ଅଚ୍ୟୁତଙ୍କ ପାଇଁ ମିଳିଲା ନୂଆ ଜୀବନ

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ: କଥାରେ ଅଛି ରଖେ ହରି ତ ମାରେ କିଏ । ଯଦି ତାଙ୍କ କୃପା ଦୃଷ୍ଟି କାହା ଉପରେ ପଡିଥାଏ ସେ ମୃତ୍ୟୁର ଜୁଇରୁ ମଧ୍ୟ ଉଠି ଠିଆ ହୁଏ । ସେମିତି ଏକ ଘଟଣା ସତରେ ଆଶ୍ଚର୍ଯ୍ୟ ନିଶ୍ଚୟ । ଏଭଳି ଅନୁଭୁତି ବାଣ୍ଟିଛନ୍ତି ଛାତ୍ର ରାଜଶେଖର ଲାହା । ଗୁରୁ ସାକ୍ଷାତ୍ ପରଂ…
Read More...

ଜଳେଶ୍ୱର ମିରିଗିମୁଣ୍ତି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ପାଞ୍ଚ ଗୁରୁତର

ଜଳେଶ୍ୱର/ଅଜିତ କୁମାର ସାହୁ ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ତି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫ ଜଣ ଗୁରୁତର । ସୁଚନା ମୂତାବକ ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳ ରୁ ରୋଗୀ ନେଇ ୧୦୮ ଆମ୍ବୁଲାନ୍ସଟି ବାଲେଶ୍ବର…
Read More...

ପୋଲିସ ବିଭାଗକୁ ୧୯୦ ଗାଡ଼ି; ରାଜ୍ୟର ବିଭିନ୍ନ ଥାନାକୁ ଯିବ ଏହି ଗାଡି

ଭୁବନେଶ୍ୱର: ପୋଲିସ ବିଭାଗକୁ ମିଳିବ ୧୯୦ ପୋଲିସ ଭେଇକିଲ । ଯାହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ପୋଲିସ ଗାଡି ଗୁଡିକୁ ପତାକା ଦେଖାଇ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 7nth ବାଟାଲିୟନରୁ ରାଜ୍ୟର ବିଭିନ୍ନ ଥାନାକୁ ଏହି ଗାଡି ଗୁଡିକ ପଠାଯିବ । ରାଜ୍ୟର ଥାନା…
Read More...

ଆଜି ଏସିଆ କପରେ ଭାରତ-ପାକ୍ ଲଢ଼େଇ

ଭୁବନେଶ୍ୱର:ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମଧ୍ୟରେ ଆଜି ଏସିଆ କପରେ ମୁକାବିଲା ହେବ। ଦୁଇ ଦେଶର ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଏହାକୁ ‘ରୟାଲ ବ୍ୟାଟଲ୍’ର ନାମ ଦେଇସାରିଲେଣି। ଭାରତ-ପାକିସ୍ତାନ ମଧ୍ୟରେ ଯେକୌଣସି ମ୍ୟାଚ୍ ସବୁଠୁ ବଡ଼ ଲଢେଇ ଭାବେ ବିବେଚନା କରାଯାଏ। ତେଣୁ ଏହି ମ୍ୟାଚ୍…
Read More...

ଭାରତ-ପାକିସ୍ତାନ ମ୍ୟାଚରେ ବାଧା ସାଜିପାରେ ବର୍ଷା

ମୁମ୍ବାଇ: ଆଜି ଭାରତ ଏବଂ ପାକିସ୍ତାନର ଦଳ ଏକାଠି ଅଭ୍ୟାସ କରିବେ। ଉଭୟ ଭାରତ ଏବଂ ପାକିସ୍ତାନ ଏକାଠି ଅଭ୍ୟାସ କରିବେ କାରଣ ଉଭୟ ଦଳ ବର୍ଷାଜଳ ତଳେ ସମୟ ଅତିବାହିତ କରିବା ଏବଂ ପରିସ୍ଥିତିରେ ଅଭ୍ୟସ୍ତ ହେବା ଆବଶ୍ୟକ। ଶ୍ରୀଲଙ୍କାରେ ଏସିଆ କପ୍ ୨୦୨୩ ରେ ଉଭୟ ଦଳର ଏହା ପ୍ରଥମ ମ୍ୟାଚ୍ ହେବ।…
Read More...

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କ ସାମ୍ବାଦିକ ସମ୍ମିଳନୀ

ମୁମ୍ବାଇ: ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ଭାରତୀୟ ଅଧିନାୟକ ଅନେକ ପ୍ରଶ୍ନ ଉପରେ ନିଜର ମତ ରଖିଥିଲେ। ତାଙ୍କ ବ୍ୟାଟିଂ ବ୍ୟତୀତ ରୋହିତ ଶର୍ମା ପାକିସ୍ତାନର ଦ୍ରୁତ ବୋଲରଙ୍କ ଉପରେ ପ୍ରତିକ୍ରିୟା…
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ‘ ଅବୈଧ ବିବାହରୁ ଜନ୍ମିତ ଶିଶୁ ମଧ୍ୟ ପିତାମାତାଙ୍କ ପୈତୃକ…

ନୂଆଦିଲ୍ଲୀ: ଏକ ଅବୈଧ ବିବାହରୁ ଜନ୍ମ ହୋଇଥିବା ଶିଶୁ ମଧ୍ୟ ତାଙ୍କ ପିତା କିମ୍ବା ମାତାଙ୍କର ପୈତୃକ ସମ୍ପତ୍ତି ଉପରେ ଅଧିକାର ପାଇବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇନ ଏପରି ଶିଶୁକୁ ବେଆଇନ ବୋଲି ବିଚାର କରେ ନାହିଁ। ତେଣୁ ମିଳିତ ହିନ୍ଦୁ ପରିବାରରେ ତାଙ୍କ ପିତା କିମ୍ବା ମାତାଙ୍କ ଅଂଶକୁ…
Read More...

ସଇନ୍ତଳାଠାରେ କଂଗ୍ରେସ ସକ୍ରିୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଟିଟିଲାଗଡ/ପ୍ରଶାନ୍ତ କୁମାର ମେହେର: ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସଇନ୍ତଳାଠାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ତତ୍ତ୍ଵାବଧାନରେ ଓ ବ୍ଳକ ଉପାଧ୍ୟକ୍ଷ ଗୁଣସାଗର ମାଝୀଙ୍କ ସଭାପତିତ୍ବ ରେ ମାଁ ଚଣ୍ଡି ମନ୍ଦିର ରାଳି କରି ଏକ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସକ୍ରିୟ…
Read More...

ଶେଷ ହେଲା ଚଳିତ ବର୍ଷର ଅମରନାଥ ଯାତ୍ରା

ବ୍ୟୁରେ ରିପୋର୍ଟ: ଦକ୍ଷିଣ କାଶ୍ମୀର ହିମାଳୟରେ ଅବସ୍ଥିତ ଗୁମ୍ଫା ମନ୍ଦିରରେ ପବିତ୍ର ବାଡି ପୂଜା ସହିତ ବାବା ଅମରନାଥ ଯାତ୍ରା ଗୁରୁବାର ଦିନ ଶେଷ ହୋଇଛି। ପ୍ରାୟ ୬୨ ଦିନ ଧରି ଚାଲିଥିବା ଅମରନାଥ ଯାତ୍ରା ସମୟରେ, ଚଳିତ ବର୍ଷ ୪.୪୦ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫା ମନ୍ଦିରରେ…
Read More...

ଆଦିତ୍ୟ-L1 ଲଞ୍ଚପାଇଁ କାଉଣ୍ଟଡାଉନ୍ ଆରମ୍ଭ; ଭେଙ୍କଟେଶ୍ୱର ମନ୍ଦିର ପହଞ୍ଚିଲେ ISRO ବୈଜ୍ଞାନିକ

ନୂଆଦିଲ୍ଲୀ: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ L1 ପାଇଁ ଗଣନା ଆରମ୍ଭ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ ISRO ଶୁକ୍ରବାର ଏହି ସୂଚନା ଦେଇଛି। ଏହାପୂର୍ବରୁ, ISRO ବୈଜ୍ଞାନିକମାନଙ୍କର ଏକ ଟିମ୍ ଆଦିତ୍ୟ- L1 ମିଶନର ମିନି ମଡେଲ୍ ସହିତ ତିରୁମାଲା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ…
Read More...