ ସନ୍ଧ୍ୟାଦର୍ଶନ । ଚଳିତ ବର୍ଷ ପାଇଁ ଆଡ଼ପ ଦର୍ଶନର ଶେଷ ସୁଯୋଗ ।…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନୁହେଁ, ବରଂ…’

କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର 25 ଦିନିଆ ଅନଶନ ସମାପ୍ତ କରିବାର ସର୍ତ୍ତ ଭାବରେ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାର ପ୍ରତିଶ୍ରୁତି ପାଇଁ ତାଙ୍କର ଦାବିକୁ ପୁନର୍ବାର ଦୋହରାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଏକ ଭିଡିଓରେ ୱାଙ୍ଗଚୁକ୍…
Read More...

ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହେଲା ଥାର୍

ଭାରସାମ୍ୟ ହରାଇ ଥାର୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଗୋଟିଏ ପରିବାରର ତିନି ମୃତ ଜଣେ ଗୁରୁତର। ଚମ୍ପୁଆ ନିକଟସ୍ଥ ରଜିଆ ନିକଟରେ  ୨୦ ନମ୍ବର ଜାତୀୟ ରାଜପଥ ଉପରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୃତ ଗତିରେ ଆସୁଥିବା ଏକ ଥାର୍ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହେବାରୁ…
Read More...

ICC 2027 ମସିହାରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ସ୍ଥାନ ଚୂଡ଼ାନ୍ତ…

୨୦୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ତାରିଖ ଏବଂ ସ୍ଥାନ ନିଶ୍ଚିତ ହୋଇଛି। ଆସନ୍ତା ବର୍ଷ ଲଣ୍ଡନର ଓଭାଲରେ ଫାଇନାଲ୍ ଖେଳାଯିବ। ୨୦୨୩ ଫାଇନାଲ୍ ମଧ୍ୟ ସେହି ସ୍ଥାନରେ ଖେଳାଯାଇଥିଲା, ଯେଉଁଠାରେ ଅଷ୍ଟ୍ରେଲିଆ ଟାଇଟଲ୍ ଜିତିଥିଲା। ICC ନିଶ୍ଚିତ କରିଛି ଯେ WTC ୨୦୨୫-୨୭ ଫାଇନାଲ୍…
Read More...

କୃଷ୍ଣ ଓ ବଳରାମ ଅବତାର ହୋଇଛନ୍ତି ଠାକୁର, ଦର୍ଶନ କଲେ ଭକ୍ତ…

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ଗୁଣ୍ଡିଚାବାଡ଼ି ଠାରେ ରଥଯାତ୍ରାର  ସପ୍ତମ ଦିନରେ  ଠାକୁର କୃଷ୍ଣ   ବଳରାମ ଅବତାର ହୋଇଛନ୍ତି ଓ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି।ଅନୁକୂଳ ପାଗ ଯୋଗୁଁ ଭକ୍ତ ମାନେ ବେଶ ଖୁସିରେ ଠାକୁରଙ୍କୁ  ଦର୍ଶନ କରିବା ସହ ଠାକୁରଙ୍କ ଆଶିଷ ନେଇଛନ୍ତି।…
Read More...