ଦୁଇ ଜଣ ଓଡିଆ ଖେଳାଳୀଙ୍କୁ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

( ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଜାକାର୍ତାରେ ଚାଲିଥିବା ଏସିଆନ ଗେମ୍ରେ ବ୍ରୋଞ୍ଜ ପଦକ ହାସଲ କରିଛି ବିଶ୍ୱ ପୁରୁଷ ହକି । ସେହି ଟିମ୍ ଥିବା ଦୁଇ ଜଣ ଓଡିଆ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଉଭୟ ଖେଳାଳୀଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପୂର୍ବରୁ ଏସିଆନ ଗେମରେ ଦୌଡରାଣୀ ଦୂତି ଚାନ୍ଦ ଦୁଇ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୩ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲୋ