ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି

ରାଜ୍ୟରେ ନିଷେଧ ହେଲା ତମାଖୁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ…
Read More...

ଏହି ମାସର ପ୍ରଥମ ସପ୍ତାହରେ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି । ଫେବ୍ରୁଆରି ପ୍ରଥମ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଫେବ୍ରୁଆରି ୨ ରେ ଭୁବନେଶ୍ଵରରେ ପହଞ୍ଚି ୩ ତାରିଖରେ ବାଲେଶ୍ଵର ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ…
Read More...

ଚାନ୍ଦବାଲି ଦାଖା ହାଇସ୍କୁଲରେ ପିଏମ୍‌ଶ୍ରୀ ଉତ୍ସବ ପାଳିତ

ଚାନ୍ଦବାଲି ଏନଏସି ଅନ୍ତର୍ଗତ ଦାଖା ହାଇସ୍କୁଲ ପରିସରରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଶାନ୍ତନୁ କୁମ୍ଭକାରଙ୍କ ଆବାହକତ୍ୱରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକମଣ୍ଡଳୀ ଓ ସ୍ଥାନୀୟ…
Read More...

କଳ୍ପନା ଚାୱଲାଙ୍କ ମାଆ ଏବଂ ଭଉଣୀଙ୍କୁ ଭେଟିଥିଲେ ସୁନିତା ୱିଲିୟମ୍ସ ; 90 ବର୍ଷୀୟା ମାଆ ତାଙ୍କର ଅଭିଜ୍ଞତା…

ମହାକାଶଚାରୀ ସୁନିତା ୱିଲିୟମ୍ସ ମଙ୍ଗଳବାର ଦିନ ସ୍ୱର୍ଗତ ମହାକାଶଚାରୀ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆ ସଂୟୋଗିତା ଚାୱଲା ଏବଂ ଭଉଣୀ ଦୀପାଙ୍କୁ ଭେଟିଥିଲେ। ଏହି ସାକ୍ଷାତରେ ଏକ ଉଷ୍ମ ଆଲିଙ୍ଗନ ଏବଂ ସ୍ମୃତିର ଏକ ସାମାନ୍ୟ ଝଲକ ଦେଖାଯାଇଥିଲା। ଭାରତୀୟ ଜନ୍ମିତ ଆମେରିକୀୟ ମହାକାଶଚାରୀ…
Read More...

ଷ୍ଟମ୍ପ ଆଉଟ୍ ପରେ ଦିଲ୍ଲୀ ଖେଳାଳିଙ୍କ ପ୍ରତିବାଦ

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମହିଳା ପ୍ରିମିୟର ଲିଗ୍ (WPL) ମ୍ୟାଚ୍ ସମୟରେ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ୱିକେଟକିପର-ବ୍ୟାଟ୍ୟାର ଲିଜେଲ୍ ଲିଙ୍କୁ ତାଙ୍କ ମ୍ୟାଚ୍ ଫିର ୧୦ ପ୍ରତିଶତ ଜରିମାନା କରାଯାଇଛି ଏବଂ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଛି। ୧୫୫ ରନ୍ ର…
Read More...

ଗୋସମ୍ପଦ ଉଦ୍ଧାର, ଦୁଇ ଗିରଫ

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଦୁଣ୍ଡକୁଟ ଗ୍ରାମରୁ ୧୨ ଗୋ ସମ୍ପଦ ଉଦ୍ଧାର । ମାମଲାରେ ଦୁଇ ଜଣ ଗିରଫ। ସୂଚନା ଅନୁସାରେ ଗତ କାଲି ରାତ୍ରୀ ୨ଟା ବେଳେ ଏକ ପିକଅପ ଭ୍ୟାନ ଯୋଗେ ଗୋ ସମ୍ପଦ ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ ର କର୍ମକର୍ତା ମାନେ ଉକ୍ତ ଗାଡି କୁ ଅଟକ କରି…
Read More...

ଅବସରପ୍ରାପ୍ତ ସୈନିକ ବାର୍ଷିକ ପାରିବାରିକ ସମ୍ମିଳନୀ ଅନୁଷ୍ଠିତ

ବଇଣ୍ଡାରେ ପଞ୍ଚଧାରା ଭେଟେରେନ୍ସ ଆସୋସିଏସନର ବାର୍ଷିକ ପାରିବାରିକ ସମ୍ମିଳନୀ ନାକଚି ପଥପ୍ରାନ୍ତ ପ୍ରାଙ୍ଗଣରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା । ସେଥିରେ ଆଠମଲ୍ଲିକ, କିଶୋରନଗର, ବଇଣ୍ଡା, ଜରପଡା, କୋଶଳାଶ ଅଂଚଳର  ବହୁ ମାତ୍ରାରେ ଅବସରପ୍ରାପ୍ତ ସୈନିକ ଏବଂ ତାଙ୍କର ପରିବାର ସଦସ୍ୟମାନେ…
Read More...

ସାଇବର ଠକେଇ ମାମଲାରେ ଚଢ଼ାଉ, ଘରୁ ବାହାରୁଛି ପୁଳା ପୁଳା ଟଙ୍କା

ଯାଜପୁର ଜିଲ୍ଲା ଧର୍ମଶାଳାରେ କଟକ କ୍ରାଇମବ୍ରାଞ୍ଚ ଟିମ । ସାଇବର ଠକେଇ ମାମଲାରେ ଚଢ଼ାଉ ହୋଇଥିବା ସୂଚନା । ଧର୍ମଶାଳା ବ୍ଲକ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ଚଢ଼ାଉ ହୋଇତିବା ବେଳେ ଆର୍ଥୀକ କାରବାର ନେଇ ସରୋଜ ଜେନାଙ୍କ ଘରେ ଚଢ଼ାଉ ହୋଇଛି । ଘରୁ ବାହାରୁଛି ପୁଳା ପୁଳା ଟଙ୍କା, ପାଖାପାଖି…
Read More...

ସ୍ୱାମୀଙ୍କ ସହିତ ଝଗଡା ପରେ ସ୍ତ୍ରୀ ଏବଂ ଝିଅ ଜୀବନ ହାରିଲେ

ସ୍ବାମୀ-ସ୍ତ୍ରୀ ଝଗଡା ବଳି ପଡିଲା ୪ବର୍ଷର ଝିଅ । ବେଙ୍ଗାଲୁରୁର ସଞ୍ଜୟ ନଗରରେ ଏକ ଭୟଙ୍କର ଘଟଣା ଘଟିଛି। ସ୍ୱାମୀଙ୍କ ସହ ଝଗଡ଼ା ପରେ ଜଣେ ମହିଳା କ୍ରୋଧିତ ହୋଇ ନିଜକୁ ଏବଂ ତାଙ୍କ ଚାରି ବର୍ଷର ଝିଅକୁ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ଘଟିଥିଲା।…
Read More...

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ପୁସ୍ତକ ମେଳା ଉଦଘାଟିତ

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ୨୭ତମ ଜଗତସିଂହପୁର ପୁସ୍ତକ ମେଳା ଉଦଘାଟିତ ହୋଇ ଯାଇଅଛି। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ଭାଗିରଥି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା ଏରସମା ବିଧାୟକ ସାରଦା…
Read More...