ବିଧାନସଭାରେ ଉଠିଲା ଅବସରପ୍ରାପ୍ତ RI ଓ ଅମିନ ଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭା ରେ ଉଠିଲା ଅବସରପ୍ରାପ୍ତ RI ଓ ଅମିନଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗ | ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଉଠାଇଲେ ପ୍ରସଙ୍ଗ | ଅବସରପରେ ସେମାନଙ୍କୁ ପୁନଃ ନିଯୁକ୍ତି ଦେଇ ସେମାନଙ୍କ ଠାରୁ ଅଭିଜ୍ଞତା ଗ୍ରହଣ ପାଇଁ ପ୍ରଶ୍ନ ଉଠାଉଳେ ବିଜେଡି ବିଧାୟକ |
ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର
ଦିବ୍ୟ ଶଙ୍କର ସମ୍ପର୍କ ରେ ମୋ ସାନ ଭାଇ ଜୀବନ ର ଲମ୍ବା ସମୟ ମୁଁ ତଳେ ରହିଲି ସେ ଉପରେ ରହିଲେ | ସେ ହେଲିକେପଟର ଚଢ଼ୁଥିଲେ | ତାଙ୍କ ସାଙ୍ଗରେ ମୁଁ ଯାଇଛି ଦେଖୁଥିଲି ଉପରୁ ଦୂର ବିକ୍ଷଣ ଯନ୍ତ୍ରରେ ତଳକୁ ଦେଖୁଛନ୍ତି ନା କେମିତି | ସେମାନେ ଅବସରର ନେଲେଣି ସେମିତିକା ଲୋକଙ୍କ ଲିଷ୍ଟ କରିଛୁ ତାଙ୍କ ର ଫିଡ଼ବେକ ନେବୁ | ରାଜସ୍ବ ବିଭାଗ ହେଉଛି ସବୁ ବିଭାଗ ର ମୂଳ ବିଭାଗ | ଦିବ୍ୟ ଶଙ୍କର ବାବୁ ଅତୀତରେ କେବେ ପ୍ରୟାସ ହେଇନି ହେଇଥିଲେ ମୋ ପାଖକୁ ବୋଝ ଆସିନଥାନ୍ତା |