ମୃତଦେହ ଉଦ୍ଧାର

( ଜଗନ୍ନାଥ ଅଗ୍ରୱାଲ) : ଗତ କାଲି ସକାଳେ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା କଣ୍ଡାଳ ରେଳ ଲାଇନଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଉରୁକୁଳ ଗାଁର ଟୁନୁ ପ୍ରଧାନ ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିନାହିଁ । ଏହି ଘଟଣା ସମ୍ପର୍କରେ ଖବର ପାଇ ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚିଶବକୁ ଜବତ କରି ତଦନ୍ତ ଚଳାଇଛି ।