ସାତକୋଶିଆ ଜଙ୍ଗଲରେ ବୁଲିବ ସୁନ୍ଦରୀ ଓଡିଶା By Reporters Today Bureau On Aug 18, 2018 Share ( ଜଗନ୍ନାଥ ଅଗ୍ରୱାଲ ) : ବାନ୍ଧବଗଡ ଜାତୀୟ ଉଦ୍ୟାନରୁ ଗତ ଜୁନ ମାସ ୨୮ ତାରିଖରେ ସାତକୋଶିଆ ଆସିଥିବା ବାଘୁଣୀ ସୁନ୍ଦରୀକୁ ଜଙ୍ଗଲକୁ ଛଡାଯାଇଛି । ଅପରାହ୍ନ ୩ଟା ୧୫ ମିନିଟରେ ବାଘୁଣୀକୁ ସ୍ୱତନ୍ତ୍ର ଏନକ୍ଲୋଜରରୁ ଜଙ୍ଗଲକୁ ଛଡାଯାଇଥିଲା । ତେବେ ବାଘୁଣୀର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । anugulbbsrOdishaReporters Today Share FacebookTwitterGoogle+ReddItWhatsAppPinterestEmail