ଲୁଗା କାରଖାନାରେ ଅଗ୍ନିକାଣ୍ଡ: ନିଆଁ ଲିଭାଇବା କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଲୁଗା କାରଖାନାରେ ଲାଗିଲା ନିଆଁ। ଦିଲ୍ଲୀର ବକ୍କାରୱାଲା ଅଞ୍ଚଳର ରାଜୀବ ରତ୍ନ ବାସଭବନ ନିକଟରେ ଥିବା ଏକ ଲୁଗା କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିବା ନେଇ ଦିଲ୍ଲୀ ଅଗ୍ନିଶମବାହିନୀ…
Read More...

ସୁଭଦ୍ରା ଯୋଜନା ଫର୍ମ ପୂରଣରେ ଦେୟ ଆଦାୟ ପାଇଁ ମୋ ସେବା /ଜନ ସେବା କେନ୍ଦ୍ର ର କମ୍ପୁଟର ସେଟ ଜବତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ରାଇରଙ୍ଗପୁର ସହର ସ୍ଥିତ ୱାର୍ଡ ନମ୍ୱର ୧୩ର ସିଗନାଲ ସାହି ରେ ସୁଭଦ୍ରା ଯୋଜନା ଫର୍ମ ପୂରଣ ପାଇଁ ଅଙ୍ଗନବାଡି କର୍ମୀ ମାନେ ହିତାଧିକାରୀଙ୍କ ପାଖରୁ ୫୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଘଟଣାର ସତ୍ୟାସତ ସମ୍ଭନ୍ଧ ରେ ରାଇରଙ୍ଗପୁର…
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇଙ୍କୁ ଗିରଫ କରିଛି ଭିଜିଲାନ୍ସ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ପଡଇଲେ ଆଉ ଜଣେ ବାବୁ । ଆଜିନୂଆପଡ଼ା ମୋଟର ଯାନ ନିରୀକ୍ଷକ (ଏମଭିଆଇ) ବିଜୟ କୁମାର ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ। ଗତକାଲି ୧ ଲକ୍ଷ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ବିଜୟ କୁମାର…
Read More...

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ !

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ପରିଣତ ହେବା ପରେ ଘନୀଭୂତ ହୋଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି। ଏହି ଅବପାତଟି ଗୋପାଳପୁର ଠାରୁ ୨୬୦ କିଲୋମିଟର ଦୂର ପୂର୍ବ ଦକ୍ଷିଣ-ପୂର୍ବ ଦିଗରେ ରହିଥିବା ବେଳେ ପଶ୍ଚିମ…
Read More...

ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି  ସିଏମ୍‌‌ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ସମ୍ବଲପୁରସ୍ଥିତ ତପସ୍ୱିନୀ ହଲ୍‌‌ଠାରେ ମୁଖ୍ୟମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବା ନେଇ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ…
Read More...

ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । କୃଷିଭିଭିକ ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଗାଁଠୁ ସହର । ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ ଫେରିଛନ୍ତି । ପିଠାପଣାର ଆସରରେ ଘର ଅଗଣା ମହକୁଛି। ଆରାଧ୍ୟ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ପ୍ରଥମେ ନବାନ୍ନ ଲାଗି ହେବ । …
Read More...

ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ BMC ଜାରି କଲା ଗାଇଡଲାଇନ

ଭୁବନେଶ୍ୱର: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ BMC ଜାରି କଲା ଗାଇଡଲାଇନ | ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି | ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ| ଟଙ୍କ ପାଣି ବ୍ରିଜ ଓ ଦୟା ନଦୀ କୁଳ ରେ ବିସର୍ଜନ ପାଇଁ BMC ତରଫରୁ ଆୟୋଜନ |…
Read More...

‘୫ହଜାର ଟଙ୍କାରେ ଆତ୍ମନିର୍ଭର ହେବା ଅସମ୍ଭବ: ସୁଲୋଚନା ଦାସ

ଭୁବନେଶ୍ବର: ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ । ୫ ହଜାର ଟଙ୍କା ହାତ ଖର୍ଚ୍ଚରେ ଚାଲିଯିବ ବୋଲି ବିଏମ୍ସି ମେୟର ସୁଲୋଚନା ଦାସ କହିଛନ୍ତି । ଏକାଥରକେ ୫୦ ହଜାର ଟଙ୍କା ନମିଳିଲେ ଆତ୍ମନିର୍ଭରଶୀଳ ହୋଇ ପାରିବ ନାହିଁ । ବିଜେପି ସରକାର ୫୦…
Read More...

ନୂଆଁଖାଇ ପାଇଁ ଅସନ୍ତା ୯ ତାରିଖରେ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର:  ଅସନ୍ତା ୯ ତାରିଖ ଅର୍ଥାତ ସୋମବାର ରାଜ୍ୟରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍‌ ସଂସ୍ଥା ବନ୍ଦ ରହିବ। ନୂଆଁଖାଇ ପାଇଁ ୯ ତାରିଖ ଛୁଟିଥିବାରୁ ବନ୍ଦ ରହିବ ବ୍ୟାଙ୍କ ।
Read More...

୧୦ ତରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରେ ଘନୀଭୂତ ହେଉଛି ସୃଷ୍ଟ ଲଘୁଚାପ । ଏହା ଘନୀଭୂତ ହୋଇ କ୍ରମଶଃ ଉତ୍ତର ଦିଗରେ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୧୦ ତରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା । ଏନେଇ ପୂର୍ବନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ତେବେ…
Read More...