ଯାତ୍ରାରେ ଅଶ୍ଲୀଳତା ବନ୍ଦ ନେଇ ଯାତ୍ରା ମାଲିକଙ୍କୁ ଅନୁରୋଧ..

ମାଘମାସରେ ଖଣ୍ଡଗିରିରେ ହେଉଥିବା ଯାତ୍ରାକୁ ନେଇ ସରକାର ଚିନ୍ତାପ୍ରକଟ କରିଛନ୍ତି । ଯାତ୍ରାରେ ଚାଲିଥିବା ଅଶ୍ଳୀଳ ନୃତ୍ୟକୁ ନେଇ ଚାରିଆଡୁ ସମାଲୋଚିତ ହେବା ପରେ ବିଭାଗ ପକ୍ଷରୁ ଯାତ୍ରା ଉପରେ ନୂଆ ଆଇନ ଆଣିବାକୁ ଘୋଷଣା । ଯାତ୍ରାରେ ଅଶ୍ଳୀଳତା ବନ୍ଦହେବା ନେଇ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜଙ୍କ…
Read More...

ଅଗ୍ନିକାଣ୍ଡ ଘଟି ଜଣେ ମହିଳା ସହ ଜଳିଗଲେ ୩ ପିଲା…

ଗାଜିଆବାଦର କାଞ୍ଚନ ପାର୍କରେ ଏକ ଘରେ ନିଆଁ ଲାଗିଯାଇଥିଲା। ସୂଚନାନୁସାରେ, ଘରର ଦ୍ୱିତୀୟ ମହଲାରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ ସମୟରେ ତୃତୀୟ ମହଲାରେ ସମୁଦାୟ ୮ଜଣ ଥିଲେ। ସେଥିମଧ୍ୟରୁ ୪ ଟି ଜଣଙ୍କର ଜୀବନ ଅଳ୍ପକେ ବର୍ତ୍ତିଯାଇଛି । ଏହି ଦୁର୍ଘଟଣାରେ ଜଣେ ମହିଳା ଏବଂ ତିନି ପିଲାଙ୍କର…
Read More...

ଛତିଶଗଡ ବିଜାପୁର ଏନକାଉଣ୍ଟର ରେ ୧୮ ମାଓବାଦୀ ନିପାତ…

ଛତିଶଗଡ଼ ବିଜାପୁର ଏନ୍‌କାଉଣ୍ଟରରେ ୧୨ ଜଣ ମାଓବାଦୀ ନୁହେଁ ବରଂ ୧୮ ମାଓବାଦୀ ନିହତ ହୋଇଛନ୍ତି । ଏନେଇ ଦକ୍ଷିଣ ବସ୍ତର ମାଓ ଡିବିଜନାଲ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିଛି ଦିନ ତଳେ ଛତିଶଗଡ଼ ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଏନ୍‌କାଉଣ୍ଟରରେ ୧୨…
Read More...

ପ୍ରୟାଗରାଜର ମହାକୁମ୍ଭ ମେଳାରେ ବୁଡ ପକାଇଲେ ପ୍ରତିରକ୍ଷା ମନ୍ତ୍ରୀ..

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଦିନ ପ୍ରୟାଗରାଜ ପରିଦର୍ଶନ କରି ବିଶ୍ୱର ଅନ୍ୟତମ ବୃହତ୍ତମ ଧାର୍ମିକ ସମାବେଶରେ ଚାଲିଥିବା ମହା କୁମ୍ବ ମେଲାରେ ଅଂଶଗ୍ରହଣ କରିଥିଲେ। ଏବେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମହାକୁମ୍ଭରେ ପହଞ୍ଚି ସାରିଛନ୍ତି। ତ୍ରିବେଣୀ ସଙ୍ଗମର ପବିତ୍ର…
Read More...

ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟକୁ ମିଳିବ ଦଣ୍ଡ,ସୋମବାର ହେବ ଘୋଷଣା..

କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ସଞ୍ଜୟ ରାୟକୁ ଦୋଷୀ ସାବସ୍ତ୍ୟ କରାଯାଇଛି । ସିଆଲଦା ସିଭିଲ ଏବଂ ଫୌଜଦାରୀ କୋର୍ଟ ଶନିବାର ତାଙ୍କ ରାୟ ପ୍ରକାଶ କରିଛନ୍ତି। କୋର୍ଟରୁମ ୨୧୦ରେ ଅପରାହ୍ନ ୨ଟା ୩୦ମିନିଟ ସମୟରେ ରାୟ…
Read More...

ମହାକୁମ୍ଭ ଛାଡିବେ ସାଧ୍ୱୀ ହର୍ଷ, କାନ୍ଦି କାନ୍ଦି କହିଲେ କାରଣ..

ପ୍ରୟାଗରାଜ କୁମ୍ଭମେଳା ଆରମ୍ଭରୁ ସାଧ୍ୱୀ ହର୍ଷ ରିଚରିଆଙ୍କ ନାମ ହେଡଲାଇନରେ ରହିଆସିଛନ୍ତି । ସବୁଠାରୁ ସୁନ୍ଦର ସାଧ୍ୱୀ ଭାବରେ ତାଙ୍କ ନାମ ଚର୍ଚ୍ଚା ହେଉଛି । କୁମ୍ବରୁ ୩୦ ବର୍ଷିୟ ହର୍ଷଙ୍କ ଭିଡିଓ ଭାଇରାଲ ହେବା ପରେ ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଆଗ୍ରହୀ ଥିଲେି । ଏଭଳି ପରିସ୍ଥିତିରେ…
Read More...

ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଆଉ ଏକ ଘୋଷଣା..

ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଭଡାଟିଆମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ଗଠନ ପରେ ଦିଲ୍ଲୀର ଲକ୍ଷ ଲକ୍ଷ ଭଡାଟିଆ ମଧ୍ୟ ମାଗଣାରେ ବିଦ୍ୟୁତ୍ ଓ ଜଳ ପାଇବେ। କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

୧୯୭ ଜଣ ଯୁବକ ଯୁବତୀଙ୍କୁ ପରାମର୍ଶ ଦେଲେ ତାଲିମ ପ୍ରଦାନକାରୀ ସଂସ୍ଥା…

ସୁବର୍ଣ୍ଣପୁର, ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ୟ୍ୟାଳୟ ର ମିଳିତ ଆନୁକୁଲ୍ୟରେ ସୁବର୍ଣପୁର ଜିଲ୍ଲାର ତରଭା ବ୍ଲକ ପରିସରରେ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ ଅଧିକାରୀ ଶ୍ରୀମତୀ ସଞ୍ଜୁ କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଯୁବକ ଓ ଯୁବତୀ ମାନଙ୍କୁ ସ୍ବାବଲମ୍ବୀ…
Read More...

ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବେ କି କ୍ରିକେଟର ରିଙ୍କୁ ସିଂ?

ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ ୟୁପି ସାଂସଦ ପ୍ରିୟା ସରୋଜଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବା ଖବର ବର୍ତ୍ତମାନ ଚର୍ଚ୍ଚା ହେଉଛି । ପ୍ରିୟା ସରୋଜ ଜଣେ ସମାଜବାଦୀ ପାର୍ଟିର ସାଂସଦ। ରିଙ୍କୁ ସିଂ ବାମହାତୀ ବ୍ୟାଟ୍ସମ୍ୟାନ୍ ଗତ ଦୁଇ ବର୍ଷ ଧରି ଟିମ୍ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ…
Read More...

ଜେଲ ଦଣ୍ଡାଦେଶ ଭୋଗିବେ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ

୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । କେବଳ ସେ ନୁହେଁ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଉଭୟଙ୍କ ବିବାହକୁ ବେଆଇନ୍‌ ଘୋଷଣା କରି କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ ତଥା…
Read More...