ଜନ୍ମାଷ୍ଟମୀ ପରେ ଗୁରୁତ୍ୱପୂର୍ଣ୍ଣ ଭାଦ୍ରବ କୃଷ୍ଣ ଏକାଦଶୀ ହୋଇଥାଏ ଏହି ନୀତି…

ପୁରୀ : ମାର୍କେଣ୍ଡେୟ ପୁଷ୍କରିଣୀରେ କାଳିୟଦଳନ ନୀତି ଓ ଧେନୁକାସୁର ବଧ ନୀତି ସମ୍ପନ୍ନ। ଭାଦ୍ରବ କୃଷ୍ଣ ଏକାଦଶୀ ଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବେଶରେ ମହାପ୍ରଭୁଙ୍କ ଠାରୁ ତିନି ଖଣ୍ଡ ଆଜ୍ଞାମାଳ ମଦନମୋହନ, ରାମ, କୃଷ୍ଣ ଚଳନ୍ତି ପାଇବା ପରେ ବଟବୃକ୍ଷ ସମୀପରେ ରଖାଯାଇଥିବା ପାଲିଙ୍କିକୁ…
Read More...

ଭଙ୍ଗାହେବ ଭୁବନେଶ୍ୱରରେ ୧୯୧ ବେଆଇନ ଆପାର୍ଟମେଣ୍ଟ

ଭୁବନେଶ୍ୱର; ଭୁବନେଶ୍ୱରରେ ୧୯୧ ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦେଶ । ବିଡିଏ ଅଧୀନରେ ଥିବା ବେଆଇନ ଭାବେ ୪୯୧ ଟି ଆପାର୍ଟମେଣ୍ଟ ଥିବା ଅଭିଯୋଗ ହୋଇଥିବା ବେଳେ ୧୯୧ ଟି ଭାଙ୍ଗିବା କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସେହିପରି ୬୩ ଟି ମାମଲା ଖାରଜ ହୋଇଥିବାବେଳେ ୨୩୭ ଟି…
Read More...

ନୂଆ ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡ଼ିଓ

ଭୁବନେଶ୍ୱର (ବିଧାନସଭା);-ନୂଆ ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡ଼ିଓ । ବିଭିନ୍ନ ଅଭିଯୋଗ ଆଧାରରେ ୯୧ ବିଡ଼ିଓଙ୍କ ଉପରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ବିଚାର କୁ ନେଲେ ରାଜ୍ୟ ସରକାର । ଯାହାକୁ ବର୍ତ୍ତମାନ ବିଚାରକୁ ନିଆଯାଇଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ ବିଜେଡି ବିଧାୟକ ପ୍ରଶାନ୍ତ…
Read More...

ନିଜକୁ କହିଲେ ପାଣ୍ଡିଆନଙ୍କ ଶଳା : ଲୁଟିନେଲେ କୋଟି କୋଟି ଟଙ୍କା

ଭୁବନେଶ୍ୱର : ନିରୀହ ଲୋକ ତଣ୍ଟି ସବୁବେଳେ ପାୱାରଫୁଲ ଲୋକଙ୍କ ହାତରେ ଚାପି ହୋଇ ରୁହେ । କେନ୍ଦ୍ରାପଡା ଜିଲ୍ଲାରେ ଠିକ ସେମିତି ଘଟଣା ନଜରକୁ ଆସିଛି । କେନ୍ଦ୍ରାପଡା ଜ୍ୱାଇଁ କହିଲେ ସମସ୍ତେ ବୁଝନ୍ତି ତାମିଲ ବାବୁ । ଏହି ଠକେଇ ବି ହୋଇଛି ଜ୍ୱାଇଁ ବାବୁଙ୍କ ନାଁ ନେଇ । ପାଣ୍ଡିଆନଙ୍କ ଶଳା ଓ…
Read More...

ଆଜି ଠାରୁ ଜଷ୍ଟିସ ଅରିଜିତ ପଶାୟତଙ୍କ ତିନିଦିନିଆ ଓଡିଶା ଗସ୍ତ : କଟକରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ବ୍ୟୁରୋ : ଆଜିଠାରୁ ତିନିଦିନିଆ ଗସ୍ତରେ ଜଷ୍ଟିସ ଅରିଜିତ ପଶାୟତ ଓଡିଶା ଆସୁଛନ୍ତି । ଅରିଜିତ ପଶାୟତ ହେଉଛନ୍ତି କଳାଧନ ସମ୍ପର୍କିତ ଏସଆଇଟି ଅଧ୍ୟକ୍ଷ । ଆସନ୍ତାକାଲି ପୁରୀ ଗସ୍ତରେ ଯିବେ ଜଷ୍ଟିସ ପଶାୟତ । ୨୮ ତାରିଖ ଦିନ ଦିନ ୧୧ଟା ବେଳେ ଏସଆଇଟିର ବିଠକ ବସିବ । ଅନ୍ୟପଟେ ଆସନ୍ତାକାଲି ଓଡିଶା…
Read More...

ଖୋଲିବ ରହସ୍ୟ : ସନ୍ଦୀପ ଘୋଷଙ୍କ ଘରେ ଚଢ଼ାଉ

ବ୍ୟୁରୋ : କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଖୋଲୁଛି ଗୋଟେ ପରେ ଗୋଟେ ନୂଆ ଫର୍ଦ । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟ କରାଯାଇଥିବାବେଳେ ଆରଜି କର ହସ୍ପିଟାଲ ଓ କଲେଜର ପୂର୍ବତ୍ତନ ପ୍ରିନସିପାଲଙ୍କ ଘରେ ଚଢ଼ାଉ ହୋଇଛି । ଏସବୁ ଭିତରେ ମହିଳାଙ୍କ ବିରୋଧରେ…
Read More...

ବନ୍ଦ ହୋଇଯିବ କି ଟେଲିଗ୍ରାମ ? :ଟେଲିଗ୍ରାମ ସିଇଓଙ୍କ ହାତରେ ପଡିଲା ହାତକଡ଼ି

ବ୍ୟୁରୋ : ଟେଲିଗ୍ରାମ ସିଇଓଙ୍କ ହାତରେ ପଡିଲା ହାତକଡ଼ି । ଅଚାନକ ବିମାନ ବନ୍ଦରରୁ ମେସେଜିଂ ଆପ୍‌ ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭଙ୍କୁ ବାନ୍ଧିନେଲା ପୋଲିସ । ଫ୍ରାନ୍ସର ରାଜଧାନୀ ପ୍ୟାରିସର ବୋର୍ଜେଟ ବିମାନ ବନ୍ଦରରୁ ସେ ଗିରଫ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ବିଲେନିୟର ପାଭେଲ…
Read More...

ସେପ୍ଟେମ୍ବର ୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ୱର; ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ଓଡିଶାକୁ ଆସି ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ । ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ନିର୍ବାଚନ ପୂର୍ବରୁ ଏହି ଯୋଜନା କାର୍ଯ୍ୟକାରୀ ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । ସରକାର ଗଠନ…
Read More...

କଙ୍ଗାରୁ କୋର୍ଟ;ମହିଳାଙ୍କୁ ଲଣ୍ଡା କରି ୪ ଗିରଫ

ଝାରୁସୁଗୁଡା; ମହିଳାଙ୍କୁ ଲଣ୍ଡା କରି ୪ ଗିରଫ । କଙ୍ଗାରୁ କୋର୍ଟ ଦେଖିବାକୁ ମିଳିଛି । ମହିଳାଙ୍କୁ ଲଣ୍ଡା କରିଛନ୍ତି କିଛି ଲୋକେ । ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ପୋଲିସ । ନ୍ୟାୟ ଦାବିରେ ମାଆ ଓ ପୁଅ ଥାନାର ଦ୍ୱାରସ୍ଥ ହେବା ପରେ ୪ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଆଜିକାଲି…
Read More...

ପ୍ରଶିକ୍ଷିଣ ଶିବିରକୁ ଉଦଘାଟନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ;ତାଲିମ ନେବେ ବିଜେଡି ବିଧାୟକ

ଭୁବନେଶ୍ୱର; ପ୍ରଶିକ୍ଷିଣ ଶିବିରକୁ ଉଦଘାଟନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ପ୍ରଶିକ୍ଷିଣ ଦୁଇଦିନ ଚାଲିବ । କାରଣ ପ୍ରଥମଥର ବିରୋଧି ଦଳ ସ୍ଥାନରେ ବସିଥିବାରୁ ଆଗକୁ ରଣନୀତି କଣ ରହିବ ସେନେଇ ତାଲିମ ନେବେ ବିଜେଡି ବିଧାୟକ । ଏହି ପ୍ରଶିକ୍ଷଣ ଶିବିର ଶଙ୍ଖ ଭବନରେ ହେବ । ବରିଷ୍ଠ…
Read More...