ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ଦରକାର ଥିଲା,ଲୁଟ ପାଇଁ ଉଦ୍ୟମ କରିଥିଲି…

ଅସୁସ୍ଥ ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ଦରକାର ଥିବାରୁ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଘରେ ଲୁଟ୍ ଉଦ୍ୟମ କରିଥିଲି ବୋଲି ବାଂଲାଦେଶୀ ନାଗରିକ ସରିଫୁଲ ଇସଲାମ ଶେହଜାଦ ଓରଫ ବିଜୟ ଦାସ (୩୦) କହିଛି। ଗତ ବର୍ଷ ଡିସେମ୍ବର ମାସରେ ଅଭିଯୁକ୍ତ ଜଣକ ହାଉସକିପିଂ ଚାକିରି ହରାଇଥିଲା ଏବଂ…
Read More...

ପୁଷ୍ପା -୨ ନିର୍ଦ୍ଧେଶକ ସୁକୁମାରଙ୍କ ଘରେ ଚଢାଉ କଲା ଆୟକର ବିଭାଗ..

ଦକ୍ଷିଣର ବ୍ଲକବଷ୍ଟର ଚଳଚ୍ଚିତ୍ର ପୁଷ୍ପା ୨ ର ନିର୍ଦ୍ଦେଶକ ସୁକୁମାରଙ୍କ ଘରେ ଆୟକର ବିଭାଗର ଚଢାଉ। ବୁଧବାର ଆୟକର ବିଭାଗ ଟିମ୍ ତାଙ୍କ ଘର ଏବଂ କାର୍ୟ୍ୟାଳୟରେ ଚଢାଉ କରିଥିଲା। ରିପୋର୍ଟ ଅନୁଯାୟୀ, ସୁକୁମାର ହାଇଦ୍ରାବାଦ ବିମାନବନ୍ଦରରେ ଥିବା ବେଳେ ଆୟକର ବିଭାଗ ଦଳ ଏହି ଚଢାଉ କରିଥିଲା । ଦଳ…
Read More...

ବିଜେପିରୁ ନିଜକୁ ଦୂରେଇ ରଖିଛି ଜେଡିୟୁ…

ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ) ନିଜ ସମର୍ଥନ ପ୍ରତ୍ୟାହାର କରିଛି। ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ନେତୃତ୍ୱରେ ଭାଜପା ସରକାର ଅଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, JDU ଆନୁଷ୍ଠାନିକ ଭାବରେ ମଣିପୁର…
Read More...

ମୋଦିଙ୍କୁ ବିଶ୍ୱର ବସ କହିଲେ ଏହି ଦେଶର ପ୍ରଧାନମନ୍ତ୍ରୀ…

ଫିଜି ପ୍ରଧାନମନ୍ତ୍ରୀ ସୀତିଭେନି ରାବୁକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱର 'ବସ୍' ବୋଲି କହିଛନ୍ତି। ରାଜଧାନୀ ସାଂସଦ ତଥା ଭାରତୀୟ ସଂଖ୍ୟାଲଘୁ ଫେଡେରେସନ୍ (ଆଇଏମ୍ଏଫ୍) ର ସଂଯୋଜକ ସତ୍ୟନମ୍ ସିଂ ସାନ୍ଧୁ ଏବଂ ଆଇଏମ୍ଏଫ୍ ପ୍ରତିଷ୍ଠାତା ପ୍ରଫେସର ହିମାନୀ ସୁଦଙ୍କ ସହ ଫିଜିରେ ଏକ…
Read More...

ଅଟୋ ଡ୍ରାଇଭରଙ୍କୁ ଭେଟିଲେ ସୈଫ, ଜଣାଇଲେ କୃତଜ୍ଞତା…

ଗତକାଲି ସୈଫ ଅଲ୍ଲୀ ଖାନଙ୍କୁ ଲୀଳାବତୀ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଜାନୁଆରୀ ୧୬ ରେ, ଜଣେ ଅଜଣା ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପ୍ରବେଶ କରିଥିଲେ। ଦୁହିଁଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ବେଳେ ବ୍ୟକ୍ତି ଜଣକ ଛୁରୀରେ…
Read More...

ମେକ ଇନ ଓଡିଶା କନକ୍ଲେଭରେ ଯୋଗଦେବେ ଦେଶର ଶହେ ଫଚ୍ୟୁନ ୫୦୦ କମ୍ପାନୀ..

ଉତ୍କର୍ଷ ଓଡ଼ିଶା- ମେକ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗଦେବେ ଦେଶର ଶହେ ଫର୍ଚ୍ୟୁନ ୫୦୦ କମ୍ପାନୀ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ସେହିପରି ଶିଳ୍ପ ସଚିବ…
Read More...

ନିଜ ଦେଶକୁ ଫରେିବେ ଆମେରିକାରେ ରହୁଥିବା ବେଆଇନ ଭାରତୀୟ…

ବେଆଇନ ଭାବେ ଆମେରିକାରେ ରହୁଥିବା ସମସ୍ତ ନାଗରିକଙ୍କୁ ଚିହ୍ନଟ କରି ଫେରାଇ ଆଣିବା ପାଇଁ ଭାରତ ସରକାର ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସହ ମିଶି କାମ କରିବାକୁ ଯାଉଛନ୍ତି । ଦୁଇ ଦେଶ ମିଳିତ ଭାବେ ଆମେରିକାରେ ଥିବା ପ୍ରାୟ ୧୮,୦୦୦ ବେଆଇନ ଭାବେ ପ୍ରବେଶ କରିଥିବା ଭାରତୀୟଙ୍କୁ ଦେଶାନ୍ତର କରିବା…
Read More...

ମହାକୁମ୍ଭରେ ୫୧ ଲିଟର କ୍ଷୀର ଲାଗି କରିବେ ସୀମା ହାଇଦର..

ପ୍ରେମ ପାଇଁ ଚାରି ସନ୍ତାନଙ୍କ ସହ ପାକିସ୍ତାନରୁ ବେଆଇନ ଭାବେ ଭାରତ ଆସିଥିବା ସୀମା ହାଇଦର ପୁଣି ଥରେ ହେଡଲାଇନରେ ରହିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାମୀ ସଚିନ୍ ମୀନାଙ୍କ ସହ ଗ୍ରେଟର ନୋଏଡାରେ ରହୁଥିବା ସୀମାଙ୍କୁ ହିନ୍ଦୁ ପର୍ବ ତଥା ରୀତିନୀତି ପାଳନ କରୁଥିବା ଦେଖିବାକୁ ମିଳିଥାଏ। ଏହି…
Read More...

ଯୁଦ୍ଧ ବନ୍ଦ ହେବା ନେଇ କହିଥିଲେ ଆମେରିକା ରାଷ୍ଟ୍ରପତି..

ଆମେରିକାରେ ଆରମ୍ଭ ହୋଇଛି ଟ୍ରମ୍ପଙ୍କ ଶାସନ । ୱାଶିଂଟନ୍‌ର କ୍ୟାପିଟାଲ ହିଲରେ ଟ୍ରମ୍ପ ଶପଥ ଗ୍ରହଣ କରିଥିଲେ। ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି। ଶପଥ ଗ୍ରହଣ ପରେ ବର୍ତ୍ତମାନ ସମସ୍ତଙ୍କ ଆଖି ଭବିଷ୍ୟତ ଉପରେ ରହିଛି। ଟ୍ରମ୍ପ ତାଙ୍କ ଶପଥ ଭାଷଣରେ ସ୍ପଷ୍ଟ କରିଛନ୍ତି ଯେ ସେ…
Read More...

ସଞ୍ଜୟର ଅପରାଧ ବିରଳ ନୁହେଁ -କୋର୍ଟ

ସବୁ ଅପେକ୍ଷାର ଅନ୍ତ ଘଟିଲା । ଶେଷରେ ଦୋଷୀକୁ ଦଣ୍ଡ ମିଳିଲା, ହେଲେ ଜଣେ ବଳାକôାର ଏବଂ ହତ୍ୟାକାରୀକୁ ଏପରି ଦଣ୍ଡରେ ସନ୍ତୁଷ୍ଟ ନୁହଁନ୍ତି ଅନେକ । ଏପରିକି ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀ ମଧ୍ୟ ସଞ୍ଜୟ ରାୟ ଦଣ୍ଡକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଗତ ବର୍ଷ ଅଗଷ୍ଟ ୯ ରେ…
Read More...