ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍‌ସେବା…

ନିଟ୍‌ ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍‌ସେବା ପ୍ରଦାନ କରାଯିବ । ଆସନ୍ତା ରବିବାର ଅର୍ଥାତ ଜୁନ ୨୧ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ୍‌ (ମାଷ୍ଟରକ୍ୟାଣ୍ଟିନ୍‌), ବରମୁଣ୍ଡା…
Read More...

ତିଖିରିରେ ସାମାଜିକ ଅଡିଟ୍ ନିଷ୍ପତ୍ତିକୁ ସ୍ୱାଗତ, ତେବେ ସମସ୍ତ ଜିପିରେ କାହିଁକି ନୁହେଁ? ପ୍ରଶ୍ନ ଉଠାଇଲେ ପ୍ରଦୀପ…

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ଗ୍ରାମପଞ୍ଚାୟତରେ ସାମାଜିକ ଅଡିଟ୍ କରିବାକୁ ପଞ୍ଚାୟତିରାଜ ବିଭାଗର ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏହି ପଦକ୍ଷେପକୁ ପୂର୍ବତନ ମୁଖ୍ୟ ସଚିବ ଓ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ସ୍ୱାଗତ କରିଥିବାବେଳେ ସାମାଜିକ…
Read More...

ମହାକାଳପଡାର ସଚେତନ ନାଗରିକଙ୍କ ସାମ୍ବାଦିକ ସମ୍ମିଳନୀ…

ମହାକାଳପଡାରେଯେଉଁ ଘଟଣା ଘଟିଛି ତାହା ଆପଣ ମାନେ ଜାଣନ୍ତି। ଆମ ଭଉଣୀ ଚାମେଲି ପ୍ରତି ଯାହା ଘଟିଛି ସେଥିପାଇଁ ଆମେ ଦୁଃଖିତ। ଆଇନଠାରୁ କେହି ଉର୍ଦ୍ଧ୍ବରେ ନୁହନ୍ତି। ଯିଏ ଦୋଷ ତ୍ରୁଟି କରିଛି ସେ ଦଣ୍ଡିତ ହେବା ଦରକାର। ଆଇନ ତା ବାଟରେ ଯିବା ଦରକାର। ପୂର୍ବତନ ମନ୍ତ୍ରୀ ତଥା ୨୦୨୪ ନିର୍ବାଚନରେ…
Read More...

ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ…

ଓଡ଼ିଶାର ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର।  ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ। ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ। ଡିଜିଟାଲ ଭାରତ ନିଧି ୪ଜି…
Read More...

ଏଲପିଜିରୁ ପିଏନଜିକୁ ସ୍ଥାନାନ୍ତର ପାଇଁ ରାଜ୍ୟବ୍ୟାପୀ ଅଭିଯାନ…

ଏଲପିଜିରୁ ପିଏନଜିକୁ ସ୍ଥାନାନ୍ତର ପାଇଁ ରାଜ୍ୟବ୍ୟାପୀ ଅଭିଯାନ।  ସହରାଞ୍ଚଳ ପ୍ରଶାସନକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ। ହର୍ମୁଜ୍ ସଙ୍କଟ ପରେ ବିକଳ୍ପ ଇନ୍ଧନ ଉପରେ ଫୋକସ୍। ଓଡ଼ିଶାରେ ପିଏନଜି ଅଭିଯାନ ତ୍ୱରାନ୍ୱିତ। ରାଜ୍ୟରେ ପିଙ୍ଗ ବ୍ୟବହାରକୁ ବ୍ୟାପକ କରିବା ଏବଂ ଯୋଗ୍ୟ ଏଲପିଜି…
Read More...

ଗ୍ରାମୀଣ’ ଯୋଜନାକୁ ସରକାରୀ ମୋହର; ଗ୍ରାମାଞ୍ଚଳରେ ୧୨୦ ଦିନର ରୋଜଗାର ଗ୍ୟାରେଣ୍ଟି…

ଗ୍ରାମୀଣ’ ଯୋଜନାକୁ ସରକାରୀ ମୋହର; ଗ୍ରାମାଞ୍ଚଳରେ ୧୨୦ ଦିନର ରୋଜଗାର ଗ୍ୟାରେଣ୍ଟି। ପ୍ରକାଶ ପାଇଲା ବିଜ୍ଞପ୍ତି; ଓଡ଼ିଶାରେ ଲାଗୁ ହେଲା ଭିବି- ଜୀ ରାମ ଜୀ। ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳରେ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାର…
Read More...

ଫିଫା ବିଶ୍ୱକପ୍ 2026 ର ପ୍ରଥମ ମ୍ୟାଚ୍ ରେ ଇତିହାସ ରଚିଲେ ମେସି…

ଫିଫା ବିଶ୍ୱକପ୍ 2026 ର ପ୍ରଥମ ମ୍ୟାଚ୍ ରେ ମେସି ଇତିହାସ ରଚିଥିଲେ। ସେ ବିଶ୍ୱକପ୍ ଇତିହାସରେ ତାଙ୍କର ପ୍ରଥମ ହ୍ୟାଟ୍ରିକ୍ କରିଥିଲେ। ସେ ଆଲଜେରିଆ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ। ଏହି ହ୍ୟାଟ୍ରିକ୍ ସହିତ, ମେସି ଫିଫା ବିଶ୍ୱକପ୍ ରେ ସର୍ବାଧିକ ଗୋଲ ଦେବାର ବିଶ୍ୱ ରେକର୍ଡର ସମକକ୍ଷ…
Read More...

କେଜରିୱାଲ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିବେଦନ କରିଛନ୍ତି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (ଜୁନ୍ ୧୭) ଭାରତୀୟ ସମୟ ସନ୍ଧ୍ୟା ୫:୩୦ ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଉଭୟ ନେତା G-7 ଶିଖର ସମ୍ମିଳନୀ ପାଇଁ ଫ୍ରାନ୍ସର ଇଭିଆନ୍ ସହରରେ ଅଛନ୍ତି। ଏହି ସମୟରେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...

ଗୋରୁ ବୋଝେଇ ପିକଅପ ଜବତ ଦୁଇ ଅଭିଯୁକ୍ତ ଗିରଫ…

ଗୋରୁ ବୋଝେଇ ପିକଅପ ଜବତ ଦୁଇ ଅଭିଯୁକ୍ତ ଗିରଫ | ଆଜି ମଧ୍ୟାହ୍ନରେ ମୋହନା ଥାନା ଅଧିକାରୀ ଓମ ନାରାୟଣ ପାତ୍ର ସ୍ଥାନୀୟ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧୀନ ଗୌଡ଼ ଗୋଠ ଗାଁରୁ ମୋହନାର ସାପ୍ତାହିକ ଗୋରୁ ହାଟକୁ ୧୦ଟି ଗୋରୁ ଓ ଗୋଟିଏ ଗାଈ ଏକ…
Read More...

ବେଦାନ୍ତ ପାଉଁଶ ବୋଝଇ ହାଇୱା  ଧକ୍କାରେ ବାଇକ ଆରୋହୀ ମୃତ…

ଲାଞ୍ଜିଗଡ (ସୁଶାନ୍ତ ମାଝୀ) ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ବେଦାନ୍ତ ପାଉଁଶ ବୋଝଇ ହାଇୱା  ଧକ୍କାରେ ବାଇକ ଆରୋହୀ ମୃତ । ମୃତ ଜଣକ ହେଲେ ନର୍ଲା ଥାନା ଅନ୍ତର୍ଗତ ପାଣିମୁଣ୍ଡା ଗାଁର ଶମ୍ଭୁ ଗୌଡ଼ (୨୫) ବୋଲି ଜଣା ପଡିଛି । ସୂଚନାନୁସାରେ ବେଦାନ୍ତ…
Read More...