ଦୁର୍ଘଟଣାର ଶିକାର ହେଲେ ଗାୟକ ପବନଦୀପ ରାଜନ୍ : ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ଦୁର୍ଘଟଣାର ଶିକାର ହେଲେ ଲୋକପ୍ରିୟ ଟିଭି ଶୋ’ ଇଣ୍ଡିଆନ୍‌ ଆଇଡଲ ବିଜେତା ଗାୟକ ପବନଦୀପ ରାଜନ୍‌। ଉତ୍ତରାଖଣ୍ଡରୁ ନୋଏଡ଼ା ଯାଉଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି ପବନଦୀପ। ତାଙ୍କ କାର୍‌ ନିୟନ୍ତ୍ରଣ ହରାଇ ଗଜରୌଲାରେ ରାଜପଥ ପାର୍ଶ୍ୱରେ…
Read More...

ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥ ଧାମ’ ନୁହେଁ : ଗଜପତି ମହାରାଜା

ପୁରୀ: ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥ ଧାମ’ ନୁହେଁ । ଏନେଇ ପ୍ରେସ ରିଲିଜ୍ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା । ସେ କହିଛନ୍ତି , “ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ‘ ଜଗନ୍ନାଥ ଧାମ’ ବା ‘ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବେ…
Read More...

ବିଜେଡିରେ ୧୫ ଉପସଭାପତି ନାମ ଘୋଷଣା

ଭୁବନେଶ୍ୱର: ବିଜେଡିରେ ୧୫ ଉପସଭାପତି ନାମ ଘୋଷଣା । ବିଜେଡିର ସାଂଗଠନିକ ନିର୍ବାଚନ ପାଇଁ ୧୫ ଉପାସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି । ବୀ ମିଶ୍ରୀଙ୍କୁ ବରିଷ୍ଠ ଉପସଭାପତି ( ମୁଖ୍ୟାଳୟ) ଦାୟିତ୍ୱ ଦିଆଯାଇଥିବା ବେଳେ ବରିଷ୍ଠ ଉପସଭାପତି ତାଲିକାରେ ପ୍ରଭୁଲ୍ଲ ସାମଲ, ଉଷା ଦେବୀ , ବିକ୍ରମ…
Read More...

ଆଜି ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ  ଓ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ :   ଆଇପିଲଲରେ ଆଜି ମୁହାଁମୁହିଁ ହେବେ  ସନ୍‌ରାଇଜର୍ସ  ହାଇଦ୍ରାବାଦ  ଓ ଦିଲ୍ଲୀ କ୍ୟାପିଟାଲ୍ସ । ଘରୋଇ ଗ୍ରାଉଣ୍ଡରେ ଖେଳିବ ସନ୍‌ରାଇଜର୍ସ ହାଇଦ୍ରାବାଦ   ।  ଆଜିର ମ୍ୟାଚ୍  ଜରିଆରେ ବିଜୟକୁ ଫେରିବା ପାଇଁ ପ୍ରୟାସ କରିବେ। ସନ୍‌ରାଇଜର୍ସ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ସଦୃଶ…
Read More...

କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଏୟାର ଇଣ୍ଡିଆ ବିମାନ ଗତିପଥ ବଦଳିଲା

ନୂଆଦିଲ୍ଲୀ : କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଏୟାର ଇଣ୍ଡିଆ ବିମାନ ଗତିପଥ ବଦଳିଲା । ଦିଲ୍ଲୀରୁ ତେଲ ଆଭିଭ ଯାଉଥିବା ବିମାନ ଅବୁ ଧାବି ଅଭିମୁଖେ ଗଲା । ତେଲ ଆଭିଭ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ସୂଚନା ପାଇ ଅବୁ ଧାବି ଯାତ୍ରା କରିଥିବା ସୂଚନା ମିଳିଛି। ତେଲ ଆଭିଭରେ ଅବତରଣ କରିବାର ଘଣ୍ଟାଏ…
Read More...

ସମୁଦ୍ର ପଥରେ ଚୋରାଚାଲାଣ : ୩ ଜଣଙ୍କୁ ଗିରଫ କରିଛି ପୋଲିସ

ପାରାଦୀପ: ସମୁଦ୍ର ପଥରେ ଚୋରାଚାଲାଣ ନେଇ ପୋଲିସର ରେଡ୍ । ଘଟଣାରେ ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନେହରୁବଙ୍ଗଳା ଫିସିଙ୍ଗ୍ ହାର୍ବର୍‌ ପରିସରରୁ ଏହି ସବୁ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁଯାୟୀ  , ପିକ୍‌ଅପ୍‌ ଭ୍ୟାନ୍‌ରେ ଚୋରା…
Read More...

ଲକ୍ଷ୍ମୀ ବସ୍ ଓ ହାଇୱା ଗାଡ଼ି ମୁହାଁମୁହିଁ ଧକ୍କା : ୮ ଗୁରୁତର

କରଞ୍ଜିଆ:  ଦୁର୍ଘଟଣାରେ ୮ ଗୁରୁତର । ବସ – ହାଇୱା ମୁହାଁମୁହିଁ ଧକ୍କା ହୋଇଛି ଏଭଳି ଘଟଣା ଘଟିଛି  କରଞ୍ଜିଆ ମହୁଲଡିହା ଥାନା ସାତକୋଶିଆ ଘୁଳାଘାଟିରେ ।  ଏହି ଦୁର୍ଘଟଣାରେ ଉଭୟ ଡ୍ରାଇଭର ଗାଡିତରେ ଚାପି ହୋଇ ଗୁରୁତର ହୋଇଥିବା କୁହାଯାଉଛି । ସୂଚନା ଅନୁଯାୟୀ,  ଲକ୍ଷ୍ମୀ ବସ୍ ଓ ହାଇୱା ଗାଡ଼ି…
Read More...

ଭୟାବହ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ କାନପୁରର ଚମନଗଞ୍ଜରେ ଭୟାବହ ଅଗ୍ନିକାଣ୍ଡ। ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲିରେ ରାତିରେ ଚମନଗଞ୍ଜ ଅଞ୍ଚଳର ୫ ମହଲା କୋଠାରେ ହଠାତ ନିଆଁ ଲାଗିଯାଇଥିଲା । ଏଥିରେ ବାପା, ମାଆଙ୍କ ସମେତ ୩ ଛୁଆଙ୍କ ଜୀବନ ଯାଇଛି ।  ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି…
Read More...

ଭାରତ – ପାକିସ୍ତାନ ଉତ୍ତେଜନା ବୃଦ୍ଧି ନେଇ ଆଜି ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ

ନୂଆଦିଲ୍ଲୀ: ଜମ୍ମୁ – କାଶ୍ମୀର ଆକ୍ରମଣ ପରେ ଭାରତ - ପାକିସ୍ତାନ ଉତ୍ତେଜନା ବୃଦ୍ଧି ନେଇ ଆଜି ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ।  ଆଲୋଚନା  ଲାଗି ନିବେଦନ କରିଛି ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ  ଭାରତ - ପାକିସ୍ତାନ ଉତ୍ତେଜନା ବୃଦ୍ଧି ନେଇ ଆଲୋଚନା ହେବ  ।  ଏହି…
Read More...

କାଳବୈଶାଖୀ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା  ।ଏହା ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଉଛି ।  ଏହି ବର୍ଷା ପାଇଁ ତାତିରୁ ମିଳିଛି ଆଶ୍ୱସ୍ତି । ସେପଟେ  ବର୍ଷା ପାଇଁ ଆଜି ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,…
Read More...