ଶୂନ୍ୟକାଳରେ ବିଜେଡିର ତିନୋଟି ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ଉତ୍ତର ଦାବି

ଭୁବନେଶ୍ୱର : ଅଳ୍ପ ଦିନ ମଧ୍ୟରେ ଶେଷ ହେବ ବଜେଟ ଅଧିବେଶନ । ଏହାରି ଭିତରେ ରାଜ୍ୟପାଳଙ୍କ ଅଭିଭାଷଣ ବକ୍ତବ୍ୟ ବେଳେ ସଂସଦୀୟ ମନ୍ତ୍ରୀ କହିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବା ପାଇଁ, ଏହି ପ୍ରସଙ୍ଗକୁ ବିଜେଡି ନେତା ଗୃହର ବିବରଣୀରୁ ହଟାଇବା ପାଇଁ କହିଥିଲେ ଏବଂ…
Read More...

ଘରକୁ ଆସିଲେ ଲକ୍ଷ୍ମୀ : ବାପା, ମା’ ହେଲେ ରଣବୀର ସିଂ ଓ ଦୀପିକା ପାଦୁକୋନ

ବ୍ୟୁରୋ : ଗଣେଶ ଚତୁର୍ଥୀର ଠିକ ଦିନେ ପରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦୀପିକା । କୋମଳମତି ଶିଶୁର ଆଗମନରେ ଦୀପବୀରଙ୍କ ଘରେ ଖୁସିର ମାହୋଲ ଦେଖାଯାଇଛି । ଶ୍ରୀ ଗଜାନନଙ୍କ ଉତ୍ସବ ମଧ୍ୟରେ କନ୍ୟା ସନ୍ତାନ ଜନ୍ମ ଦୀପିକା ଓ ରଣବୀରଙ୍କ ପାଇଁ ବଡ ଆଶୀର୍ବାଦ ଠାରୁ କିଛି କମ ନୁହେଁ ।…
Read More...

ବଳାତ୍କାର-ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡ: ସିଲିଗୁରି କୋର୍ଟ ନାବାଳିକା ପୀଡିତାଙ୍କୁ ଦେଲା ନ୍ୟାୟ

ବ୍ୟୁରୋ : ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗର ସିଲିଗୁରିର ଏକ କୋର୍ଟରେ ଏମଡି ଅବାସ ନାମକ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛି । ଗତ ବର୍ଷ ଘଟିଥିବା ଏହି ଜଂଘନ୍ୟ କାଣ୍ଡରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି । ଘଟଣାର ତଦନ୍ତ କରି ପୁଙ୍ଖାନୁପୁଙ୍ଖ ଆଇନଗତ ପ୍ରକ୍ରିୟା ପରେ…
Read More...

ଆମେ ଟିଭିରେ ଦେଖିଛୁ : ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାକୁ ଆସନ୍ତି ନାହିଁ

ଭୁବନେଶ୍ୱର : ବିଧାନସଭାରେ ବିଭୂତି ପ୍ରଧାନଙ୍କ ବିବୃତି କୁ ନେଇ ଚର୍ଚ୍ଚା ।ବିଜେଡି ସରକାର ରେ ଜଣେ ଛାୟା ଜଣେ କାୟା ମୁଖ୍ୟମନ୍ତ୍ରୀ ଥିଲେ । ଛାୟା ମୁଖ୍ୟମନ୍ତ୍ରୀ ସାଜିଥିବା ଜଣେ ଅଫିସର ସେ କେବେ ବିଧାନସଭା ଆସିନାହାନ୍ତି । କାୟା ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାକୁ ଆସନ୍ତି ନାହିଁ । ଯାହା…
Read More...

ବର୍ତ୍ତମାନର ବଡ ଖବର : ମାଲ୍ ଗାଡି ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ଖୋର୍ଦ୍ଧା : ଅଚାନକ ମାଲ୍ଗାଡି ସାମ୍ନାକୁ ଡେଇଁପଡିଲେ ଯୁବକ । ଆତ୍ମହତ୍ୟା ଉଦ୍ୟମ କରି ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ଘଟଣାଟି ସକାଳ ୧୦ ଘଟିକା ସମୟର ଘଟିଛି । ଖୋର୍ଦ୍ଧା ରୋଡ୍ ୩ ନମ୍ବର ଷ୍ଟେସନ୍ରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ତେବେ ଯୁବକ ଜଣଙ୍କର ମୁଣ୍ଡରେ କେବଳ ଆଘାତ…
Read More...

ଆସିଲା ବଡ ସୂଚନା : ଡେଙ୍ଗୁରେ ହୋଇନାହିଁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର : ଯେଉଁ ରୋଗ ଭେକ୍ଟର ବା ଜଣଙ୍କୁ ଅନ୍ୟଙ୍କୁ ବ୍ୟାପେ, ଡେଙ୍ଗୁ, ଚିକେନ ଗୁନିଆ ପରି ରୋଗ। ଡେଙ୍ଗୁ ଏଡିସ ମଶା କାମୁଡାରେ ହୁଏ। ଏହା ବର୍ଷା ଦିନରେ ଅଧିକ ହୁଏ କାରଣ ସେ ସମୟରେ ଭେକ୍ଟର ବଢ଼େ। 51361 ପରୀକ୍ଷା ହୋଇଛି। ଏଥିରୁ 3307 ଡେଙ୍ଗୁ ରୋଗୀ ଅଛନ୍ତି। ଗୋଟେ ମୃତ୍ୟୁ ଅଭିଯୋଗର…
Read More...

ମାଛ ଚାଷ ଓ କୁକୁଡ଼ାପାଳନ କରିଥିବା ଚିରଞ୍ଜିବି ରାଇତଙ୍କ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲାପାଳ

ଗଜପତି: (ବିବେକାନନ୍ଦ ବେହେରା) ବଣ ପାହାଡ ଘେରା ଗଜପତି ଜିଲ୍ଲାର ଗୋଶାଣୀ ବ୍ଳକ ଅନ୍ତର୍ଗତ ଖରସଣ୍ଡା ଗାଁ ଏହି ଗାଁ ରେ ଶିକ୍ଷିତ ଯୁବକ ଚିରଞ୍ଜିବି ରାଇତ ଉଦ୍ୟୋଗୀ । ସେ ନିଜର ଚାଷ ଜମି ଏବଂ ଗ୍ରାମର ଅନତି ଦୂରରେ ଥିବା ଗୁମ୍ମା ବ୍ଳକ ବିଟିସିଙ୍ଗ ମୌଜାରେ ଥିବା ଅଗଭୀର ମାଛ ପୋଖରୀକୁ ନେଇ ଜୀବନ…
Read More...

ଗଜପତିରେ ସୁଧୁରୁନି ରାସ୍ତା ଘାଟ ସମସ୍ୟା,ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା

ଗଜପତି: (ବିବେକାନନ୍ଦ ବେହେରା) ଗଜପତି ଜିଲ୍ଲାରେ ଏବେ ମଧ୍ୟ ରାସ୍ତା ଘାଟ ସମସ୍ୟା ଲାଗି ରହିଛି।ଏବେବି ଜିଲ୍ଲା ରେ ଅପହଞ୍ଚ ଇଲାକା ରହିଥିବା ବେଳେ ଜିଲ୍ଲା ସଦର ମହକୁମା ଠାରୁ ପାଖାପାଖି 10 କିଲୋମିଟର ଦୂରରେ ଥିବା ଗୁମ୍ମା ବ୍ଳକ ଅନ୍ତର୍ଗତ ତରଙ୍ଗଡା ପଞ୍ଚାୟତର ସିତାନଗର ଗ୍ରାମକୁ ଆଜି…
Read More...

E-KYC କରିବା ପାଇଁ ଯାଉଥିବା ସମୟରେ ରାସ୍ତାରେ ପଡି ଗୁରୁତର : ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ସାଲେପୁର : (ଜ୍ୟୋସ୍ନା ରାଣୀ ସିଂହ )E-KYC କରିବା ପାଇଁ ଯାଇ ରାସ୍ତାରେ ପଡ଼ି ବୃଦ୍ଧା ଗୁରୁତର। ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଶାରୀରିକ ଅକ୍ଷମ, ଭିନ୍ନକ୍ଷମଙ୍କ ପାଇଁ ଘରକୁ ଯାଇ E-KYC…
Read More...

ଗୁଗଲ ପେ’ର ନୂଆ ଫିଚର : ବିନା ଆକାଉଣ୍ଟରେ ହେବ ପେମେଣ୍ଟ !!

ବ୍ୟୁରୋ : ଦିନକୁ ଦିନ ଡିଜିଟାଲ ପେମେଣ୍ଟ ସିଷ୍ଟମ ଜନଆଦୃତ ହେବାରେ ଲାଗିଛି । ଘରେ ବସି ଆଙ୍ଗୁଠି ଟିପରେ ସହଜରେ ସବୁ କାମ କରିହେଉଛି । ଗୁଗୁଲ ପେ, ଫୋନ୍ ପେ ଏବଂ ପେଟିଏମ୍ ଭଳି କମ୍ପାନୀ ୟୁପିଆଇ ପେମେଣ୍ଟ ସର୍ଭିସ ପ୍ରଦାନ କରିଥାଏ । ସେଥିପାଇଁ ବ୍ୟାଙ୍କରେ ଆକାଉଣ୍ଟ ଥିବା ଅନିବାର୍ଯ୍ୟ ଅଟେ ।…
Read More...