ଅମିତ ଶାହଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ଓଡିଶା By Minu Sahoo On May 8, 2025 Share ଭୁବନେଶ୍ୱର: ଶାହଙ୍କ ଓଡିଶା ଗସ୍ତ ସ୍ଥଗିତ । ଅମିତ ଶାହଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ । ଏନେଇ ସୂଚନା ଦେଲେ ସମ୍ବଲପୁର ଜିଲ୍ଲାପାଳ । ୧୦ ଓ ୧୧ରେ ଦୁଇ ଦିିନିଆ ଗସ୍ତରେ ଆସି ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ଶାହ । Odishareporterstoday Share FacebookTwitterGoogle+ReddItWhatsAppPinterestEmail