ବାଲି ବୋଝେଇ ହାଇୱା ଧକ୍କାରେ ସରପଞ୍ଚ ଆହତ ଘଟଣା: ହାଇୱାରେ ନିଆଁ ଲଗାଇଲେ ଉତ୍ୟକ୍ତ ଗ୍ରାମବାସୀ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ଚାଲାଣକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ହିଞ୍ଜିଳି ଥାନା ଇଲାକାରେ ପ୍ରବାହିତ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣକୁ କେନ୍ଦ୍ର କରି ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି…
Read More...

ପୁଣି ଦୁଇଦିନ ରିମାଣ୍ଡରେ ଆସିବ ଅଭିଯୁକ୍ତ ରାଜୁ ମଣ୍ଡଳ

ଭୁବନେଶ୍ୱର : ଭୁବନେଶ୍ୱରରୁ ସିମବକ୍ସ ଜବତ ଘଟଣାରେ ପୁଣି ରିମାଣ୍ଡରେ ଆସିବ ଅଭିଯୁକ୍ତ ରାଜୁ ମଣ୍ଡଳ । ଦୁଇଦିନ ପାଇଁ ରିମାଣ୍ଡରେ ଆଣିବ ଲକ୍ଷ୍ମୀସାଗର ଥାନା ପୋଲିସ । ତେବେ ଆଜିଠୁ ଦୁଇଦିନ ରାଜୁ ମଣ୍ଡଳ ରିମାଣ୍ଡରେ ଆସିବ । ସେପଟେ ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡ ପାଇଁ ପୋଲିସ ୭ ଦିନ ଆବେଦନ…
Read More...

OSRTC ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: OSRTC  ସିଏଓଙ୍କ ଘରେ ଭିଜିଲାନ୍ସ ଚଢାଉ । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ରାଜ୍ୟ ସଡ଼କ ଏବଂ ପରିବହନ ନିଗମ(ଓଏସଆରଟିସି) ମୁଖ୍ୟ ହିସାବ ଅଧିକାରୀ(ସିଏଓ) ବିଜୟ ମଙ୍ଗରାଜ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗରାଜଙ୍କ ବାସଭବନ ଏବଂ…
Read More...

ମଦ ମୃତ୍ୟୁ ନେଇ ଅବକାରୀ ମନ୍ତୀଙ୍କ ଇସ୍ତଫା ଦାବିରେ ବିଧାନସଭାରେ ହଟଗୋଳ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଚତୃର୍ଥ ଦିନ । ଆଜିବି ପ୍ରଶ୍ନକାଳରେ ହଙ୍ଗାମା କଲେ ବିରୋଧୀ । ମଦ ମୃତ୍ୟୁ ନେଇ ଅବକାରୀ ମନ୍ତୀଙ୍କ ଇସ୍ତଫା ଦାବିରେ ବିଧାନସଭାରେ ହଟଗୋଳ ଜ୍ଝ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟ ଭାଗରେ ହଟଗୋଳ କରିଛନ୍ତି ଜ୍ଝ ବିଜେଡ଼ି ବିଧାୟକ ରୋମାଞ୍ଚ ରଞ୍ଜନ…
Read More...

ଦର ବୃଦ୍ଧି ରୋକିବାକୁ ଯୋଗାଣ ବିଭାଗର ଏକ ଟିମ ଭୁବନେଶ୍ୱରର ୧ନଂ ହାଟରେ ଚଢାଉ

ଭୁବନେଶ୍ୱର: ଆଳୁ ବ୍ୟବସାୟୀଙ୍କ ଉପରେ ଚଢାଉ । ଦର ବୃଦ୍ଧି ରୋକିବାକୁ କରାଯାଉଛି ରେଡ୍। ଏକ ନମ୍ବର ହାଟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ରହିଛି ଚଢ଼ାଉ । ଏହାସହ ଷ୍ଟକ୍ ଚେକ୍ କରୁଛି ଟିମ୍। ଦରଦାମର ପୁରୁଣା ଷ୍ଟିକର ଲଗାଇଥିବା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍…
Read More...

ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ

ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ । ଗତକାଲି ରାତି ୯ଟାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଏମ୍ସର ନୂଆ ପ୍ରାଇଭେଟ୍‌ ଓ୍ବାର୍ଡରେ ସେ ପଲ୍‌ମୋନାରି ମେଡିସିନ ବିଭାଗ ମୁଖ୍ୟ ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିବା କୁହାଯାଉଛି । ବର୍ତ୍ତମାନ ତାଙ୍କ…
Read More...

ଖଜୁରିଆକଟାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

ହିନ୍ଦୋଳ:  ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ସକାଳ ୧୦ ଘଟିକା ସମୟରେ ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରକ୍ଷା ବନ୍ଧନ ପାଳନ କରିବା ସହ ନିଶା ନିବାରଣରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ହିନ୍ଦୋଳ ପ୍ରତିନିଧି ବିଶେଶ୍ୱର ସେଠୀ ଓ…
Read More...

ନବୀନ ନିବାସରେ ରକ୍ଷା ବନ୍ଧନ

ଭୁବନେଶ୍ୱର: ରକ୍ଷା ବନ୍ଧନ  ଅବସରରେ  ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ରାକ୍ଷୀବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ  ରାକ୍ଷୀପାଇଁ ଅଭିନନ୍ଦନ…
Read More...

ଓଡିଶା ଝାଡଖଣ୍ଡ ସୀମାନ୍ତରେ ଓଡ଼ିଆ ବିଦ୍ୟାଳୟ ପାଇଁ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ…

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ଓଡ଼ିଆ ଭାଷା ଅବହେଳିତ ଏହାକୁ  ନେଇ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର|  ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଜାମଦା ଅଞ୍ଚଳର ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ସଂସଦର ସଭାପତି ବିକାଶ ନାୟକ ଓ ସହ ସମ୍ପାଦକ ପ୍ରଦୀପ କୁମାର ମହାନ୍ତ ଓଡିଶା ଝାଡଖଣ୍ଡ ସୀମାନ୍ତରେ…
Read More...

୨୯ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କର ହୋଇଛି ବଦଳି

ଭୁବନେଶ୍ୱର: ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ୨୯ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍) ଙ୍କର ହୋଇଛି ବଦଳି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡେପୁଟି କମିଶନର ରୋଶନ ଶତପଥୀଙ୍କୁ ଆଇନ ମନ୍ତ୍ରୀଙ୍କ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (ଓଏସ୍ଡି) ଭାବେ ବଦଳି କରାଯାଇଛି । ମହିଳା ଓ…
Read More...