ପଶ୍ଚିମବଙ୍ଗରେ ପୁଣି ହିଂସା : ପୋଲିସ ଗାଡି ଜାଳିଦେଲେ ଲୋକେ

କୋଲକାତା: ପଶ୍ଚିମବଙ୍ଗରେ ୱକଫ୍ ବିରୋଧୀ ହିଂସାର ନିଆଁ ଧିରେ ଧିରେ ତେଜିବାରେ ଲାଗିଛି । ଶନିବାରଠାରୁ ଆରମ୍ଭ ହୋଇଥିବା ହିଂସା ଏ ପର୍ଯ୍ୟନ୍ତ ଥମିବାର ନାଁ ଧରୁ ନାହିଁ । ମୁର୍ଶିଦାବାଦ, ମାଲଦା, ପରେ ଏବେ ଦାର୍ଜିଲିଂରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ସେପଟେ ଦକ୍ଷିଣ ୨୪ ପରଗନାରେ ପୋଲିସ…
Read More...

ପୁଣି ଭୂକମ୍ପରେ ଥରିଲା ମିଆଁମାର  :୪.୧ ତୀବ୍ରତା ରେକର୍ଡ

ନୂଆଦିଲ୍ଲୀ: ଅଣ୍ଟା ସଳଖି ନଥିବା ବେଳେ ମିଆଁମାର ବିପତିର କରୁଛି ସାମ୍ନା । ପ୍ରକୃତି ରଚୁଛି ତାଣ୍ଡବ । ଭୂକମ୍ପ ଝଟକାରେ ପୁଣି ଥରହର ହେଲା ମିଆଁମାର ସହର ।  ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ଜାରି  ହୋଇଛି ବିବୃତି  ।  କୁହାଯାଇଛି ଯେ ମିଆଁମାରରେ ସୋମବାର ୪.୫ ତୀବ୍ରତାର…
Read More...

ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରାୟ ୧୫୦ ଟଙ୍କା ହ୍ରାସ ପାଇଛି ସୁନା ଦର

ଭୁବନେଶ୍ବର: ଚିନ୍ତା ବଢାଇଛି ସୁନା ଦର । ଲକ୍ଷେ ମୁହାଁ ମାଡିଛି । ସୁନା ଦର ଗତ କିଛି ଦିନ ମଧ୍ୟ ପାଖାପାଖି ୬୦୦୦ ଭଳି ବୃଦ୍ଧି ହୋଇଥିବା ବେଳେ ୯୫ ହଜାର ଡେଇଁଛି । ହେଲେ ଆଜି ଟିକିଏ କମିଛି ସୁନା ଦର । ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ସୁନା ଦର ପ୍ରାୟ ୧୫୦ ଟଙ୍କା ହ୍ରାସ…
Read More...

ସନରାଇଜର୍ସ ହାଇଦ୍ରାବାଦର ରହୁଥିବା ୫-ତାରକା ହୋଟେଲରେ ଅଗ୍ନିକାଣ୍ଡ 

ହାଇଦ୍ରାବାଦ : ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ନିରାଶଜନକ ପ୍ରଦର୍ଶନ କରିଛି । ଦଳର ପରବର୍ତ୍ତୀ ମ୍ୟାଚ ୧୭ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରହିଛି । ଏହାରି ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସ ପହଞ୍ଚିଛି । ସନରାଇଜର୍ସ ହାଇଦ୍ରାବାଦର ରହୁଥିବା ୫-ତାରକା…
Read More...

ଆଜି  ମୁହାଁ ମୁହିଁ ହେବେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ଚେନ୍ନଇ ସୁପରକିଙ୍ଗ୍ସ 

ଲକ୍ଷ୍ନୌ : ଆଜି ହେଉଛି ଆଇପିଏଲର ୩୦ ତମ ମ୍ୟାଚ । ମୁହାଁ ମୁହିଁ ହେବେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ଚେନ୍ନଇ ସୁପରକିଙ୍ଗ୍ସ  । ଏହା  ଏକ୍ନା ଷ୍ଟାଡ଼ିୟମରେ ଖେଳାଯିବ ବୋଲି ସୂଚନା ରହିଛି ।   ମ୍ୟାଚ ମୁଖ୍ୟତଃ ପୂର୍ବତନ ଭାରତୀୟ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ଓ ବର୍ତ୍ତମାନର ୱିକେଟରକ୍ଷକ…
Read More...

ତାରିଣୀ ମନ୍ଦିର ପାଇଁ ୨୧୫କୋଟି ଟଙ୍କାର ଡିପିଆର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ତାରିଣୀ ମନ୍ଦିର ପାଇଁ ୨୧୫କୋଟି ଟଙ୍କାର ଡିପିଆର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା । ମା’ ତାରିଣୀଙ୍କୁ ଓଡ଼ିଆ ନୂଆ ବର୍ଷର ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ କାମ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି…
Read More...

ସମୁଦ୍ର ମଧ୍ୟରେ ମାଛଧରା  ପାଇଁ କଟକଣା ଲାଗୁ

ପାରାଦୀପ:  ଅସନ୍ତା ୧୫ ତାରିଖ ଠାରୁ  ମତ୍ସ୍ୟଜୀବୀଙ୍କୁ ମସୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।   ଏ ନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ୧୧ ତାରିଖରେ ନୋଟିସ (ନଂ. ୪୦୩୮) ଜାରି କରିଛନ୍ତି। ଏଥିରେ ଦର୍ଶାଯାଇଛି, ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ୬୧ଦିନ ସମୁଦ୍ର ମଧ୍ୟରେ…
Read More...

ରାଜ୍ୟର ବିଭିନ୍ନ ଜାଗାରେ ଜାରି ରହିଛି  କାଳବୈଶାଖୀ ଜନିତ ବର୍ଷା

ଭୁବନେଶ୍ୱର :  ତାତିରୁ ମିଳିଛି ଆଶ୍ୱସ୍ଥି ।  ରାଜ୍ୟର ବିଭିନ୍ନ ଜାଗାରେ ଜାରି ରହିଛି  କାଳବୈଶାଖୀ ଜନିତ ବର୍ଷା । ଏହା ଏବେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ହେବାର ଅସଙ୍କା ରହିଛି । ସେପଟେ ଆଜି ପାଇଁ ୭ ଜିଲ୍ଲାରେ ଝଡ଼ ବର୍ଷା ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ,…
Read More...

ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି।…
Read More...

ଆସନ୍ତା ଏପ୍ରିଲ ୧୬ ତାରିଖରୁ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନ ଆରମ୍ଭ

ଭୁବନେଶ୍ୱର : ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତୋକାତ୍ତର ଏବଂ ଦୁଇ ବର୍ଷିଆ ବି.ଏଡ/ ଏମ.ଏଡ /ବି.ଏଚ.ଏଡ ପାଠ୍ୟକ୍ରମରେ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ପୂର୍ବରୁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକ…
Read More...