ବାୟୁସେନାର ବିମାନ F-7 ଦୁର୍ଘଟଣାଗ୍ରସ୍ତ ହୋଇ ଏକ ସ୍କୁଲ କୋଠା ଉପରେ ପଡ଼ିଛି…

ପୁଣି ଘଟିଲା ବିମାନ ଦୁର୍ଘଟଣା । ଭାରତ ପରେ ବାଙ୍ଗଲାଦେଶରେ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ବାଙ୍ଗଲାଦେଶ ରାଜଧାନୀ ଢାକାର ଉତ୍ତରା ଅଞ୍ଚଳରେ ବାୟୁସେନାର ବିମାନ F-7 ଦୁର୍ଘଟଣାଗ୍ରସ୍ତ ହୋଇ ଏକ ସ୍କୁଲ କୋଠା ଉପରେ ପଡ଼ିଛି। ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି।…
Read More...

ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ

ଭୁବନେଶ୍ୱର:- ଦୁଷ୍କର୍ମ ଅଭିଯୋଗରେ ଗିରଫ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ପଦ ଓ ଦଳରୁ ନିଲମ୍ବନ କରାଯାଇଛି। ତାଙ୍କୁ ପଦରୁ ନିଲମ୍ବନ କରିଛନ୍ତି ଜାତୀୟ ଯୁବ କଂଗ୍ରେସ ସଭାପତି ବରୁଣ ଚୌଧୁରୀ। ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ ଉଦିତଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ-୨୦୨୫ ଅନୁଷ୍ଠିତ

ସୁବର୍ଣ୍ଣପୁର:- ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ସୁବର୍ଣ୍ଣପୁର ତାଲିମ ଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ-୨୦୨୫ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ା ରମେଶ ଚନ୍ଦ୍ର ସ୍ୱାଇଁଙ୍କ…
Read More...

ବନ୍ଦ କରିଥିଲା ବିଜେଡି ସରକାର ତାଲା ଖୋଲିଲେ ବିଜେପି ସରକାର

ଭୁବନେଶ୍ୱର:- ରାଜ୍ୟରେ ମିଶ୍ରଣ ପରେ ରାଜ୍ୟ ସରକାର ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ୪୬ଟିର ତାଲା ଖୋଲିଛନ୍ତି। ଆଉ ୪ଟି ସ୍କୁଲ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବ ସରକାରଙ୍କ ସମୟରେ ଛାତ୍ରୀଛାତ୍ରଙ୍କ କମ୍‌ ଉପସ୍ଥାନ ଥିବା…
Read More...

ଜମିଜମାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଚାଲିଗଲେ ବ୍ୟକ୍ତି

ଜମିଜମା କୁ ନେଇ ଏଭଳି ଅଭାବ ନିୟ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା  ସିଂଲା ଥାନା  ଗୋପୀନାଥ ପୂର  ଗ୍ରାମରେ।  ଅଭିଯୋଗ ମୁତାବକ ଗ୍ରାମର ସେକ୍ କାଲୁ  କିଛି ବର୍ଷ ପୂର୍ବେ କିଣିଥିବା  ଜମି ରେ  ବାଡ଼ ବସାଇ ବାକୁ କେନ୍ଦ୍ର କରି  ଅପର ପକ୍ଷ ବକର ବକ୍ସ ଓ ତାଙ୍କ ପରିବାର ବର୍ଗ ମୋଟ…
Read More...

ନର୍ଲା ବ୍ଳକ ଯାଦବ ସମିତି ପକ୍ଷରୁ ନୂତନ କର୍ମ କର୍ତ୍ତା ଚୟନ…

ନର୍ଲା ବ୍ଲକ ଯାଦବ ସମିତି ପକ୍ଷରୁ ସ୍ଥାନୀୟ ଯାଦବ ଭବନଠାରେ ନର୍ଲା ବ୍ଲକ୍ ଯାଦବ ସମିତି ର ନୂତନ କମିଟି ଗଠନ କୁ ନେଇ ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡଙ୍କ ଅଧ୍ୟକ୍ଷତାରେ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ଆୟୋଜିତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ କଳାହାଣ୍ଡି…
Read More...

ପୁରୁଣା ପରମ୍ପରାକୁ ବଜାୟ ରଖିବା ଏବଂ ଜମି ବିଭାଜନକୁ ଏଡାଇବା ପାଇଁ ଦୁଇ ଭାଇ ଗୋଟିଏ ଝିଅକୁ ବିବାହ

ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ଶିଲାଇ ଅଞ୍ଚଳରୁ ଏକ ଖବର ଆସିଛି, ଯେଉଁଠାରେ ଦୁଇ ଭାଇ ଗୋଟିଏ ଝିଅକୁ ବିବାହ କରିଛନ୍ତି। ଏହି ବିବାହ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। କୁହାଯାଉଛି ଯେ ଉଭୟ ଭାଇ ମିଳିତ ପରିବାରର…
Read More...

ମହିଳା ଏଏସଆଇଙ୍କୁ ମାରିଲେ CRPF କନଷ୍ଟେବଳ

ଅନେକ ସମୟରେ ଜଣେ ଅନ୍ୟ ଜଣଙ୍କ ଉପରେ ଅଧିକ ବିଶ୍ୱାସ କରିବା ହିଁ ଭୁଲ ହୋଇଥାଏ । କାରଣ ଯାହା ଉପରେ ଅତ୍ୟଧିକ ବିଶ୍ୱାସ କରାଯାଏ ସେହି ବ୍ୟକ୍ତି ହିଁ ବିଶ୍ୱାସ ଭାଙ୍ଗିଥାଏ । ଏପରି ଏକ ଖବର ସାମ୍ନାକୁ ଆସିଛି ଗୁଜୁରାଟରୁ । ଯେଉଁଠାରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ହତ୍ୟା ମାମଲା ଚାଞ୍ଚଲ୍ୟ…
Read More...

ଏଜବାଷ୍ଟନ ଟେଷ୍ଟ ମ୍ୟାଚରେ ଆଘାତ ଯୋଗୁଁ ଆକାଶ ଦୀପ ଚତୁର୍ଥ ଟେଷ୍ଟ ମ୍ୟାଚରୁ ବାହାରେ ରହିପାରନ୍ତି…

ଏଜବାଷ୍ଟନ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟରେ ଆକାଶ ଦୀପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ସେ ଲର୍ଡସ ଟେଷ୍ଟ ମ୍ୟାଚରେ ତାଙ୍କ ପ୍ରଦର୍ଶନକୁ ଦୋହରାଇ ପାରିନଥିଲେ ଏବଂ କେବଳ ଗୋଟିଏ ୱିକେଟ ନେଇଥିଲେ। ଏବେ ମାଞ୍ଚେଷ୍ଟର ଟେଷ୍ଟ ମ୍ୟାଚ ପୂର୍ବରୁ ତାଙ୍କ ବିଷୟରେ ଏକ ବଡ଼…
Read More...

ବନ୍ୟାରେ ପ୍ରାଣ ହରାଇଛନ୍ତି ୨୦୦ରୁ ଉର୍ଦ୍ଧ ଲୋକ..

ପାକିସ୍ତାନରେ ମୃତୁ୍ୟର ତାଣ୍ଡବ ରଚୁଛି ବନ୍ୟା । ମୈାସୁମୀ ବର୍ଷା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଫଳରେ ୨୦୦ରୁ ଉର୍ଦ୍ଧ ଜୀବନ ଯାଇଛି । ସେମଧ୍ୟରୁ ୧୦୦ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ଏନେଇ ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କୁ ଉଦ୍ଧୃତ କରି ଏହି…
Read More...