ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ

ଭୁବନେଶ୍ବର : ଭୁବନେଶ୍ବର ବିମାନ ବନ୍ଦର ରିଭ୍ୟୁ କରିବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଙ୍କ ପ୍ରତିକ୍ରିୟା। ଏବେ ଦେଶର ୨୦ ଟି ସହର ସହ ବିଦେଶ ର ୪ ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି। ଡବଲ ଇଞ୍ଜିନ ସରକାର ରେ ବେସାମରିକ ବିମାନ ଚଳାଚଳ…
Read More...

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ କ୍ଲିନ୍ ଚିଟ୍

କଟକ : ମାହାଙ୍ଗା ଡବଲ ମର୍ଡର ମାମଲା । ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି । ମାମଲାରେ ତାଙ୍କର ସଂପୃକ୍ତି ନଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ବିରୋଧରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ…
Read More...

ଆଇଡି କାର୍ଡ ନିମନ୍ତେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ:ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ମା ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଓ ଓଡ଼ିଶା ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀଙ୍କ ଅପାର ଆଇଡି ସୃଷ୍ଟି…
Read More...

ଚିନ୍ତା ବଢ଼ାଉଛି ମୁକୁଳା ଟ୍ରାନ୍ସଫର୍ମର : ନିଦ୍ରାରେ ବିଦ୍ୟୁତ ବିଭାଗ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ : ଚିନ୍ତା ବଢ଼ାଉଛି ମୁକୁଳା ଟ୍ରାନ୍ସଫର୍ମର ।ନିଦ୍ରାରେ ବିଦ୍ୟୁତ ବିଭାଗ । ଜୀବନ ଭୟରେ ଅଞ୍ଚଳ ବାସୀ । ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ମାଣିକପୁର ପଂଚାୟତର ନୂଆଗାଁ ଗ୍ରାମରେ ଦେଖିବକୁ ମିଳିଛି ଏପରି ମୁକୁଳା ଟ୍ରାନ୍ସଫର୍ମର । ଯାହା ବହୁ ଦିନ…
Read More...

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ

ମାଲକାନଗିରି : ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ । ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ମୋ ଭାରତ, ମାଲକାନଗିରି ଶାଖା , ବିଦ୍ୟାଳୟର ଏନ.ଏସ.ଏସ ଓ  ଯୁବ ରେଡକ୍ରସ ପକ୍ଷରୁ…
Read More...

ଡାକ ବିଭାଗର ତ୍ରୟୋମାସିକ ପୋଷ୍ଟ ଫରମ ବୈଠକ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ଡାକ ବିଭାଗକୁ ଲୋକାଭିମୁଖୀ କରିବାକୁ ପୋଷ୍ଟ ଫରମ ବ୍ୟବସ୍ଥା ବହୁ ଦିନରୁ ପ୍ରଚଳିତ କରିଛି l ଏ ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୩ ଘଟିକା ସମୟରେ ଫରମର ତ୍ରୟ ମାସିକ ବେଠକ ପ୍ରଧାନ ଡାକପାଳ ରାମେଶ୍ୱର ହେମ୍ବ୍ରମ ଙ୍କ ସଭାପତିତ୍ୱରେ ହୋଇଯାଇଛି l ଏହି…
Read More...

ଅନୁଗୁଳ ଜିଲ୍ଲାର ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ଶଙ୍ଖ ଭବନ ଠାରେ  ଅନୁଗୁଳ ଜିଲ୍ଲାର ସାଂଗଠନିକ ପଦାଧିକାରୀ  ଓ ନେତୃ ବୃନ୍ଦ ଙ୍କ  ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ବଡ଼ ବୟାନ

ଭୁବନେଶ୍ୱର:  ଚତୁର୍ଥ ପର୍ଯ୍ୟାୟରେ ଆସୁଥିବା ପକ୍କା ଘର କ୍ଷେତ୍ରରେ କିଛି ପରିବର୍ତ୍ତନ କରିଛନ୍ତି ସରକାର । ପୂର୍ବରୁ ଏସି ସି ସି ସି ତାଲିକାକୁ ଆଧାର କରି ପକ୍କା ଘର ଦିଆଯାଉଥିଲା । କିନ୍ତୁ ଏବେ ସେଥିରେ ପରିବର୍ତ୍ତନ ହୋଇଛି । ବାପାଙ୍କ ଠାରୁ ଅଲଗା ହୋଇଥିବା ବ୍ୟକ୍ତିଙ୍କୁ ମିଳିବା ପକ୍କା…
Read More...

ଶ୍ରୀମନ୍ଦିରରେ ଲୁହା କଡ଼େଇ ବ୍ୟବହାର ଘଟଣା : ତିନି ଜଣ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପୁରୀ : ଶ୍ରୀମନ୍ଦିରରେ ଲୁହା କଢେଇ ବ୍ୟବହାର ହୋଇଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ପାଇଁ ନିଷିଦ୍ଧ କରାଯିବା ସହ ଜଣେ ପାଳିଆ ସେବକକୁ ମହାପ୍ରଭୁଙ୍କୁ…
Read More...

ନରେନ୍ଦ୍ର ପୁଷ୍କରୀଣୀରେ ଗାଧୋଇବା ବେଳେ ଦୁଇ ଭାଇଙ୍କ ମୃତ୍ୟୁ

ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଗଲା ୨ ଜୀବନ। ଗାଧୋଇବା ବେଳେ ବୁଡି ଯାଇ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ମୃତକ ୨ ଜଣ ହେଉଛନନ୍ତି ଗଞ୍ଜାମ ଜିଲ୍ଲା କୁକୁଡାଫାଣ୍ଡି ଅଞ୍ଚଳର ରାଜକିରଣ ଶତପଥୀ (୨୩) ଓ ତାଙ୍କ ପିଉସୀ ପୁଅ ଭାଇ ନଳିନୀକାନ୍ତ ତ୍ରିପାଠୀ(୨୭)…
Read More...