ଭୁବନେଶ୍ୱର : ଗୃହ ଆରମ୍ଭରୁ ହଟଗୋଳ । ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି ସଦସ୍ୟଙ୍କ ହଟଗୋଳ । ବିଜେପି ଯୁବ ମୋର୍ଚ୍ଚା କର୍ମୀ ମାନଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଆଜି କମ୍ପିଲା ଗୃହ । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ସଦସ୍ୟ । ଗୃହକୁ ୧୧.୩୦ ଯାଏଁ ମୂଲତବି ଘୋଷଣା କଲେ ବାଚସ୍ପତି |