ପରିକ୍ରମା ପ୍ରକଳ୍ପର ଉଦଘାଟନୀ ଉତ୍ସବରେ ଦେବ ପୀଠକୁ ନିମନ୍ତ୍ରଣ ପତ୍ର

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶୁଭ ଉଦଘାଟନ । ଏନେଇ ଆଜି ଠାରୁ ଦେବପୀଠକୁ ‘ପରିକ୍ରମା’ ନିମନ୍ତ୍ରଣ ପଠା ଯାଉଛି । ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଆଜିଠାରୁ ଦେଶର ପ୍ରମୁଖ ଦେବ ପୀଠକୁ ନିମନ୍ତ୍ରଣ ପତ୍ର ଦିଆଯିବ ।ଏହାରି ଭିତରେ ପ୍ରଭୁ…
Read More...

ସମୁଦ୍ରରୁ ଉଦ୍ଧାର ହେଲା ଅଜଣା ମୃତ ଦେହ

ପୁରୀ : ବଡଦିନରେ ସମୁଦ୍ରରେ ଗଲା ଜୀବନ । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡ଼ିନଥିଲା ବେଳେ ମୃତକଙ୍କୁ ପିଙ୍କ୍ ହାଉସ୍ ନିକଟ ସମୁଦ୍ରରୁ ଉଦ୍ଧାର କରାଯାଇଛି । ତେବେ ଏହି ମୃତ ବ୍ଯକ୍ତିଙ୍କ ଶରୀର କେଉଁଠୁ ଭାସି ଆସିଛି ନା ସେହି ଠାରେ ବୁଡି ଯାଇଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।ପୁରୀ…
Read More...

ବ୍ରିଜ ନିକଟରୁ ଉଦ୍ଧାର ହେଲା ଶବ, ହତ୍ୟା ସନ୍ଦେହ କଲେ ପରିବାର

ବାଲିଗୁଡା /ବନବାସୀ ପ୍ରଧାନ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଦଣ୍ଡପଦର ବ୍ରୀଜ ନିକଟରେ ଜଣେ ବ୍ୟକ୍ତୀଙ୍କ ଶବ ଉଦ୍ଧାର ।ମୃତ୍ୟୁ ବ୍ୟକ୍ତି ହେଉଛନ୍ତି କଟକ ଜିଲ୍ଲା ଚଉପଡା , ଥାନା ଗୋବିନ୍ଦପୁର ର ପହଲି ଭୋଇଙ୍କ ପୁତ୍ର କାଶିନାଥ ଭୋଇ ବୋଲି ଜଣାପଡିଛି । ଗତ ୨୨ ରେ ପରିବାର ପକ୍ଷରୁ ମୃତକ…
Read More...

୧୩ ତମ ସର୍ବଭାରତୀୟ ଓପେନ କରାଟେ ପ୍ରତିଯୋଗିତାରେ କନ୍ଧମାଳ କରାଟେକାଙ୍କ କମାଲ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ: ୧୩ତମ ସର୍ବଭାରତୀୟ ଓପେନ କରାଟେ ଚମ୍ପିୟାନ ଉଦଯାପନୀ ହୋଇ ଯାଇଛି । ଏଥିରେ ବିଭିନ୍ନ ପ୍ରାନ୍ତରୁ ୧୦୦୦ପାଖ ପାଖି କରାଟେ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ କନ୍ଧମାଳରୁ ୧୨ପ୍ରତିଯୋଗୀ ଅଂଶ ଗ୍ରହଣ କରି ମୋଟ ୧୩ ପଦକ ହାତେଇ ଛନ୍ତି । ସେଥିରେ…
Read More...

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟା କ୍ଲଜ୍

ପୁରୀ : କ୍ରିସମାସ ଅବସରରେ ବାଲୁକାକଳାରେ ଗିଫ୍ଟ ଏ ପ୍ଲାଣ୍ଟ , ଗ୍ରୀନ ଦ ଆର୍ଥର ବାର୍ତ୍ତା।ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟା କ୍ଲଜ୍ । ଯେଉଁଥିରେ  ୨ ଟନ୍ ଓଜନର ପ୍ରାୟ ୧ଲକ୍ଷ ପିଆଜର ବ୍ୟବହାର  ହୋଇଛି । ୧୦୦ ଫୁଟ୍…
Read More...

୬୦କିଲୋ ଗଞ୍ଜେଇ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ :  କିଛିଦିନ ର ନୀରବତା ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ପୁଣି ଏକ ଅଟୋ ସହ ସାଠିଏ କିଲୋ ଚାରିସହ ଗ୍ରାମ ଗଞ୍ଜେଇ କୁ ଜବତ କରିବା ସହ ଜଣେ ପେସାଦାର ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି I ତେବେ ଏହି ଫିରିଙ୍ଗିଆ ଅଞ୍ଚଳରେ ପୋଲିସ…
Read More...

ଯାତ୍ରା ମଞ୍ଚରେ ଚେତାଶୂନ୍ୟ ହୋଇଗଲେ ଅଭିନେତ୍ରୀ

ତିର୍ତୋଲ / ଦିଲ୍ଲୀପ ସହୂ : ଅଭିନୟ କରୁଥିବା ବେଳେ ଯାତ୍ରା ମଞ୍ଚରେ ଚେତାଶୂନ୍ୟ ହୋଇ ପଡିଲେ ଯଲିଉଡ ଅଭିନେତ୍ରୀ। ସୁଦୂର କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର ସହରର କେ.ଆର.ପୁରମ୍ ରେ ଘଟିଛି ଏଭଳି ଘଟଣା।ସେଠାକାର ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା ଗଠିତ ଜଗନ୍ନାଥ ଯାତ୍ରା କମିଟି କ୍ରିଷ୍ଣା ପଲ୍ଲିଆର…
Read More...

ଖୋର୍ଦ୍ଧାରୁ କଟା ପାପୁଲି ଉଦ୍ଧାର

ଖୋର୍ଦ୍ଧା/ ପ୍ରବୀଣ ଭଞ୍ଜ : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ନରଣଗଡ଼ ପଞ୍ଚାୟତ ମାନପୁର ଛକ ନିକଟରୁ ଆଜି ଏକ କଟା ପାପୁଲିକୁ  ଉଦ୍ଧାର କରିଛି  ପୋଲିସ୍  । କଟା ପାପୁଲିକୁ କୁକୁର ଖାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ କଟା ପାପୁଲିକୁ ପୋଲିସ୍ ଉଦ୍ଧାର କରିଥିବା ଜଣା…
Read More...

ଭକ୍ତଙ୍କ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ବଡମହାସ୍ନାନ

ପୁରୀ: ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ମହାପ୍ରଭୁଙ୍କର ହୋଇଛି ବଡମହାସ୍ନାନ।। ଭିତରକାଠ ନିକଟରେ ଭକ୍ତଙ୍କ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ବଡମହାସ୍ନାନ ହୋଇଥିଲା। ଫଳରେ ଭିତରକାଠ ନିକଟରେ ଧୁଆଧୁଇ ହେବା ସହ ଚୁନପାଣି ପଡି ପବିତ୍ର କରାଯାଇଥିଲା। ତାପରେ…
Read More...

ବିଷମକଟକ ଠାରେ ନୃତନ ସିଭିଲ୍ କୋର୍ଟ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ:  ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକର ଚାଞ୍ଚରାଗୁଡା ଠାରେ ସିଭିଲ୍ କୋର୍ଟ ର ନିଜସ୍ଵ ଗୃହ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ତଥା ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଭୂମିପୂଜା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ…
Read More...