ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ମୁସା ସମେତ ତିନି ଜଣ ଆତଙ୍କବାଦୀ ନିହତ!

ଜମ୍ମୁ-କାଶ୍ମୀରର ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ଲସ୍କର-ଏ-ତୈବା (ଏଲଇଟି)ର ଶୀର୍ଷ କମାଣ୍ଡର ହାସିମ ମୁସା ଶେଷରେ ଭାରତୀୟ ସେନା ଦ୍ୱାରା ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର ୨୮ ଜୁଲାଇରେ ଶ୍ରୀନଗରର ଲିଡୱାସ ଅଞ୍ଚଳରେ ହୋଇଥିଲା। ଏବେ ଏହି ଏନକାଉଣ୍ଟରର ଫଟୋ ସାମ୍ନାକୁ ଆସିଛି। ହାସିମ…
Read More...

ଜିଲ୍ଲା ସ୍ତରୀୟ ୨୦୨୫ ବେଡମିଣ୍ଟନ ଟୁର୍ଣାମେଣ୍ଟରେ ରେକର୍ଡ ସୃଷ୍ଟି କଲେ ମନିଷ ପାଲ

ରାଇରଙ୍ଗପୁର:- ରାଇରଙ୍ଗପୁର ଅଂଚଳର ଯୁବ ବେଡମିଣ୍ଟନ ତାରକା ମନିଷ ପାଲ ଜିଲ୍ଲା ସ୍ତରୀୟ ୨୦୨୫ ବେଡମିଣ୍ଟନ ଟୁର୍ଣାମେଣ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି । ବାରିପଦାରେ ଷ୍ଟାଡିୟମ ପଡ଼ିଆରେ ତ୍ରୀ ଦୀବସୀୟ ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ,୧୯ ବର୍ଷରୁ କମ ଏବଂ ବରିଷ୍ଠ ବିଭାଗରେ ନିଜର କ୍ରୀଡା…
Read More...

କୁକୁର ନାଁରେ ବାହାରିଲା ରେସିଡେଣ୍ଟ ସାର୍ଟିଫିକେଟ…

ବିହାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଝଓଜ ମାଧ୍ୟମରେ ଲୋକମାନେ ସେମାନଙ୍କର ଡକୁ୍ୟମେଣ୍ଟ ସଂଶୋଧନ କରୁଥିବା ବେଳେ ଏଥିରେ ଗୋଟିଏ କୁକୁରର ଡକୁ୍ୟମେଣ୍ଟ ଦେଖିବାକୁ ମିଳିଛି । ବିହାର ପାଟନା ଜିଲ୍ଲାର ମସୌରିରେ 'କୁକୁର ବାବୁ'କୁ RTPS ପୋର୍ଟାଲ୍ ଦ୍ୱାରା ସ୍ୱତନ୍ତ୍ର ଚିକିତ୍ସା…
Read More...

ମା’ ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ ପାଇଁ ଶୁଭ ସମୟ ଧାର୍ଯ୍ୟ

ବଲାଙ୍ଗିର: ଆଜି ରାଜ ପୁରୋହିତଙ୍କ ଦ୍ୱାରା ନୂଆଖାଇ ‘ଲଗ୍ନା’ ଘୋଷଣା କରାଯାଇଛି। ଏହି ଘୋଷଣା ଏଠାକାର ଶୈଳଶ୍ରୀ ପ୍ୟାଲେସରେ କରାଯାଇଥିଲା। ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାରେ ନୂଆଖାଇର ଫସଲ ପର୍ବର ଗୁରୁତ୍ୱ ରହିଛି। ଫଳସ୍ୱରୂପ ଏହି ପର୍ବର ସୂକ୍ଷ୍ମ ବିବରଣୀକୁ ଧ୍ୟାନ ଦିଆଯାଏ। ସବୁକିଛି…
Read More...

ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ଵର:- ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । କ୍ୟାମ୍ପସ କ୍ବାର୍ଟର୍ସରେ ଏକା ଥିବାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ତ୍ରୀ ଶନିବାର ରେମୁଣା ଥାନାରେ ଅଭିଯୋଗ କରିବା ପରେ ନୀଳଗିରି…
Read More...

ସରଣ୍ଡା ଜଙ୍ଗଲରେ ମାଟି ତଳେ ମାଓବାଦୀମାନେ ଲୁଚାଇଥିଲେ ୩୫ ଲକ୍ଷ ଟଙ୍କା

ଓଡ଼ିଶା ସୀମାନ୍ତ ଚାଇଁବସାର ସରଣ୍ଡା ଜଙ୍ଗଲରୁ ମିଳିଲା ପୁଳାପୁଳା ଟଙ୍କା ବିଡ଼ା। ସରଣ୍ଡା ଜଙ୍ଗଲରେ ମାଟି ତଳେ ମାଓବାଦୀମାନେ ଟଙ୍କା ଲୁଚାଇ ରଖିଥିବା ନେଇ ଗୋଇନ୍ଦା ବିଭାଗ ସୂଚନାକୁ ଭିତ୍ତି କରି ସରଣ୍ଡାରେ କମ୍ବିଂ ଅପରେଶନ ସହିତ ସର୍ଚ୍ଚ ଜାରି କରିଥିଲା  ସୁରକ୍ଷା ବାହିନୀ । ମାଓବାଦୀମାନେ…
Read More...

ବାର୍ଥ ଡେ ସେଲିବ୍ରେସନ ବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ଭୂତ

ପୁରୀ:- ବାର୍ଥ ଡେ ସେଲିବ୍ରେସନ ବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ଭୂତ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଜୁଆଲରେ ଅନ୍ଧାର ରାତିରେ କାନ୍ଦ ବୋବାଳି ସାଙ୍ଗକୁ ପାଉଁଜର ଛମ୍ ଛମ୍ ଶବ୍ଦ ଆଉ ତା ପରେ ଚିତ୍କାର ସମସ୍ତଙ୍କୁ ଭୟଭୀତ କରୁଛି । ତେବେ ସେ କରୁଣ କାନ୍ଦ କାହାର…
Read More...

ବିକାଶଶୀଳ ଦେଶଗୁଡିକରେ ଏବେ ବି ଟ୍ୟୁବୋରୋକୁଲୋସିସ୍ ବା ଟିବି ଏକ ଗଭୀର ସ୍ୱାସ୍ଥ୍ୟ ସମସ୍ୟା

ମୟୂରଭଞ୍ଜ:- ବିକାଶଶୀଳ ଦେଶଗୁଡିକରେ ଏବେ ବି ଟ୍ୟୁବୋରୋକୁଲୋସିସ୍ ବା ଟିବି ଏକ ଗଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଜଣାପଡୁଛି।  ଏହା ଦୀର୍ଘକାଳୀନ ଚିକିତ୍ସା, ସାମାଜିକ ଓ ମାନସିକ ଚାପ୍ ନିମିତ୍ତ ରୋଗୀଙ୍କୁ ଅଧିକ ପୀଡ଼ା ଦେଇଥାଏ। ବିଶେଷକରି ଏଚ ଆଇ ଭି ଗ୍ରସ୍ତ ବ୍ୟକ୍ତି, ଯେଉଁମାନେ ଟିବି ସହିତ…
Read More...

ଯୋଗ, ଯଜ୍ଞ ଓ ଗୋ ସେବା ର ପ୍ରଚାର ପ୍ରସାର ଲାଗି ଆହ୍ୱାନ ଦେଲେ ପତଞ୍ଜଳି ଓଡିଶା ମୁଖ୍ୟ ସୁଧାଂଶୁ ଅଧିକାରୀ

ସୋନପୁର:- ଦୀର୍ଘ ଦୁଇ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାଗୃହ ଓ ଫରେଷ୍ଟ ସ୍ମାର୍ଟ୍ ପାର୍କ ଠାରେ ରେ ଜିଲ୍ଲା ସ୍ତରୀୟ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମାଧ୍ୟ୍ୟମରେ ଜିଲ୍ଲାରେ ଥିବା ଯୋଗ ସଂଗଠନ କୁ ମଜବୁତ ତଥା…
Read More...

ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ସଦର ବିଡିଓ ଏବଂ ତାଙ୍କ ପତ୍ନୀ

କୋଣାର୍କ:- ପୁରୀ ବେଳାମାର୍ଗରେ ନଦୀକୁ ଖସିଲା କାର। ମେରାଇନ ଥାନା ଅନ୍ତର୍ଗତ ଲୋଟସ ରିସର୍ଟ ନିକଟ ରାମଚଣ୍ଡୀ ମୁହାଣ କୁଶଭଦ୍ରା ନଦୀରେ କାର ବୁଡି ଯାଇଥିଲା। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ସଦର ବିଡିଓ ଏବଂ ତାଙ୍କ ପତ୍ନୀ। ପାରକିଙ୍ଗ ସ୍ଥଳରେ ଗାଡି ବୁଲାଇବା ଵେଳେ…
Read More...