ଅହମ୍ମଦାବାଦ ଓ ଲକ୍ଷ୍ନୌ ହେଲେ ନୂଆ (IPL) ଟିମ୍

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍  (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ । ଏ ନେଇ ଆଜି ହୋଇଥିବା ନିଲାମୀ ପ୍ରକ୍ରିୟାରେ ନିଷ୍ପତ୍ତି ନିଆଯାଇଛି । ଅହମ୍ମଦାବାଦ ଦଳକୁ ନେଲା ସିଭିସି କ୍ୟାପିଟାଲ । RPSG ଗ୍ରୁପ୍ ଲକ୍ଷ୍ନୌ ଦଳର ମାଲିକ ହେଲେ ।