ନୌସେନାରେ ଅଗ୍ନିବୀର ଭାବେ ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ

ଖୋର୍ଦ୍ଧା: ଅଗ୍ନିବୀରରେ ଚାକିରି କରେଇଦେବା ନାଁରେ ଟଙ୍କା ହଡ଼ପ । ବଡ଼ ରାକେଟକୁ ଧରିଲା ଖୋର୍ଦ୍ଧା ପୋଲିସ । ସୂଚନା ମୁତାବକ,ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତିନି ନୌସେନା କର୍ମଚାରୀଙ୍କୁ ଗିରଫ…
Read More...

କୁଖ୍ୟାତ ଅପରାଧୀ ଦେବାଶିଷ ବେହେରା ଓରଫ ହଣ୍ଡକୁ ଏନକାଉଣ୍ଟର କରିଛି ପୋଲିସ

ଢେଙ୍କାନାଳ-: ଚୋରି, ରାହାଜାନି, ଡକାୟତି ସହିତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା କାମାକ୍ଷାନଗର ‘କିଙ୍ଗ୍ ଅଫ୍ ଫରେଷ୍ଟ୍’ ଗ୍ୟାଙ୍ଗର କୁଖ୍ୟାତ ଅପରାଧୀ ଦେବାଶିଷ ବେହେରା ଓରଫ୍ ହଣ୍ଡକୁ ଆଜି ପୁଲିସ ଏନ୍‌କାଉଣ୍ଟର୍ କରିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର କଇଁଆଗଡ଼ାଣି…
Read More...

ସେନା ଗୁଳିରେ ଟଳିଛି ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅଲତାଫ୍ ଲାଲ୍ଲି

ଜମ୍ମୁ-କାଶ୍ମୀର-: ପହଲଗାମ ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ଭାରତ । ଜମ୍ମୁ-କାଶ୍ମୀର ବନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେନା ଗୁଳିରେ ଟଳିଛି ଟପ୍ ଆତଙ୍କୀ କମାଣ୍ଡର । ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅଲତାଫ୍ ଲାଲ୍ଲି ନିହତ ହୋଇଛି । ସେହିପରି…
Read More...

ନବଦାସ ହତ୍ୟାକାଣ୍ଡ ପୂର୍ବରୁ କଲ୍ ଡିଟେଲ୍ସ ଖୋଲିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର-: ବହୁ ଚର୍ଚ୍ଚି ନବଦାସ ହତ୍ୟାକାଣ୍ଡ ମାମଲା। ଗୋପାଳ ଦାସର ପୁରୁଣା କଲ୍ ଡିଟେଲ୍ସ ଖୋଲିଲା କ୍ରାଇମବ୍ରାଞ୍ଚ । ନବଦାସ ହତ୍ୟାକାଣ୍ଡ ପୂର୍ବରୁ କଲ୍ ଡିଟେଲ୍ସ ଖୋଲିଲା କ୍ରାଇମବ୍ରାଞ୍ଚ । ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହ କଥା ହୋଛି ସେମାନଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ।…
Read More...

ଦେଢ଼ ମାସର ବ୍ୟବଧାନ ପରେ ଅଲିଭରିଡ଼ଲେ କଇଁଛ ଛୁଆ ବସାରୁ ବାହାରି ସମୁଦ୍ର ମୁହାଁ

କେନ୍ଦ୍ରାପଡ଼ା-: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଦେଢ଼ ମାସର ବ୍ୟବଧାନ ପରେ ଅଲିଭରିଡ଼ଲେ କଇଁଛ ଛୁଆ ବସାରୁ ବାହାରି ସମୁଦ୍ର ମୁହାଁ ହେବାରେ ଲାଗିଛନ୍ତି । ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇଛି । ୩ଦିନ ଭିତରେ କୋଟିଏରୁ ଅଧିକ କଇଁଛ ଛୁଆ ଗଭୀର…
Read More...

ପୁରୀ ଡେଲାଙ୍ଗରେ ନକଲି ଟଙ୍କା କାରବାର ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଲେ ଗ୍ରାମବାସୀ

ପୁରୀ-: ଧରାପଡିଲା ନକଲି ଟଙ୍କା କାରବାର । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଗାଁରେ ପଶି ଟଙ୍କା କାରବାର ବେଳେ ଘେରିଲେ ଗାଁ ଲୋକ । ନକଲି ଟଙ୍କା କାରବାର ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଲେ ଗ୍ରାମବାସୀ । ପୁରୀ ଜିଲ୍ଲା ଡେଲାଙ୍ଗ ସାଧପଡା ଗାଁରେ…
Read More...

ତିନି ଦିନ ଧରି ପାଳିତ ହୋଇଥାଏ କୁଆଁରିଆ ମହୋତ୍ସବ

ନୟାଗଡ଼ -: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସି ରେ ପ୍ରତି ବର୍ଷ ଭଳି ଏ ବର୍ଷ ୧୧ତମ କୁଆଁରିଆ ମହୋତ୍ସବ ପାଳନ କରାଯାଇଛି। ଲଙ୍କାପୋଡି ଯାତ୍ରା ର ପରଦିନ କୁଆଁରିଆ ମହୋତ୍ସବ ପାଳିତ ହୋଇଥାଏ। ଏ କ୍ରମରେ ଗୁରୁବାର ସନ୍ଧ୍ୟାରେ ଧୂମାଧାମରେ ଆରମ୍ଭ ହୋଇଥିଲା ମହୋତ୍ସବ । ପ୍ରଥମ ଦିନର ଉଦଘାଟନୀ ଉତ୍ସବ…
Read More...

ଭାରତର କଡା ପଦକ୍ଷେପ ପରେ ପାକିସ୍ତାନର ପାଲଟା ଜବାବ

ୱାଘା ସୀମା ବନ୍ଦ କଲା ପାକିସ୍ତାନ । ଭାରତର କଡା ପଦକ୍ଷେପ ପରେ ପାକିସ୍ତାନର ପାଲଟା ଜବାବ । କାଲି ଭାରତ ଅଟାରୀ ସୀମା ବନ୍ଦ ଘୋଷଣା କରିଥିଲା । ଭାରତ ପାଇଁ ଆକାଶ ମାର୍ଗ ମଧ୍ୟ ବନ୍ଦ କଲା ପାକିସ୍ତାନ । ସେପଟେ ପାକିସ୍ତାନ ନାଗରୀକଙ୍କୁ ୭୨ ଘଣ୍ଟା ମହଲତ । ପାକିସ୍ତାନୀ ନାଗରୀକ ପାଇଁ ଭିସା…
Read More...

ନିରୀହ ନାଗରିକଙ୍କ ରକ୍ତ ବୁହାଇଥିବା ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଦଣ୍ଡ ଦିଆଯିବ…

ଖୋଲାଖୋଲି ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଆତଙ୍କବାଦୀଙ୍କୁ ଆଉ ନାହିଁ ନିସ୍ତାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ମାଟିରୁ ଖୋଲାଖୋଲି ଘୋଷଣା କରିଛନ୍ତି ଯେ ପହଲଗାମରେ ନିରୀହ ନାଗରିକଙ୍କ ରକ୍ତ ବୁହାଇଥିବା ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଦଣ୍ଡ ଦିଆଯିବ ଏବଂ ଏପରି ଦଣ୍ଡ…
Read More...

ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା…

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ବାଲେଶ୍ୱର ଜିଲ୍ଲାର ଇସାଣି ଗାଁରେ ପହଞ୍ଚି ସ୍ୱର୍ଗତ ପ୍ରଶାନ୍ତ ଶତପଥିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କାଶ୍ମୀରର ପେହଲଗାମ ଠାରେ ଉଗ୍ରପନ୍ଥୀଙ୍କ ଗୁଳିର ଶିକାର ହୋଇ ମୃତ୍ୟୁବରଣ କରିଥିବା ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥିଙ୍କ…
Read More...