ଦୁଇ ଦିନରେ ୨୭୦୦ରୁ ଅଧିକ ଟଙ୍କା ହ୍ରାସ ଘଟିଛି ସୁନା ମୂଲ୍ୟ
ନୂଆଦିଲ୍ଲୀ : ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ୁଥବା ସୁନା ଦରରେ ଲାଗିଛି ବ୍ରେକ୍। ପୂର୍ବରୁ ୧୦ ଗ୍ରାମ ପିଛା ଏକ ଲକ୍ଷ ଟଙ୍କା ଟପିବାର ସମ୍ଭାବନା ଦେଖାଦେଇଥିବା ସୁନା ମୂଲ୍ୟରେ ହଠାତ୍ ହୋଇଛି ହ୍ରାସ। ଘରୋଇ ବଜାରରେ ମାତ୍ର ଦୁଇ ଦିନରେ ସୁନା ମୂଲ୍ୟ ୨୭୦୦ ଟଙ୍କାରୁ ଅଧିକ ହ୍ରାସ…
Read More...
Read More...