ସୁସ୍ଥ ହୋଇ ଘରକୁ ଫେରିଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ
ନୂଆଦିଲ୍ଲୀ: ସୁସ୍ଥ ହୋଇ ଘରକୁ ଫେରିଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଆଡଭାନୀ ଗତକାଲି ରାତିରେ ଅସୁସ୍ଥ ହୋଇ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ଗୁରୁବାର ଚିକିତ୍ସିତ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଏମ୍ସର ଡାକ୍ତରଙ୍କ କହିବା ଅନୁଯାୟୀ, ପୂର୍ବ…
Read More...
Read More...