IED ବିସ୍ଫୋରଣରେ ଜଣେ ଯବାନ ସହିଦ, ଅନ୍ୟ ଜଣେ ଗୁରୁତର

ଝାଡଖଣ୍ଡ: IED ବିସ୍ଫୋରଣରେ ଯବାନ ସହିଦ । ଏହି ଅଭାବନୀୟ ଘଟଣା ଘଟିଛି ଜରାଇକେଲା ଥାନା ରାଧାପୋରା ଅଞ୍ଚଳରେ । ଏଥିରେ ଜଣେ କନେଷ୍ଟବଳ ସହିଦ ହୋଇଥିବା ବେଳେ ଜଣେ ସିଆରପିଏଫ ଯବାନ ଗୁରୁତର ହୋଇଥିବା କୁହାଯାଉଛି  । ତେବେ ସହିଦ ହୋଇଥିବା ଯବାନ ଜଣଙ୍କ ଝାଡଖଣ୍ଡ ଜାଗୁଆର ଅଞ୍ଚଳର ବୋଲି ସୂଚନା…
Read More...

ରାଜସ୍ଥାନ ରୟାଲ୍ସକୁ ୯ ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ

ଜୟପୁର :  ରାଜସ୍ଥାନ ରୟାଲ୍ସକୁ ୯ ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ରାଜସ୍ଥାନ ଦଳ ତାର ଘରୋଇ ଗ୍ରାଉଣ୍ଡ ଅର୍ଥାତ୍ ସୱାଇ ମାନସିଂହ ଷ୍ଟାଡିୟମରେ ଏକ ଶୋଚନୀୟ ପରାଜୟ ବରଣ କରିଛି। ଆଜି ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୪ ୱିକେଟରେ ୧୭୩ ରନ୍ ସ୍କୋର…
Read More...

ବାଣ କାରଖାନାରେ ବିସ୍ଫୋରଣ : ୫ମୃତ, ୭ ଗୁରୁତର

ନୂଆଦିଲ୍ଲୀ : ବାଣ କାରଖାନାରେ ବିସ୍ଫୋରଣ ଘଟି ୫ମୃତ । ଏଭଳି ଘଟଣା ଘଟିଛି  ଆନ୍ଧ୍ରପ୍ରଦେଶର ଆନାକାପାଲ୍ଲେ ଜିଲ୍ଲାରେ । ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ , କାରଖାନା ପରିସରର ଏକ ସ୍ଥାନରେ ପ୍ରଥମେ କୌଣସି କାରଣରୁ ନିଆଁ ଲାଗି ବାଣ…
Read More...

ପୁଣି ଥରେ  ଭୟଙ୍କର ପରିସ୍ଥିତିରେ  ରୁଷ- ୟୁକ୍ରେନ ଯୁଦ୍ଧ

ନୂଆଦିଲ୍ଲୀ: ରୁଷ- ୟୁକ୍ରେନ ଯୁଦ୍ଧ ପୁଣି ଥରେ ଭୟଙ୍କର ପରିସ୍ଥିତିରେ  । ଆଜି ରୁଷ ଏବଂ ୟୁକ୍ରେନର ସୁମୀରେ ବାଲିଷ୍ଟିକ ମିସାଇଲ ମାଡ କରିଛି ।  ଯାହାଫଳରେ ୨୧ ଜଣଙ୍କ ପ୍ରାଣହାନି ଘଟିଛି। ଏହି  ଆକ୍ରମଣରେ ଅନ୍ୟ ୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି…
Read More...

ହନୁମାନ ଜୟନ୍ତୀ ପାଇଁ ସମସ୍ତ ବ୍ୟବସ୍ଥା କରାଜାଇଛି : ଏଡିଜି

ଭୁବନେଶ୍ୱର :  ଆସନ୍ତା କାଲି ହନୁମାନ ଜୟନ୍ତୀ । ଏହି ଅବସରରେ ଆଇନ ଶୃଙ୍ଖଳାକୁ କଡକଡି କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏଡିଜି  ।  ସେ କହିଛନ୍ତି  ପଶ୍ଚିମ, ପୂର୍ବ ଓ ଉତ୍ତର ଓଡିଶାରେ ଏହି ପର୍ବ ପାଳନ କରାଯାଏ ।  9 ଟି ଜିଲ୍ଲା ପାଇଁ ସମସ୍ତ ବ୍ୟବସ୍ଥା…
Read More...

ହିମାଚଳ ପ୍ରଦେଶରେ ମଣ୍ଡିରେ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ମଣ୍ଡିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ  ତୀବ୍ରତା ୩.୪ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଜୟଦେବୀ ନିକଟରେ ୫ କିଲୋମିଟର ଗଭୀରତାର ଥିବା କୁହାଯାଉଛି । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକମାନେ ଭୟଭୀତ ହୋଇ ଘରୁ…
Read More...

୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୫ ହଜାର ୬୭୦ ଟଙ୍କା

ଭୁବନେଶ୍ୱର: ଚାଲିଛି ବାହାଘର ଋତୁ । ଆଉ ସେପରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଯାହାକି ଗ୍ରାହକ ମାନଙ୍କୁ ଅତିଷ୍ଠ କରିଛି । ତେବେ ଅସନ୍ତୁ ଜାଣିବା ଆଜି ବଜାରରେ କେତେ ରହିଛି ସୁନା ଦର । ତେବେ  ରାଜଧାନୀ ଭୁବନେଶ୍ବରରେ  ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୫ ହଜାର ୬୭୦ ଟଙ୍କା…
Read More...

ତାଜିକିସ୍ତାନରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

ମିଆଁମାର ପରେ ଭୂକମ୍ପରେ ଥରିଛି ତାଜିକିସ୍ତାନ । ରବିବାର ତାଜିକିସ୍ତାନରେ ଗୋଟିଏ ଘଣ୍ଟା ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ ହୋଇଛି । ଭୃଗର୍ଭ ଠାରୁ ୧୬ କିଲୋମିଟର ଭିତରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଭୂମିକମ୍ପ ଝଟକାରେ ଥରିଲା…
Read More...

ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ-ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢେଇ

ରାଜସ୍ଥାନ  : ଆଜି ରାଜସ୍ଥାନ ରୟାଲ୍ସ ଘରୋଇ ଗ୍ରାଉଣ୍ଡ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ । ଉଭୟ ଦଳ ଇତି ମଧ୍ୟରେ ୫ଟି ଲେଖାଏଁ ମ୍ୟାଚ୍‌ ଖେଳି ସାରିଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ୩ଟି ଓ ରାଜସ୍ଥାନ ରୟାଲ୍ସ ୨ଟି ମ୍ୟାଚ୍‌ ଜିତି ଯଥାକ୍ରମେ ୬ ଓ ୪ ପଏଣ୍ଟ ଅର୍ଜନ କରିଛନ୍ତି…
Read More...

ଓଡିଆ ନୂଆବର୍ଷ କ୍ୟାଲେଣ୍ଡର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ପୁରୀ :ଓଡିଆ ନବବର୍ଷ ଅବସରରେ ପ୍ରକାଶ ପାଇଛି ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା କ୍ୟାଲେଣ୍ଡର । ପୂର୍ବରୁ ଏହି କ୍ୟାଲେଣ୍ଡର ମୁଦ୍ରଣ ପରେ ଦେବାର୍ପଣ ହୋଇଥିବା ବେଳେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଏହା ଲୋକାର୍ପିତ ହୋଇଅଛି…
Read More...