ରାଜ୍ୟ ବାର୍ କାଉନସିଲ ପକ୍ଷରୁ ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କୁ ରାଜ୍ୟ ବାର୍ କାଉନସିଲ ପକ୍ଷରୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍। ବହୁ ଚର୍ଚ୍ଚିତ ଚେହେରା ଅର୍ଚ୍ଚନା ନାଗ କିଛିଦିନ ତଳେ ରାଜ୍ୟ ଆଇନଜୀବୀ ପରିଷଦରୁ ସନତ ଗ୍ରହଣ କରିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବ ସହ ସମାଲୋଚନା ହୋଇଥିଲା। ତାଙ୍କ ନାମରେ…
Read More...
Read More...