ଟି-୨୦ ଫାର୍ମଟିରେ ବିଶ୍ୱର ନମ୍ବର-୧ସ୍ଥାନରେ ଇଣ୍ଡିଆର ଯୁବ କ୍ରିକେଟର ଅଭିଷେକ ଶର୍ମା

ନୂଆଦିଲ୍ଲୀ:- ଟିମ ଇଣ୍ଡିଆର ଯୁବ କ୍ରିକେଟର ଅଭିଶେକ ଶର୍ମା ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଂରେ ୧ ନମ୍ବର ସ୍ଥାନରେ ରହି ନିଜ କ୍ୟାରିୟରରେ ଏକ ମାଇଲଖୁଣ୍ଟ ପାର୍ କରିଛନ୍ତି । ଟ୍ରାଭିସ୍ ହେଡଙ୍କୁ ପଛରେ ପକାଇ ସେ ଏହି କିର୍ତ୍ତୀମାନ ଅର୍ଜନ କରିଛନ୍ତି । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର…
Read More...

ଗୋପ ଥାନା ହାଜତରୁ ଫେରାର ହେଲେ ୨ ଅଭିଯୁକ୍ତ

ପୁରୀ:- ପୁରୀ ଜିଲ୍ଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍‌ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଚୋରି ମାମଲାରେ ବାଇକ୍‌ ସହ ୨ ଅଭିଯୁକ୍ତ ଗିରଫ ହେଇଥିଲେ। ତେବେ ଏତେ ସୁରକ୍ଷା ସତ୍ତ୍ବେ ଶୌଚ ହେବା…
Read More...

ଶ୍ରୀମନ୍ଦିରରେ ଭି.ଆଇ.ପି ଦର୍ଶନ କରାଇବେ କହି ଠକିନେଲେ

ପୁରୀ:- ଲୋକଙ୍କୁ ଠକିବା ପାଇଁ ଠକ ମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । ଠକମାନେ ଏବେ ଭକ୍ତଙ୍କ ଭାବାବେଗକୁ ନେଇ ଠକିବା ଆରମ୍ଭ କଲେଣି । ଠକମାନେ ଶ୍ରୀମନ୍ଦିର ଦର୍ଶନ ପାଇଁ ଅନଲାଇନ ସ୍ଲଟ୍ ବୁକିଂ କରୁଛନ୍ତି । ଭି.ଆଇ.ପି ଦର୍ଶନ ବୁକିଂ ନାଁରେ ଜଣକ ପିଛା ନେଉଛିନ୍ତି ଏକ ହଜାର ଟଙ୍କା ।…
Read More...

ଭୁବନେଶ୍ଵର ଆର ଆଣ୍ଡ୍‌ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ କରୁଛି ରେଡ୍

ଭୁବନେଶ୍ଵର:- ଭିଜିଲାନ୍ସ ଜାଲରେ ପୁଣି ଜଣେ ସହକାରୀ ଯନ୍ତ୍ରୀ । ଭୁବନେଶ୍ଵର ଆର ଆଣ୍ଡ୍‌ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ କରୁଛି ରେଡ୍ । ମିଳିତ ମାଲିକାନା ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିବାରୁ ଭିଜିଲାନ୍ସ ବିଭାଗ ଆଜି ଅଶୋକଙ୍କ ଘରେ…
Read More...

ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:- ସୁଭଦ୍ରା ପୋର୍ଟାଲ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୁଣି ଥରେ ସୁଭଦ୍ରା ପୋର୍ଟାଲ ଖୋଲିବାକୁ ଯାଉଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ ପଡ଼ିଥିବା…
Read More...

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ୧ ଅଗଷ୍ଟରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି

ରାଜନଗର:- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ୧ ଅଗଷ୍ଟରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। ଏହି ଜାତୀୟ ଉଦ୍ୟାନ ଏକ ନୂତନ ରୂପ ସହିତ ଖୋଲିବ। ଲୁଣିଆ ପରିବେଶରେ ବଢ଼ିଥିବା ଗଛଗୁଡ଼ିକୁ ନେଇ ଏକ ମାଙ୍ଗ୍ରୋଭ୍ ନର୍ସରୀ ରୋପଣ କରାଯାଇଛି।…
Read More...

ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି କଦଳୀ ଗଛ ଲଗାଇ ଦେଇଥିଲା ଅଭିଯୁକ୍ତ

ବାରିପଦା-: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ସରପଙ୍ଖା ନୂଆଗାଁ ଗ୍ରାମରେ ଏକ ଲୋମହର୍ଷଣ ହତ୍ୟାକାଣ୍ଡର ଖୁଲାସା କରିଛି ପୋଲିସ । ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି ଉପରେ କଦଳୀ ଗଛ ଲଗାଇ ଦେଇଥିଲେ ଅଭିଯୁକ୍ତ। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଅଭିଯୁକ୍ତ ଜଣକ…
Read More...

୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହାଇଡ୍ରୋପୋନିକ ଉଇଡ ବା ମାରିଜୁଆନା ଜବତ

ଭୁବନେଶ୍ୱର:- ଭୁବନେଶ୍ୱରରେ କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କମିଶନରେଟ ପୋଲିସ ବ୍ୟାଙ୍କକରୁ ଆସୁଥିବା ତିନି ଯାତ୍ରୀଙ୍କୁ ଅଟକ କରି ୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରିଛି। ବ୍ୟାଙ୍କକରୁ ଭୁବନେଶ୍ୱର…
Read More...

ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ:- ବୁଧବାର ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥି​‌ରେ ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ସିଂହବାହିନୀ ଯାତ୍ରା ମଞ୍ଚରେ ବିବାଦୀୟ ଅଭିନେତା ପୀୟୂଷ ତ୍ରିପାଠୀ

ବସ୍ତା : ବିବାଦୀୟ ଯଲିଉଡ ଖଳ ନାୟକ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ ଉପୁଜି ଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଚଳିତ ଯାତ୍ରା ଋତୁ ଆରମ୍ଭରେ ବାଲିଆପାଳର ବିଗ ବଜେଟ ଯାତ୍ରା ଅନୁଷ୍ଠାନ ଯାତ୍ରା ସିଂହବାହିନୀ ବାଲେଶ୍ଵର ଜିଲ୍ଲା ବସ୍ତାରେ ତାର ପେଣ୍ଡାଲ ଶୁଭାରମ୍ଭ କରିଛି। ସୋମବାର…
Read More...