ରେଳରେ ୭୩ ହଜାର କୋଟି ଓ ଆଇଟି ସେକ୍ଟରରେ ୫ ହଜାର ୩୩ କୋଟି ନିବେଶ ହେବ..

ରେଳରେ ୭୩ ହଜାର କୋଟି ଟଙ୍କା ନିବେଶ ହେବ । ଟେଲିକାମ ସେକ୍ଟରରେ ୫ ହଜାର ୩୩କୋଟି ଟଙ୍କାର ନିବେଶ ହେବ. ଆଇଟି ହବ ହେବ ଓଡିଶା ଏନେଇ କିଛି ଦିନ ହେଲା ଆମେ ବିଭିନ୍ନ କମ୍ପାନୀ ମାନଙ୍କ ସହ ଆଲୋଚନା କରୁଛୁ । ୨୦ ହଜାର କୋଟି ନିବେଶ ଲାଗି ପ୍ରସ୍ତାବ ଆସିଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ…
Read More...

ଛୁଇଁଲେ ଭଲ ହେଉଛି ରୋଗ, ଭିଡ ଜମାଇଛନ୍ତି ଲୋକେ..

ମହାକୁମ୍ଭରେ ନଜର ଆସିଲେ ବାବା ଆର୍ତତ୍ରାଣ । ଛୁଇଁ ଦେଲେ ଭଲ ହୋଇଯାଉଛି ରୋଗ ।ଯାହାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେଉଛି । ଆପଣମାନେ ସମସ୍ତେ ବାବା ଆର୍ତତ୍ରାଣଙ୍କ କଥା ଜାଣିଥିବେ ନିହାତି । କାରଣ ଐଶ୍ୱରିଅ ଶକ୍ତି ସାହାର୍ଯ୍ୟରେ ସ୍ପର୍ଶ କରି ରୋଗ ଭଲ କରିଦିଅନ୍ତି ।…
Read More...

ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ…

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଉପକଣ୍ଠ ନୂଆପାରା ଠାରେ ଥିବା ଅନୁସୂଚିତ ଜାତି  ଓ ଜନଜାତି ବିଭାଗ ପରିସ୍ଖଳିତ ସରକାରୀ  ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟାଳୟର୨୦୨୪-୨୫ ବାର୍ଷିକ ମହୋତ୍ସବ ମହା ଆଡମ୍ବର ପୂର୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ପ୍ରଶାସନର ତାଗିଦ ପରେ ଉଚ୍ଛେଦ ହେବ ବେଆଇନ ନାଲି ଇଟାଭାଟି..

ବସ୍ତା ,ଅଜିତ୍ ସାହୁ: ବେଆଇନ ନାଲି ଇଟାଭାଟି କୁ ପ୍ରଶାସନ ତାଗିଦ୍ ଇଟାଭାଟି ବନ୍ଦ କର, ତାହା ନହେଲେ ଉଚ୍ଛେଦ କରାଯିବ ବୋଲି ଚେତାବନୀ। ଏଠାରେ ସୂଚନା ଥାଉକି ଜଳେଶ୍ଵର, ବାଲିଆପାଳ, ବସ୍ତା ତହସିଲ ଅଞ୍ଚଳରେ ମାଳ ମାଳ ବେଆଇନ ନାଲି ଇଟା ଭାଟି ଗଢି ଉଠିଛି। ଯାହା ପାଇଁ ଦିନକୁ ଦିନ ମାଟି ଓ ବାଲି…
Read More...

ଭିଆଇପି କଲୋନୀରେ ହେଲା ଚୋରୀ ଉଦ୍ୟମ

ଭିଆଇପି କଲୋନୀରେ ପୁଣି ହେଲା ଚୋରି ଉଦ୍ୟମ। ଏକାଧିକ ବିଲ୍ଡିଂ କ୍ୟାମ୍ପସରେ ପଶିଲା ଚୋର। ସୁରକ୍ଷା କର୍ମୀ, ଘର ମାଲିକାଣୀ ପାଟି କରିବାରୁ ନଡ଼ିଆ ଗଛରେ ଲୁଚିଲା ଚୋର। କୋଠା ରୁ କୋଠା ଡେଇଁ ଖସିଯିବା ବେଳେ ମାଡ଼ି ବସିଲେ ଉଭୟ ପିଶିଆର୍ ଓ ସ୍ଥାନୀୟ ଲୋକେ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲେ…
Read More...

ଓଡିଶାରେ ଶିଳ୍ପକୁ ସଫଳ କରିବା ପାଇଁ ଆସୁଛନ୍ତି ମୋଦି

ଶିଳ୍ପର ମହାକୁମ୍ଭ ହେବ ଓଡିଶା। ଯାହାକୁ ସଫଳ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି। କାର୍ୟ୍ୟକ୍ରମ ପୂର୍ବରୁ ଆଜି ଉଓଓ ସମ୍ମିଳନୀ ହୋଇଛି। ଓଡିଶା ଶିଳ୍ପ ହବ ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତକର୍ଷ ଓଡିଶା ମେକ ଇନ୍ ଓଡିଶା…
Read More...

ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ୱର ହେବାକୁ ନେଇ ତେଜିଲା ବିବାଦ…

ଦେଶ ତଥା ବିଦେଶର ଲୋକମାନେ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ବରେ ବୁଡ ପକାଇବାକୁ ଆସୁଛନ୍ତି। ନିକଟରେ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କୁ କିନ୍ନର ଆଖଡାର ମହାମଣ୍ଡଳେଶ୍ୱର ହୋଇଛନ୍ତି । ସମସ୍ତ ସାଧୁମାନେ କ୍ରମାଗତ ଭାବରେ ମମତା ମହାମଣ୍ଡଳେଶ୍ୱର ହେବାକୁ ଆପତ୍ତି କରୁଛନ୍ତିଜ୍ଝ ଏହି କ୍ରମରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ.ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢୀ..

ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ହେଲେ ପ୍ରକାଶ ମିଶ୍ର । ପୂର୍ବତନ ଡିଜିପି ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର । ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ମିଳିଲା କ୍ୟାବିନେଟ ପ୍ୟାହା । ସେପଟେ ମଧୁସୂଦନ ପାଢୀ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଅବସରପ୍ରାପ୍ତ ଆଇଏଏସ ମଧୁସୂଦନ ପାଢୀ ।…
Read More...

୨୦୨୫ ପଦ୍ମ ପୁରସ୍କାର ବିଜେତାଙ୍କ ତାଲିକାକୁ ନେଇ ରାଗିଲେ ସୋନୁ..

୭୬ ତମ ଗଣତନ୍ତ୍ର ଦିବସର ପୂର୍ବ ଦିନ ଘୋଷଣା ହୋଇଛି ପଦ୍ମଶ୍ରୀ ପୁରସ୍କାର । ୨୦୨୫ରେ କେଉଁମାନଙ୍କୁ ପଦ୍ମ ପୁରସ୍କାର ମିଳିବ ସେନେଇ ତାଲିକା ସରିଛି । ସେମଧ୍ୟରୁ ୨୩ ଜଣ ମହିଳା ପଦ୍ମ ବିଜେତା ରହିଛନ୍ତି । ଏବଂ ୧୩ ଜଣ ବ୍ୟକ୍ତିତ୍ୱଙ୍କୁ ମରଣତ୍ତୋର ପୁରସ୍କାର ପ୍ରଦାନ କରାଯଉାଛି । ପଦ୍ମଶ୍ରୀ…
Read More...

ୟୁନୁସ ସରକାରଙ୍କୁ ବଡ ଝଟକା ଦେଇଛନ୍ତି ଟ୍ରମ୍ପ ପ୍ରଶାସନ..

ଶପଥ ଗ୍ରହଣ କରିବା ପରେ ଆକ୍ସନ ମୋଡରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାଂଲାଦେଶକୁ ବୁଦ୍ଧି ଶିଖାଇବା ପାଇଁ ଦେଲେ ବଡ ଝଟକା । ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ କରିବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ…
Read More...