ବିରୋଧୀ ସହଯୋଗୀ INDIAର ସଂଯୋଜକ ହୋଇପାରନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ବିରୋଧୀ ଦଳ 'ଇଣ୍ଡିଆ'ର ସଂଯୋଜକ କରାଯାଇପାରନ୍ତି। ମଙ୍ଗଳବାର (ଅଗଷ୍ଟ ୨୯) ରେ ମିଳିତ ସୂତ୍ର ଏହି ସୂଚନା ଦେଇଛି। ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବୈଠକରେ 'ଭାରତ' ମିଳିତ ମଞ୍ଚର ସଂଯୋଜକ ଭାବରେ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ଘୋଷଣା…
Read More...

ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି ନେଇ ବନ୍ତଳାଠାରେ ରାସ୍ତା ଅବରୋଧ

ଧରଣୀଧର ବେହେରା/ଅନୁଗୋଳ : ଆଜି ମଙ୍ଗଳବାର ସକାଳ ସମୟରେ ବନ୍ତଳା ରେଞ୍ଜ୍ ତଳଗଡ଼ ପଞ୍ଚାୟତ ନୂଆଁଭୂଇଁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ସୂଚନା ଯେ, ବନ୍ତଳା ଅଞ୍ଚଳରେ ହାତୀ ଆକ୍ରମଣରେ ବହୁ ନୀରିହ ଜୀବନ ଯାଉଥିବା ବେଳେ ବହୁ କ୍ଷତି କ୍ଷତି ହେଉଥିବାରୁ…
Read More...

ଜେଏସଡବ୍ଲୁ ଅଞ୍ଚଳ ଗୋବିନ୍ଦପୁରରେ ହରିଣ ମୃତ୍ୟୁକୁ ନେଇ ଚର୍ଚ୍ଚା

ପାରାଦୀପ /ପ୍ରଶାନ୍ତ କୁମାର ସ୍ଵାଇଁ: ପ୍ରସ୍ତାବିତ ଜେଏସଡବ୍ଲୁ ଅଞ୍ଚଳ ଗୋବିନ୍ଦପୁରରେ ହରିଣ ମୃତ୍ୟୁକୁ ନେଇ ଚର୍ଚ୍ଚା । ଆଜି ଭୋର ସକାଳ ସମୟରୁ କମ୍ପାନିର ସିକ୍ୟୁରିଟି ଓ କିଛି ଲୋକ ମୃତ ହରିଣକୁ ଏକ ଟ୍ରାକଟର ସାହାଯ୍ୟରେ ନେଇଯାଇଥିବା ବେଳେ କେହି ଜଣେ ପଛପଟୁ ଏହାର ଭିଡ଼ିଓ କରିଥିବା…
Read More...

ମଣିପୁର ହିଂସା ପରେ ଆଜି ରାଜ୍ୟର ପ୍ରଥମ ବିଧାନସଭା ଅଧିବେଶନ;ବହିଷ୍କାର କଲେ କୁକି ବିଧାୟକ

ମଣିପୁର: ମଣିପୁର ହିଂସା ପରେ ପ୍ରଥମ ଥର ପାଇଁ ରାଜ୍ୟସଭା ଅଧିବେଶନ ଆରମ୍ଭ ହେଉଛି। ଏହାପୂର୍ବରୁ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ବିଧାନସଭାର ବଜେଟ୍ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମଣିପୁର ବିଧାନସଭା ବାଚସ୍ପତି ଥୋକୋମ ସତ୍ୟବ୍ରତ ସିଂ କହିଛନ୍ତି ଯେ ଏକ ଦିନିଆ ବିଧାନସଭା ଅଧିବେଶନରେ ରାଜ୍ୟର…
Read More...

ବରେଇପାଲିରୁ ଉଚ୍ଛେଦ ହୋଇଥିବା ଦୋକାନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବରେଇପାଲି ଛକ ଅଞ୍ଚଳରେ ଉଚ୍ଛେଦ ହୋଇଥିବା ଦୋକାନୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେପି ଜିଲ୍ଲା ସଭାପତି ଗିରିସ ପଟେଲ ଙ୍କ ନେତୃତ୍ବରେ ବିଜେପିର ପ୍ରତିନିଧି ଦଳ ମଧ୍ୟ ଦୋକାନୀଙ୍କ ଦାବିପତ୍ର ଦେବା ସମୟରେ…
Read More...

ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା;କାରର ସିକ୍ରେଟ ଚାମ୍ବରରୁ ଗଞ୍ଜେଇ ଜବତ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ଅବକାରୀ ଗୁଇନ୍ଦା ଅବକାରୀ କାର୍ୟ୍ୟାଳୟକୁ ପୁଣି ମିଳିଲା ବଡ଼ ସଫଳତା । ଅତି ଚତୁରତାର ସହିତ କାର ଭିତରେ ସିକ୍ରେଟ ଚାମ୍ବର କରି ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ନେବା ସମୟରେ ସମ୍ବଲପୁର ଗୁଇନ୍ଦା ଅବକାରୀ କାର୍ୟ୍ୟାଳୟର ଏକ ସ୍ୱତନ୍ତ୍ର ଟିମ୍ ସମ୍ବଲପୁର…
Read More...

ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ହୋଇଥିବା ଏନକ୍ରୋଚମେଣ୍ଟ କାର୍ଯ୍ୟ ଶେଷ; ମାମଲା ବନ୍ଦ କଲା ସୁପ୍ରିମକୋର୍ଟ

ମଥୁରା: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ନିକଟ ରେଳ ଜମିରୁ ଉଚ୍ଛେଦ ହଟାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ରେଳବାଇ ଉଚ୍ଛେଦ ବିରୋଧୀ ଅଭିଯାନର ସମାପ୍ତି ସମ୍ପର୍କରେ ସୂଚନା ଦେଇଛି। ଏଭଳି ପରିସ୍ଥିତିରେ ଏଠାରେ ଶୁଣିବାକୁ କୌଣସି ଆବଶ୍ୟକତା ନାହିଁ । ଅନ୍ୟ କୌଣସି…
Read More...

ନୀରଜ ଚୋପ୍ରାଙ୍କ ସହ ତ୍ରିରଙ୍ଗା ପତାକା ତଳେ ନଜର ଆସିଲେ ପାକିସ୍ତାନର ଅର୍ଶଦ ନଦୀମ

ବୁରୋ ରିପୋର୍ଟ: ନୀରଜ ଚୋପ୍ରାଙ୍କ ସହ ତ୍ରିରଙ୍ଗା ପତାକା ତଳେ ନଜର ଆସିଲେ ପାକିସ୍ତାନର ଅର୍ଶଦ ନଦୀମ ବୁରୋ ରିପୋର୍ଟ: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ…
Read More...

ଶ୍ରୀଲଙ୍କାର ଭେଟେରାନ କ୍ରିକେଟର ଲସିଥ ମାଲିଙ୍ଗାଙ୍କ ନାମରେ ରହିଛି ଅନେକ ମଜାଦାର ରେକର୍ଡ; ମାଲିଙ୍ଗାଙ୍କ ଜନ୍ମଦିନରେ…

ବୁରୋ ରିପୋର୍ଟ:ଶ୍ରୀଲଙ୍କାର ଭେଟେରାନ କ୍ରିକେଟର ଲାସିଥ ମାଲିଙ୍ଗାଙ୍କ ଘାତକ ବୋଲିଂ ସହ ଅନ୍ତର୍ଜାତୀୟ କ୍ରିକେଟରେ ବିପକ୍ଷ ଦଳକୁ ଅନେକ ଥର ପରାସ୍ତ କରିଛନ୍ତି। ମାଲିଙ୍ଗାଙ୍କ ୟର୍କର ବଲ୍ ବିଶ୍ୱରେ ପ୍ରସିଦ୍ଧ। ସେ ଆଇସିସି ଟୁର୍ନାମେଣ୍ଟର ବଡ ମ୍ୟାଚ୍ ରେ ଶ୍ରୀଲଙ୍କା ପାଇଁ ମ୍ୟାଚ୍ ଜିତିବା…
Read More...

ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ ଦୁଇ ଠିକାଦାରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହା ସହିତ ତାଙ୍କଠାରୁ ପାୱାର ଅଫ୍ ଅଟର୍ଣ୍ଣି ପାଇଥିବା ଦୀପକ କୁମାର ଅଗ୍ରୱାଲଙ୍କୁ ବାନ୍ଧିଛି ଭିଜିଲାନ୍ସ । ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ…
Read More...