ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫୪ ତମ ଜନ୍ମଦିନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚାରିଆଡୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ…
Read More...

ଓଲିଉଡ ପରେ ଏବେ ଟାର୍ଗେଟରେ ଜଲିଉଡ,ଯାଉଛି ଜଣଙ୍କ ପରେ ଜଣଙ୍କ ଜୀବନ

ଓଲିଉଡ ପରେ ଏବେ ଟାର୍ଗେଟରେ ଜଲିଉଡ । ଯାଉଛି ଜଣଙ୍କ ପରେ ଜଣଙ୍କ ଜୀବନ । ସିଙ୍ଗର ହୁ୍ୟମାନଙ୍କର ପରେ ପରେ ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ଭୁମିକାରେ ଅଭିନୟ କରୁଥିବା ଜ୍ଞାନ ରଞ୍ଜନ ସାହୁ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିସôିତ ହେଉଥିବା ବେଳେ ପ୍ରାଣ ତ୍ୟାଗ କରିଛନ୍ତି । ଗତକାଲି…
Read More...

ଯୁବକଙ୍କୁ ପୋଲିସର ଥାର୍ଡ ଡିଗ୍ରୀ…

ଉତ୍ତର ପ୍ରଦେଶର ଆଗ୍ରାର ଛତା ଥାନା ଅଞ୍ଚଳର ଜୀବନୀ ମଣ୍ଡି ପୋଲିସ ପୋଷ୍ଟରୁ ପୋଲିସ ପୋଷ୍ଟ ର ଇନଚାର୍ଜ ଏବଂ ଅନ୍ୟ କିଛି ପୋଲିସ କର୍ମଚାରୀଙ୍କ ଅମାନବୀୟ ଏବଂ ନୃଶଂସ କାର୍ୟ୍ୟ ସାମ୍ନାକୁ ଆସିଛି। ରିପୋର୍ଟ କରାଯାଉଛି ଯେ ଇନଚାର୍ଜ ଏବଂ ଅନ୍ୟ କିଛି ପୋଲିସ କର୍ମଚାରୀ ଜଣେ ଯୁବକଙ୍କୁ ଆକ୍ରମଣ…
Read More...

“ସମର୍ଥ” ଓ ସାଇଟ୍ ସେଭର୍ସ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ବିଶ୍ଵ ବ୍ରେଲି ଦିବସ ପାଳନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ଓ ସାଇଟ୍ ସେଭର୍ସ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ଜିଲ୍ଲାପରିଷଦ ସଭାଗୃହରେ ବିଶ୍ଵ ବ୍ରେଲି ଦିବସ ତଥା ବ୍ରେଲି ଲିପିର ପ୍ରତିଷ୍ଠାତା ଲୁଇସ୍ ବ୍ରେଲିଙ୍କ ୨୧୭ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ…
Read More...

ଏକ ମାସ ପରେ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଚାଲିଛି “ଧୁରନ୍ଧର”

ରଣବୀର ସିଂହଙ୍କ ଫିଲ୍ମ "ଧୁରନ୍ଧର" ପୂରା ଏକ ମାସ ପରେ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଚାଲିଛି। ରବିବାର ଫିଲ୍ମର 31ତମ ଦିନ ଥିଲା, ଏବଂ ଲୋକମାନେ ପ୍ରଶ୍ନ କରୁଥିଲେ ଯେ "ଧୁରନ୍ଧର" ଏବେ ବି ଥିଏଟରରେ ଧମାକା କରୁଛି କି, କିମ୍ବା ଏହାର ଶେଷ ଦିନଗୁଡ଼ିକରେ ଏହାର ଗତି କମିଯାଇଛି କି?…
Read More...

ଭୋଳାନାଥ ବିଦ୍ୟାପୀଠରେ ଉଦଘାଟିତ ହୋଇଛି ୧୦ ଦିନିଆ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

ଉଦଘାଟିତ ହୋଇଛି ଭୋଳାନାଥ ବିଦ୍ୟାପୀଠ ପରିସରରେ ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା। ଏହି ପୁସ୍ତକ ମେଳାକୁ ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ୧୦ ଦିନିଆ ପୁସ୍ତକ ମେଳା ବ‌ହି ପଢ଼ିବା ଅଭ୍ୟାସକୁ ପୁନର୍ବାର ଉଜ୍ଜୀବିତ କରିବ ବୋଲି…
Read More...

ଏପଟେ ମୋଦୀଙ୍କୁ ପ୍ରଶଂସା, ସେପଟେ ଭାରତକୁ ଶୁଳ୍କ ବୃଦ୍ଧି ଧମକ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଦ୍ୱାରା ରୁଷୀୟ ତୈଳ କ୍ରୟ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ ଖୋଲାଖୋଲି ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଚେତାବନୀ ଦେଇଛନ୍ତି । ହେଲେ ସେହି ସମୟରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା…
Read More...

ଅଚ୍ୟୁତାନନ୍ଦଙ୍କ ପବିତ୍ର ପଦ୍ମବନ ପୀଠରେ ପୁଷ୍ୟାଭିଷେକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ

ସାଲେପୁର (ଜ୍ୟୋସ୍ନା ରାଣୀ ସିଂହ) କଟକ ଜିଲ୍ଲା ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପବିତ୍ର ପଦ୍ମବନ ପୀଠରେ ପୁଷ୍ୟାଭିଷେକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଅଛି।ଏଥି ପାଇଁ ଅଚ୍ୟୁତାନନ୍ଦ ଙ୍କ ପବିତ୍ର ପଦ୍ମବନ ପୀଠ ଚଳଚଂଚଳ ।ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ  ନୀତିକାନ୍ତି ଭଳି…
Read More...

ଜଳ ନିକାଶ ପ୍ରତିଷ୍ଠାନରେ ପ୍ରାଚୀର ପତ୍ର “ଅଳକା”ର ଶୁଭ ଉନ୍ମୋଚନ…

କଟକ, ଗଣ୍ଡରପୁର ସ୍ଥିତ ଜଳ ନିକାଶ ପ୍ରତିଷ୍ଠାନରେ ପ୍ରାଚୀର ପତ୍ର "ଅଳକା"ର ଶୁଭ ଉନ୍ମୋଚନ ହୋଇ ଯାଇଛି । ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ ଅବିନାଶ ରାଉଳ ଆନୁଷ୍ଠାନିକ ଭାବେ ଏହି ପ୍ରାଚୀରପତ୍ରକୁ ଉନ୍ମୋଚନକରି ଲୋକାର୍ପଣ କରିଥିଲେ । ଏହି ପ୍ରାଚୀର ପତ୍ରରେ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତି…
Read More...

ହଜରତ୍ ସୟଦ୍ ଆହେମ୍ମଦ୍ ସହିଦ୍ ରହେମ୍ ତୁଲା ଆଲେହେ ପୀର ବାବାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ପ୍ରଶାନ୍ତ କୁମାର ପାଣି, (ଚାନ୍ଦବାଲି ) ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ବାଲିଗାଁ ଆହେମ୍ମଦ୍ ନଗର ଠାରେ ହଜରତ୍ ସୟଦ୍ ଆହେମ୍ମଦ୍ ସହିଦ୍ ରହେମ୍ ତୁଲା ଆଲେହେ ପୀର ବାବାଙ୍କ ୮୫ ତମ ବାର୍ଷିକ ଉର୍ଷ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରବଳ ଶୀତ ସତ୍ୱେ ହଜାର ହଜାର…
Read More...