ରାଜ୍ୟର ୨୨ଟି ଖଣି ନିଲାମ ନେଇ ସୂଚନା ଦେଲେ ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଜେନା

ଭୁବନେଶ୍ୱର:- ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି। ସୂଚନା ଦେଲେ ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଜେନା। ଖଣି ନିଲାମ ନେଇ ଶେଷ ପର୍ଯ୍ୟାୟରେ ଚାଲିଛି ପ୍ରସ୍ତୁତି। ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ। ବର୍ଷେ ମଧ୍ୟରେ ୮ଟି ଖଣି ଅକ୍ସନ ହୋଇଛି। ଖଣି ପାଇଁ ଶିଳ୍ପ ଆସିଲେ ନିଯୁକ୍ତି…
Read More...

ନଡ୍ଡାଙ୍କୁ ଅପମାନ ଭାରି ପଡିଲା ନା ବିହାର ଭୋଟ ବ୍ୟାଙ୍କ ପାଇଁ ନୀତିଶଙ୍କୁ ସୁଯୋଗ?

ସୋମବାର ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖର ଇସ୍ତଫା ଦେଇଛନ୍ତି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ସେ ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି। ତାଙ୍କ ଇସ୍ତଫା ପରେ ଦେଶରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। କାରଣ…
Read More...

କନ୍ଧମାଳରେ ଗତ ୫ ବର୍ଷରେ ଯକ୍ଷ୍ମାଜନିତ ମୃତ୍ୟୁ ସଂଖ୍ୟା ୩୧୭ରେ ପହଞ୍ଚିଛି

କନ୍ଧମାଳ:- କନ୍ଧମାଳକୁ ଘାରିଲାଣି ଯକ୍ଷ୍ମା ରୋଗ ଚିନ୍ତା । କନ୍ଧମାଳରେ ଗତ ୫ ବର୍ଷରେ ଯକ୍ଷ୍ମାଜନିତ ମୃତ୍ୟୁ ସଂଖ୍ୟା  ୩୧୭ରେ ପହଞ୍ଚିଛି । ମୃତକଙ୍କ ସଂଖ୍ୟା ବଢ଼ିବା ସହ ସଂକ୍ରମିତଙ୍କ ସଂଖ୍ୟା ସେହି ତୁଳନାରେ ବଢୁଛି ।  ଜିଲ୍ଲା ଯକ୍ଷ୍ମା ରୋଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ , ଗତ ୨୦୨୦…
Read More...

ଓଡିଶା ବନ୍ଦ ଆନ୍ଦୋଳନ ପାଇଁ ବିରୋଧୀ ଦଳକୁ ନୋଟିସ କଲେ ହାଇକୋର୍ଟ

କଟକ:- ଏଫ.ଏମ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ଏସଆଇଟି ତଦନ୍ତ ଆବଶ୍ୟକତା ନାହିଁ ବୋଲି କହିଲେ ହାଇକୋର୍ଟ । ଓଡିଶା ବନ୍ଦ ଆନ୍ଦୋଳନ ପାଇଁ ବିରୋଧୀ ଦଳକୁ ନୋଟିସ ଦିଆଯାଇଛି । ଏଫ.ଏମ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ରାଜନୀତି…
Read More...

ED କୁ ରାଜନୈତିକ ଲଢ଼େଇ ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ – ସୁପ୍ରିମକୋର୍ଟ…

ସୋମବାର ସୁପ୍ରିମକୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର କିଛି କାର୍ଯ୍ୟ ଉପରେ ତୀବ୍ର ମତଭେଦ ଦେଖିବାକୁ ମିଳିଥିଲା। କୋର୍ଟ ଏଜେନ୍ସିକୁ କଡ଼ା ସମାଲୋଚନା କରି ସୂଚାଇ ଦେଇଥିଲେ ଯେ ଏହାକୁ ରାଜନୈତିକ ଲଢ଼େଇ ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ ଏବଂ କହିଥିଲେ ଯେ ଏହାର "ଅଧିକାରୀମାନେ…
Read More...

ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି

ମାଲକାନଗିରି:- ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି । ଟ୍ରକ୍‌ ଚାଳକ ସହ ଆଉ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି । ପୀଡ଼ିତା ଜଣକ ପୃଥକ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଥିଲେ । ବିଜାଘାଟି ନିକଟରୁ ନାବାଳିକାଙ୍କୁ ଆଦର୍ଶ ଥାନା…
Read More...

ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର:- ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର…
Read More...

ସାପ କାମୁଡାରେ ଗଲା ୧୭ ବର୍ଷ ବୟସର ପୁଅ

କାଲିମେଳା:- ସାପ ନେଲା ଜୀବନ । କାଲିମେଳା ଥାନା ଅଧୀନ ଦାମାଗୁଡା ଗ୍ରାମର ଜଗା କବାସୀଙ୍କ ୧୭ ବର୍ଷ ବୟସର ପୁଅ ରାମା କବାସୀର ସାପ କାମୁଡା ମୃତ୍ୟୁ ହୋଇଛି। ପ୍ରତିଦିନ ଭଳି କାଲି ରାତିରେ ରାମା ତାଙ୍କ ଘର ବାରଣ୍ଡାରେ ଶୋଇ ଥିଲା ବେଳେ ଏକ ବିଷାକ୍ତ ସାପ ତାଙ୍କ ବାମ ପଟ କାନକୁ କାମୁଡି ଦେଇଥିଲା…
Read More...

ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

ଜଗତସିଂହପୁର:- ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । କଟକରୁ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ । ଏବେ ବି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବାବେଳେ ତାକୁ ଗିରଫ ପାଇଁ ଚଢ଼ଉ ଜାରିରହିଛି । ମାମଲାର ତଦନ୍ତ ପାଇଁ ଏସ୍‌ପିଙ୍କ ନେତୃତ୍ୱ ଗଠନ…
Read More...

ସ୍ତ୍ରୀକୁ ପିଟିଲା ସମୟରେ ପଶିଗଲା ମା’ ଚାଲିଗଲା ଜୀବନ…

ପୁଅ ମାଡରେ ଚାଲିଗଲା ମା’ର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ । ପଟ୍ଟାମୁଣ୍ଡାଇ ବ୍ଳକ ଔପଦା ପଞ୍ଚାୟତ ବିଶୁନୁପୁରୁ ଗାଁର ମନୋରଞ୍ଜନ ମଳିକ ସବୁବେଳେ ମଦ ପିଇ ଘରକୁ ଆସି ମାଡପିଟ କରେ ପୁଅ । ଯାହାକୁ ବାରଣ କରିଥାନ୍ତି ମା’ । ସେଇଭଳି ଗତକାଲି…
Read More...