ହ୍ୟାଣ୍ଡସେକ ପାଇଁ ବାଧ୍ୟ କରିବା ଯୌନ ନିର୍ଯ୍ୟାତନା…

ଏଣିକି ହ୍ୟାଣ୍ଡସେକ ବା କରମର୍ଦ୍ଦନ କରିବା ପାଇଁ କାହାକୁ ବାଧ୍ୟ କରିପାରିବେ ନାହିଁ । ଯଦି କାହାକୁ ହ୍ୟାଣ୍ଡସେକ ପାଇଁ ବାଧ୍ୟ କରୁଛନ୍ତି ତେବେ ଏହାକୁ ଯୌନ ନିର୍ଯ୍ୟାତନା କୁହାଯିବ । କାରଣ ଏପରି ଏକ ମାମଲାର ଶୂଣାଣି କରି ଏହି ରାୟ ଦେଇଛନ୍ତି ୍ଣକ୍ଟ୍ରନ୍ନାଇ ହାଇକୋର୍ଟ । ଖାସକରି ମହିଳା…
Read More...

କୁମ୍ଭମେଳା ଛାଡି ନିଜ ପୈତୃକ ଗାଁକୁ ଫେରିଗଲେ ମୋନାଲିସା…

ସୁନ୍ଦର ନୀଳ ଆଖିର ଭାଇରାଲ ଗାର୍ଲ ମୋନାଲିସା ବର୍ତ୍ତମାନ ମହକୁମ୍ ଛାଡିଛନ୍ତି। ପ୍ରୟାଗରାଜର ମହାକୁମ୍ଭ ମେଳାରେ ମାଳା ବିକ୍ରି କରୁଥିବା ମନୋଲିସା ତାଙ୍କ ଆଖି ଓ ସୌନ୍ଦର୍ୟ୍ୟ ପାଇଁ ଚର୍ଚ୍ଚାର ପରିସରରେ ଅଛନ୍ତି। ଏହି କ୍ରମରେ ଖବର ମିଳିଛି କି ସେ ତାଙ୍କ ବାସସ୍ଥାନ ମଧ୍ୟପ୍ରଦେଶର…
Read More...

୨୫ ବର୍ଷ ପରେ ଭାରତ ଫେରି ମହାକୁମ୍ଭରେ ସାମିଲ ହେଲେ ମମତା କୁଲକର୍ଣ୍ଣି..

ଦିନେ ସେ ଗ୍ଲାମର ଦୁନିଆରେ ଥିଲେ ଚର୍ଚ୍ଚିତ । କିନ୍ତୁ ଆଜି ସେ ଆପଣାଇଛନ୍ତି ଧାର୍ମିକ ପଥ । ଅନେକ ବଲିଉଡ ଫିଲ୍ମରେ କାମ କରି ସେ ବେଶ୍ ନାମ କମାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏଥିରୁ ଦୂରେଇ ଆଧ୍ୟାତ୍ମିକ ପଥ ଆପଣାଇ ପ୍ରୟାଗରାଜର କୁମ୍ଭମେଳାରେ ସନ୍ୟାନ ନେଇଥିଲେ । ମମତାଙ୍କ…
Read More...

ଚୀନ ପ୍ରତି ବନ୍ଧୁତା, ଭାରତ ସହ ବିଶ୍ୱାସଘାତକତା କଲେ ଟ୍ରମ୍ପ!

ଆମେରିକାର ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ଘୋଷଣା କରିଥିଲେ ଯାହା ଭାରତର ଚିନ୍ତା ବଢାଇ ଦେଇଥିଲା। ଅନ୍ୟପକ୍ଷରେ ଚୀନ୍ ପ୍ରତି ତାଙ୍କର ମନୋଭାବ ଅତ୍ୟନ୍ତ ନରମ ମନେହୁଏ। ଗୁରୁବାର ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ସେ ଚୀନ୍ ଉପରେ…
Read More...

ମନ୍ଦିରରେ ଖାଇଲେ ନନଭେଜ ବିରିୟାନି,ସୃଷ୍ଟି ହେଲା ବିବାଦ…

ମନ୍ଦିରରେ ଖାଇଲେ ନନଭେଜ ବିରିୟାନି । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ବିଜେପି ରାଜ୍ୟ ସଭାପତି ଅନ୍ନାମଲାଇ ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ସାଂସଦ ନଭାସ୍କାନି ପରସ୍ପରକୁ କଠୋର ଅଭିଯୋଗ କରିଥିଲେ। ରିପୋର୍ଟ ଅନୁଯାୟୀ, ଅନ୍ନାଇ ଅଭିଯୋଗ କରିଛନ୍ତି ଯେ ଆଇୟୁଏମ୍ଏଲ୍ ସାଂସଦ…
Read More...

ଆମେ ଗରିବ ସତ କିନ୍ତୁ ଅପରାଧି ନୁହେଁ-ଅଭିଯୁକ୍ତର ବାପା…

ସୈଫଙ୍କୁ ଛୁରାମାଡ ଘଟଣାର ନୂଆ ମୋଡ । ଆକ୍ରମଣରେ ଧରା ପଡିଥିବା ଅଭିଯୁକ୍ତ ଜଣକ ବାଂଲାଦେଶୀ ବୋଲି ପୋଲିସ ସୂଚନା ଦେଇଥିଲା । ହେଲେ ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶାହାଜାଦଙ୍କ ବାପାଙ୍କର ଆଶ୍ଚର୍ଯ୍ୟଜନକ ବୟାନ ସାମ୍ନାକୁ ଆସିଛି । ଶାହାଜାଦଙ୍କ ପିତା ମହମ୍ମଦ ରୋହୁଲ ଅମିନ ଫାକିର ଗୁରୁବାର…
Read More...

ମୋଦି ଓ ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ରେହମାନ

ଘନୋଉଛି ବିହାରର ବିପିଏସସି ପ୍ରାର୍ଥୀଙ୍କ ଆନେ୍ଦାଳନ । ବିହାର ଲୋକସଭା ଆୟୋଗର ୭୦ତମ ପିଟି ପରୀକ୍ଷା ବାତିଲ ଦାବିରେ ପାଟନାର ଗର୍ଦନିବାଗରେ ଜାରି ରହିଛି ବିକ୍ଷୋଭ । ଏହାରି ମଧ୍ୟରେ ଗୁରୁ ରେହମାନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ ଏବଂ ବିହାର ଲୋକସବା ଆୟୋଗର ଅଧ୍ୟକ୍ଷଙ୍କୁ…
Read More...

ଛତିଶଗଡର ପୂର୍ବତନ ରାଜ୍ୟପାଳଙ୍କୁ ଭେଟିଲେ ଓଡିଶାର ନୂଆ ରାଜ୍ୟପାଳ…

ଛତିଶଗଡର ପୂର୍ବତନ ରାଜ୍ୟପାଳଙ୍କୁ ଭେଟିଲେ ଓଡିଶାର ନୂଆ ରାଜ୍ୟପାଳ । ଆଜି ମାନ୍ୟବର ରାଜ୍ୟପାଳ ଡକ୍ଟର ଶ୍ରୀ ହରିବାବୁ କମ୍ଭମପାଟି ଛତିଶଗଡର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବାସଭବନ ଯାଇ ତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ବେଳର ଫଟୋ ଓଡିଶାର…
Read More...

ସୈଫଙ୍କୁ ହୋଇଥିବା ଛୁରାମାଡକୁ ନେଇ ସନେ୍ଦହ ପ୍ରକାଶ କଲେ ମହାରାଷ୍ଟ୍ର ମନ୍ତ୍ରୀ…

ବଲିଉଡ ଅଭିନେତା ସୈଫ ଅଲ୍ଲୀଖାନଙ୍କୁ ଛୁରାମାଡ ଘଟଣା । ବର୍ତ୍ତମାନ ସୁସ୍ଥ ହେଉଛନ୍ତି ସୈଫ । ସେପଟେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ । ଛୁରାମାଡ କଥା ପୋଲିସ ଆଗରେ ଅଭିଯୁକ୍ତ ସ୍ୱୀକାର କରିଥିବା ବେଳେ ତାଙ୍କ ମା’ଙ୍କ ଚିକିତ୍ସା  ପାଇଁ ସେ ସୈଫଙ୍କ ଘରୁ ଚୋରି କରିବାକୁ ଯାଇଥିଲା ବୋଲି…
Read More...

ହେମନ୍ତ ଶର୍ମା ଓ ରଞ୍ଜନା ଚୋପ୍ରାଙ୍କୁ ଓଡିଶା ସରକାର ଦେଲେ ପଦୋନ୍ନତୀ

ବୁଧବାର ଦିନ ଓଡ଼ିଶା ରାଜ୍ୟ ସରକାର ୧୯୯୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦବୀରେ ପଦୋନ୍ନତି ଘୋଷଣା କରିଛନ୍ତି। ଏହା ବ୍ୟତୀତ, ୧୯୯୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ରଞ୍ଜନା ଚୋପ୍ରାଙ୍କୁ ଆପେକ୍ସ ଗ୍ରେଡ୍ (ପେ ମ୍ୟାଟ୍ରିକ୍ସର ସ୍ତର-୧୭)କୁ ଏକ ପ୍ରୋଫର୍ମା…
Read More...