ଜିଲ୍ଲାର କ୍ରୀଡ଼ାବିତ ମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରି କ୍ରୀଡା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ…

ସୁବର୍ଣ୍ଣପୁର-: ଜିଲ୍ଲାର କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ତଥା ପ୍ରୋତ୍ସାହନ ନିମନ୍ତେ ଆଜି ସୁବର୍ଣ୍ଣପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଭିଡିଓ କନଫରେନସିଙ୍ଗ ହଲ ଠାରେ ଅନୁଷ୍ଠିତ…
Read More...

ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ଅଣାଯିବ

ଭୋପାଳ-: ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ମଧ୍ୟପ୍ରଦେଶକୁ ଅଣାଯିବ। ମେ ମାସରେ ଚାରୋଟି ଚିତାବାଘ ଆସିବ, ତା’ପରେ ଆଉ ଚାରୋଟି ଚିତାବାଘ ଭାରତକୁ ଅଣାଯିବ। ପ୍ରୋଜେକ୍ଟ ଚିତା ଅଧୀନରେ, ସେମାନଙ୍କୁ ଏବେ ପର୍ଯ୍ୟାୟକ୍ରମେ ଗାନ୍ଧୀ ସାଗର…
Read More...

‘ଢେଲ ପୂଜା’ ମାଟି ମା’ର ଅନନ୍ୟ ପୂଜା

ବୌଦ୍ଧ-: ବୌଦ୍ଧ ହରଭଙ୍ଗା ବ୍ଲକ ରାମ୍ଭିକଟା ଗ୍ରାମରେ ରବିବାର ଦିନ ୪୮ତମ ମହାମନ୍ତ୍ର ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ଗ୍ରାମରେ ଅଧିବାସୀ ସହିତ ଶୁଭ କଳସ ରେ ଗଙ୍ଗା ମାତା ଙ୍କୁ ଆମନ୍ତ୍ରିତ କରି କଳସ ଶୋଭାଯାତ୍ରା ହୋଇ ଯଜ୍ଞ କୁଣ୍ଡ ରେ ଅବସ୍ଥାପିତ କରାଯାଇଥିଲା ।…
Read More...

ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ରାଜଧାନୀ ଏକ୍ସପ୍ରେସ୍ ଏବଂ ଦୂରନ୍ତୋ ଏକ୍ସପ୍ରେସ୍ ପରେ ତୃତୀୟ ପ୍ରିମିୟମ୍ ଟ୍ରେନ୍ ହେବ

ନୂଆଦିଲ୍ଲୀ-: ଭାରତୀୟ ରେଳପଥରେ ପରିଚିତ ହେବାକୁ ଯାଉଛି ବନ୍ଦେ ଭାରତ ସ୍ଲିପର୍ । ଖୁବ୍ ଶୀଘ୍ର ଏହାର ବିଶାଳ ନେଟୱାର୍କରେ ଟ୍ରେନ୍ ଆରମ୍ଭ ହେବ। ଏଇଏସଏଫ (ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି) ପ୍ରଯୁକ୍ତିବିଦ୍ୟା ସହିତ ବିଏମଏଲ ଦ୍ୱାରା ବିକଶିତ, ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ସେପ୍ଟେମ୍ବର…
Read More...

ସୁବର୍ଣ୍ଣପୁର ଇଷ୍ଠଦେବୀ ମା’ ସୁରେଶ୍ଵରୀଙ୍କ ପୀଠରେ ସ୍ଵଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର -: ମା' ସୁରେଶ୍ଵରୀ ଙ୍କ ମନ୍ଦିର ଭିତର ଦୁଆର ଓ ଭୋଗ ମଣ୍ଡପ ସଫେଇ କଲେ ସ୍ବେଚ୍ଛାସେବୀ । ଆଜି ସୁବର୍ଣ୍ଣପୁର ର ଇଷ୍ଠଦେବୀ ମା' ସୁରେଶ୍ଵରୀ ଙ୍କ ପୀଠ ରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ସ୍ବଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।…
Read More...

ଇଣ୍ଟରପୋଲକୁ ରେଡ୍ କର୍ଣ୍ଣର ନୋଟିସ ଜାରି କଲା ବାଂଲାଦେଶ

ବାଂଲାଦେଶ-: ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଅନ୍ୟ ୧୧ ଜଣଙ୍କ ବିରୁଦ୍ଧରେ ରେଡ୍ ନୋଟିସ ଜାରି କରିବାକୁ ବାଂଲାଦେଶ ଇଣ୍ଟରପୋଲକୁ ଅନୁରୋଧ କରିଛି ।…
Read More...

ମେଗା ସ୍ୱାସ୍ଥ୍ୟ ଶିବିର ରେ ଉପକୃତ ହେଲେ ୧୭୨ ଜଣ ରୋଗୀ

ବ୍ୟୁରୋ-: ରୋଟାରୀ କ୍ଲବ ଅଫ୍ ବାଲେଶ୍ୱର ଏବଂ ସମ ଅଲଟିମେଟର ର ମିଳିତ ସହଯୋଗରେ, ଏକ ସଫଳ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଆଜି ଅନୁଷ୍ଠିତ ଏହି ଶିବିରଟି ସ୍ଥାନୀୟ ଲୋକଙ୍କୁ ଉତ୍ତମ ଏବଂ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆୟୋଜିତ ହୋଇଥିଲା । ଅନୁଷ୍ଠିତ ଏହି ଶିବିର ରେ…
Read More...

କାନାଡାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳି

କାନାଡା-: କାନାଡାରେ ବାରମ୍ବାର ଭାରତୀୟଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସୁଛି । ଗତ କିଛିଦିନ ତଳେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ପୁଣି ଜଣେ ଭାରତୀୟ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଛାତ୍ରୀ ଜଣକ କାମକୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା ।…
Read More...

ମସ୍କଙ୍କ ପ୍ରସ୍ତାବିତ ଭାରତ ଗସ୍ତ ପରେ ଟେସଲାର ଭାରତ ଏଣ୍ଟ୍ରି ସମ୍ପର୍କରେ ଚର୍ଚ୍ଚା ଆରମ୍ଭ…

ଖୁବଶୀଘ୍ର ଇଣ୍ଡିଆ ଆସିବେ ଏଲନ ମସ୍କ । ଟେସଲା ସିଇଓ ଏବଂ ଆମେରିକୀୟ ଶିଳ୍ପପତି ଏଲନ ଚଳିତ ବର୍ଷ ଭାରତ ଆସିବାକୁ ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ପରେ, ସେ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ସେ ଭାରତ ଆସିବାକୁ ଉତ୍ସାହର ସହିତ ଅପେକ୍ଷା…
Read More...

ଅନଲାଇନ ଗେମରେ ବାଇଆ ହେଲେ ଟ୍ୟୁସନ ସାର

ଅନଲାଇନ ଗେମରେ ବାଇଆ ହେଲେ ଟ୍ୟୁସନ ସାର । ନେଲେ ଚରମ ନିଷ୍ପତି । ଅନଲାଇନ ଗେମ ପ୍ରତି ଆକର୍ଷିତ ହୋଇ ଅନେକ ସମୟରେ ଯୁବପିଢୀ ଭୁଲ ନିଷ୍ପତ୍ତି ନେଇଥାନ୍ତି । କିଏ ଟଙ୍କା ଖଟାଇ କ୍ଷତିରେ ପଡି ନିଜର ଜୀବନ ହାରନ୍ତି ତ ଆଉ କିଏ ଟଙ୍କା ପାଇଁ ଅନ୍ୟର ଜୀବନ ନେଇଥାନ୍ତି । ଏପରି ଅନେକ ଘଟଣା ସାମ୍ନାକୁ…
Read More...