ଭୁବନେଶ୍ୱର: ପଦ୍ମ ଧରିଲେ ଜଗତସିଂହପୁରର ଅମରେନ୍ଦ୍ର ଦାସ । ତେବେ ଗତ କାଲା ବିଜେଡିରୁ ଇସ୍ତଫା ଦେଇ ଥିବା ଅମରେନ୍ଦ୍ର ଆଜି ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବରୁନିଜ ସମର୍ଥକଙ୍କୁ ନେଇ ପ୍ରଦର୍ଶନୀ ପଡିଆରୁ ଏକ ରାଲି ଆରମ୍ଭ କରି ଶଂଖ ଭବନକୁ ଯାଇଥିଲେ ବିଜେଡି ଜଗତସିଂହପୁର ଆସନ ପାଇଁ ହେଲେ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଟିକେଟ୍ ନମିଳିବା ପରେ ନିରାଶ ହୋଇ ଅମରେନ୍ଦ୍ର ଦାସ ଦଳ ଛାଡିଥିବା କୁହାଯାଉଛି । ଏବେ ସେ ବିଜେପିରେ ସାମିଲ ହୋଇଛନ୍ତି ।