ବିଧାନସଭା ବଜେଟ ଅଧିବେଶନ : ୧୧.୩୦ ଯାଏଁ ଗୃହ ମୂଲତବି

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ଦ୍ୱତୀୟ ପର୍ଯାୟ ଆରମ୍ବରୁ ହଟ୍ଟଗୋଳ | ପୁଣି ଗୃହରେ ଉଠିଲା ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ। ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟଗୋଳ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନଙ୍କ ଗୃହର ମଧ୍ୟ ଭାଗରେ ନାରବାଜି | ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଥିଲେ ବାଚସ୍ପତି ।