ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ହେବ। ୨୦୧୯ ରେ ବିଜେଡିର ବିଜୟ ବ୍ୟବଧାନ ସାଢେ଼ ୫ ହଜାର ଥିବା ବେଳେ ଏଥର ବହୁଗୁଣିତ ହେବ। ନବୀନଙ୍କ ନେତୃତ୍ବରେ ଲଢୁଥିଲା ପୁରା ଟିମ। ସବୁ ବର୍ଗର ନେତା ମଇଦାନରେ ସକ୍ରିୟ ଥିଲେ। ନବୀନ ପ୍ରଚାର କୁ ଜିବା ଯିବା ପରେ ଯେତିକି ଆଶା କରାଯାଉଥିଲା ତାହାଠୁ ଅଧିକ ବ୍ୟବଧାନ ବଢିବ ବୋଲି ଆଶା। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବିଜେଡିର ବିଜୟ ସୁନିଶ୍ଚିତ ହେବା ସହ ଭୋଟ ହାର ବଢିଲା। ଅଧିକ ଭୋଟ୍ ପ୍ରତିଶତ ବଢିବା ବିଜେଡି ସପକ୍ଷରେ ଯିବ।