ମାନବିକ ଅଧିକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଦଶପଲ୍ଲା / ପ୍ରିୟବ୍ରତ ଷଡ଼ଙ୍ଗୀ : ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ଗୋବିନ୍ଦ ଭବନ ପରିସରରେ ମାନବିକ ଅଧିକାର ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ଜଷ୍ଟିସ ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ…
Read More...

ପାକିସ୍ତାନରେ ଏବେ ବାଜିବ ନାହିଁ ଭାରତୀୟ ଗୀତ

ନୂଆଦିଲ୍ଲୀ: ପାକିସ୍ତାନବାସୀ କାହିଁ କେଉଁ କାଳରୁ ଲତା ମଙ୍ଗେସକର, ମହମ୍ମଦ ରଫି ଏବଂ କିଶୋର କୁମାରଙ୍କ ଗୀତ ଶୁଣି ଆସୁଛନ୍ତି ଏବଂ ବର୍ତ୍ତମାନ ସମୟରେ ଅରିଜିତ ସିଂହ ଓ ଶ୍ରେୟା ଘୋଷାଲଙ୍କ ଭଳି କଣ୍ଠଶିଳ୍ପୀ ପାକିସ୍ତାନୀମାନଙ୍କର ଖୁବ୍ ପସନ୍ଦ। କିନ୍ତୁ ପାକିସ୍ତାନରେ ଏବେ ଏହି ପ୍ରସିଦ୍ଧ…
Read More...

ପ୍ରକାଶ ପାଇଛି ରେଜଲ୍ଟ : ମାଟ୍ରିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ମନ୍ତ୍ରୀ

କଟକ: ପ୍ରକାଶ ପାଇଲା ମାଟ୍ରିକ ଫଳାଫଳ । ଗଣଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ରେଜଲ୍ଟ ପ୍ରକାଶ ପାଇଛି ।  ମାଟ୍ରିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ମନ୍ତ୍ରୀ । ୧୮୧୨ ଜଣ ଏ୧ ଗ୍ରେଡ, ଏ୨ ୧୨ ହଜାର ୨୦୦, ବି୧ ୩୮ ହଜାର ୮୩୧ ଜଣ ରଖିଛନ୍ତି । ୨ ଲକ୍ଷ ୪୦ ହଜାର ୨୫୧ ପୁଅ ପାସ କରିଛନ୍ତି ।…
Read More...

ଆସନ୍ତା ୧୦ରେ ଓଡିଶା ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିବେ ଅମିତ ଶାହ । ଆସନ୍ତା ୧୦ ତାରିଖରେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ ଶାହଙ୍କର ଏହା ଦୁଇ ଦିନିଆ ଗସ୍ତ ହୋଇଥିବା ସୂଚନା ରହିଛି । ତେବେ କୁହାଯାଉଛି ଏହି ଗସ୍ତରେ ଅମିତ ଶାହ…
Read More...

ନକଲି ୱାସିଂ ପାଉଡର କମ୍ପାନୀ ଠାବ କରିଛି ଜଗତପୁର ପୋଲିସ

କଟକ: କଟକରେ ଠାବ ହେଲା ନକଲି ୱାସିଂ ପାଉଡର କମ୍ପାନୀ । ଜଗତପୁର ଅଞ୍ଚଳରେ ଏହି କମ୍ପାନୀ ଠାବ ହୋଇଛି । ମିଳିତ ଜଢାଉ କରିଥିଲା ଜଗତପୁର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ । ଜଗତପୁର ଶିଳ୍ପାଞ୍ଚଳରେ ଚାଲୁଥିଲା ନକଲି କାରଖାନା ଜଗତପୁର ଅଣ୍ଢେଇ ସାହିରେ ଠାବ ହୋଇଛି ଏହି ନକଲି କାରଖାନା । ସୂଚନା…
Read More...

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବା କେଦାରନାଥଙ୍କ  ଦ୍ବାର

ନୂଆଦିଲ୍ଲୀ : ଖୋଲିଲା ବାବା କେଦାରନାଥଙ୍କ କପାଟ । ଆଜି ସକାଳ ପ୍ରାୟ ୭ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବାଙ୍କ ଦ୍ବାର । ଏହା ଭଗବାନ ଶିବଙ୍କୁ ସମର୍ପିତ ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଏବଂ ଉତ୍ତରାଖଣ୍ଡରେ ଅବସ୍ଥିତ ଚାରିଧାମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରତିବର୍ଷ…
Read More...

ନବନିର୍ମିତ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ନେଇ କଳସ ଶୋଭାଯାତ୍ରା

ଗୁଣୁପୁର / ଦୀପକ କୁମାର ପଣ୍ଡା :ରାୟଗଡ଼ା ଜିଲ୍ଲା ଗୁଣୁପୁର ସହରରେ ଥିବା ନବନିର୍ମିତ  ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ଅବସରରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ରାୟଗଡ଼ା ଜିଲ୍ଲା ର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଭକ୍ତ ଆସି ଏହି କଳସ ଯାତ୍ରା ରେ ଯୋଗଦେଇଥିଲ ।…
Read More...

ପହଲଗାମ୍ ଆକ୍ରମଣକୁ ନେଇ ଝରୀଗାଁ ବଣିକ ସଂଘର କ୍ୟାଣ୍ଡେଲ ଶୋଭାଯାତ୍ରା

ଝରୀଗାଁ/ ବସନ୍ତ କୁମାର ସାହୁ: ପହଲଗାମ୍ ଆକ୍ରମଣ ଘଟଣାକୁ ନିନ୍ଦା କରି ଝରୀଗାଁ ବଣିକ ସଂଘ ତରଫରୁ ପୋଷ୍ଟର ଏବଂ ଫ୍ଲାକକାର୍ଡ ଧରି ଝରୀଗାଁ ଠାରେ କ୍ୟାଣ୍ଡେଲ ରାଲି । ପାକିସ୍ତାନ ମୁର୍ଦାବାଦ ନାରାରେ ଝରୀଗାଁ ହନୁମାନ ମନ୍ଦିରରୁ ବାହାରି ବଜାର ଠାରେ ପହଲଗାମ୍ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା…
Read More...

ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ: ଅପେକ୍ଷାର ଘଟିବ ଅନ୍ତ । ପ୍ରକାଶ ପାଇବ ରେଜଲ୍ଟ ।  ଓଡିଶା ମାଧ୍ୟମିକ ଶିକ୍ଷା ପରିଶଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ।  ରେଜଲ୍ଟ ପ୍ରକାଶ ନେଇ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶୁକ୍ରବାର ଅପରାହ୍ନ ୪ଟାରେ କଟକ…
Read More...

ପ୍ରଭାସିନୀ ବେହେରା ଓ ଦେବୀ ଶବରଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ଓ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କଲେ …

ଭୁବନେଶ୍ୱର: କଟକର ପ୍ରଭାସିନୀ ବେହେରା ଓ ରାୟଗଡ଼ାର ଦେବୀ ଶବରଙ୍କ ଆଶା ପୂରା ହୋଇଛି। ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ଠାରୁ ରଖିଥିବା ଆଶା ଆଜି ପୂରଣ ହୋଇଛି । ଏଥିପାଇଁ ସରକାରଙ୍କୁ ଉଭୟ ଧନ୍ୟବାଦ ଜଣାଇଛନ୍ତି ।  ସେମାନଙ୍କ ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ…
Read More...