ଭିଜିଲାନ୍ସ ଜାଲରେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ

ଭିଜିଲାନ୍ସ ଜାଲରେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ । ଆୟ ବହିର୍ଭୁତ୍ତ ସମ୍ପତ୍ତି ଅଭିଯୋଗରେ ବାବୁହ୍କ ଘରେ ଚଢାଉ । ବାବୁଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା , ଯେତେ ଖୋଜିଲେ ସେତେ ବାହାରୁଛି ଟଙ୍କା । ଏଥିସହିତ ଅଧ କେଜିର ସୁନା, କେଜିଏରୁ ଅଧିକ ରୁପା ଡେପୁଟି…
Read More...

ସୁନା ବ୍ୟବସାୟୀ କହି ୫ କୋଟି ୬୦ ଲକ୍ଷ ଟଙ୍କାର ଚୁନ ମାରିଲା ଅଭିଯୁକ୍ତ…

୫ କୋଟି ୬୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଅଞ୍ଚଳର ରମେଶ ଚନ୍ଦ୍ର ମାଝୀ । ମେସର୍ସ ଷ୍ଟେରୱେ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପ୍ରାଇଭେଟ୍ ଲିମିଟେଡ୍ ଏବଂ ମେସର୍ସ ଷ୍ଟେରୱେ ଡେଭଲପର୍ସ…
Read More...

ଆଦିବାସୀଙ୍କ ସାମୂହିକ କଲ୍ୟାଣ ପାଇଁ ବିଭିନ୍ନ ପ୍ରସ୍ତାବ ରଖିଲେ ଓଡିଶା ଆଦିବାସୀ ମହାସଂଘ

ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିବାସୀ ମାନଙ୍କ…
Read More...

ସିବିଆଇ ଦ୍ୱାରା ପଞ୍ଜିକୃତ ଦୁଇଟି ଏଫଆଇଆର ପରେ ଇଡି କରିଛି ଚଢାଉ…

ଆଜି ସକାଳୁ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଘର ଉପରେ ଇଡି ଚଢାଉ କରିଛି। କେନ୍ଦ୍ରୀୟ ଏଜେନ୍ସି ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ସହିତ ଜଡିତ 50ଟି କମ୍ପାନୀ ଏବଂ 35ରୁ ଅଧିକ ସ୍ଥାନରେ ଚଢାଉ କରିଛି। ୟେସ୍ ବ୍ୟାଙ୍କ ଋଣ ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଂ ମାମଲାର ତଦନ୍ତ ସହିତ ଜଡିତ ଏହି…
Read More...

ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପରେ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ

ଯୁବତୀ ଏବଂ ମହିଳା ସୁରକ୍ଷା ନେଇ ଆଜି ବସିବ ବଡ଼ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପରେ ମୁଖ୍ୟ ଶାସନ ସଚିବ ବୈଠକ ଡାକିଛନ୍ତି । ଦିନ ୩ଟାରେ ଯୁବତୀ ଓ ମହିଳା ସଶକ୍ତିକରଣ ଏବଂ ନିରାପତ୍ତା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସର ବୈଠକରେ ଆଲୋଚନା ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ…
Read More...

ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନର ଶୁଣାଣିରୁ ଓହରିଯାଇଛନ୍ତି ଜଷ୍ଟିସ୍ ବି.ଆର. ଗଭାଇ…

ବାପସଭବନରୁ ନଗଦ ଟଙ୍କା ମିଳିବା ଘଟଣାକୁ ନେଇ ବିବାଦୀୟ ହୋଇ ପଡ଼ିଥିବା ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ସଂସଦ‌ରେ ମହାଭିଯୋଗ ପ୍ରସ୍ତାବ ଆଣିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ୍ ବି.ଆର. ଗଭାଇ ବୁଧବାର…
Read More...

ମହିଳାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରି ଯୁବକ ବନ୍ଧା ହେଲେ

ସାଲେପୁର//ଜ୍ୟୋସ୍ନା ରାଣୀ ସିଂହ, କଟକ ଜିଲ୍ଲା ମାହାଙ୍ଗା ଥାନା ବିବାହିତ ମହିଳା ଙ୍କ ଅଶୀଳ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ ।  ଗିରଫ ହୋଇଥିବା ଯୁବକ ବାଲିଚନ୍ଦ୍ରପୁର ଅଞ୍ଚଳ ର ସିଲୁ ପାତ୍ର ବୋଲି ସୂଚନା ମିଳିଛି । ମହିଳା ଜଣକ ହେଲେ ମାହାଙ୍ଗା ଥାନା  ଅଂଚଳର। ମହିଳା ଙ୍କ ଏତଲା ଆଧାରରେ…
Read More...

କେନ୍ଦ୍ରାପଡ଼ାରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ…

କେନ୍ଦ୍ରାପଡ଼ା, ୨୩.୦୭.୨୦୨୫, କେନ୍ଦ୍ରାପଡ଼ାରେ ନୂତନ ଜିଲ୍ଲାପାଳ ଭାବେ ରଘୁରାମ ଆର ଆୟାର(ଭା.ପ୍ର. ସେ) ଗତ କାଲି ଅପରାହ୍ନରେ ଯୋଗ ଦେଇଛନ୍ତି । ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗରେ ନିର୍ଦ୍ଧେଶକ ଭାବେ କାର୍ୟ୍ୟ କରୁଥିଲେ । ସେ…
Read More...

ରାଜ୍ୟପାଳଙ୍କ ସଚିବ ଭାବରେ ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତି

ଭୁବନେଶ୍ୱର:- ରାଜଭବନ ଇତିହାସରେ ପ୍ରଥମ । ରାଜ୍ୟପାଳଙ୍କ ସଚିବ ଭାବରେ ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳଙ୍କ ସଚିବ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ରୂପା ରୋଶନ ସାହୁଙ୍କୁ ନିଯୁକ୍ତି ମିଳିଛି । ରୂପା ରୋଶନ ଓଡ଼ିଶା ରାଜଭବନ ଇତିହାସରେ ପ୍ରଥମ ମହିଳା ସଚିବ ।…
Read More...

ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର:- ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରୀୟ ଜଳ କମିଶନରେ ସମସ୍ୟା ସମାଧାନ ପାଇଁ ହେଉଥିବା…
Read More...